ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ ବର୍ମାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମନ୍ତ୍ରୀ ପ୍ରତାପ ଜେନା 

0 2

ଭୁବନେଶ୍ୱର : ମାହାଙ୍ଗାର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ ବର୍ମା ଗତ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହୋଉଥିଲା ବେଳେ ଆଜି ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସମ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଶ୍ରୀ ଵର୍ମାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମାହାଙ୍ଗା ବିଧାୟକ ପଞ୍ଚାୟତିରାଜ, ଗୃହ ନିର୍ମାଣ-ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା |  ମନ୍ତ୍ରୀ ଶ୍ରୀ ଜେନା  ତାଙ୍କ ଚିକିତ୍ସା ପାଇଁ ସମ ହସ୍ପିଟାଲର ପ୍ରତିଷ୍ଠାତା ଶ୍ରୀ ମନୋଜ ନାୟକ ଓ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି  |

Leave A Reply

Your email address will not be published.