ରବି ଋତୁରେ ଚାଷୀ ପଞ୍ଜିକରଣ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଡିଏମଏଫ କନଫେରେନ୍ସ ହଲରେ ଆଜି ଚଳିତ ରବି ଋତୁରେ ଚାଷୀଙ୍କ ପଞ୍ଜିକରଣ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ…

ପିତୃମାତୃହୀନ ପିଲାଙ୍କୁ ଥାଇଥାନ  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ 5T ଅଧିନରେ ଆସୁଥିବା ପିତୃମାତୃହୀନ ପିଲାଙ୍କୁ ଥଇଥାନ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇ ପିଲାମାନଙ୍କୁ କିପରି ଥଇଥାନ କରାଯିବ ତାହାଉପରେ କାର୍ଯ୍ୟ ଆରମ୍ଭ କରିଛି।  ପ୍ରଥମେ…

ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତିରେ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କିତ କର୍ମଶାଳା

https://www.youtube.com/watch?v=KBTvasg0JEw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତୀୟ ଶିକ୍ଷଣ ମଣ୍ଡଳ ଓ ଭାରତ ସରକାରଙ୍କ ନୀତି ଆୟୋଗ ଆନୁକୂଲ୍ୟରେ ଏବଂ ଗଜପତି ଜିଲ୍ଲା ଶିକ୍ଷା ବିଭାଗ ସହଯୋଗରେ…

ଦ୍ୱାରଶୁଣି ପୀଠଠାରେ ଅଚିହ୍ନା ମହିଳାଙ୍କ ମୃତ ଦେହ , ଗୁରୁତ୍ତର ଅବସ୍ଥାରେ ନାବାଳିକା ଉଦ୍ଧାର

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ୫୨ଘାଟିର ଦ୍ୱାରଶୁଣି ଠାକୁରାଣୀ ପୀଠଠାରୁ ବିଶୋଇ ଦିଗରେ ପ୍ରାୟ ୫୦ ମିଟର ଦୂରର ରାସ୍ତାର ଦକ୍ଷିଣ ପାର୍ଶ୍ୱସୁରକ୍ଷା ପାଚେରୀ ତଳେ ପ୍ରାୟ ୩୦ ବର୍ଷ ପାଖାପାଖି ଜଣେ ଅଜଣା…

ଝାରସୁଗୁଡାରେ ରେଳବାଇର ବିକାଶ ପାଇଁ ରେଳବାଇ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ସମୀକ୍ଷା ବୈଠକ

ଝାରସୁଗୁଡା / ସୁବାସ ସାହାରେ : ଝାରସୁଗୁଡାରେ ରେଳବାଇର ବିକାଶ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଆଜି  ରେଳବାଇ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ନେଇଛନ୍ତି | ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ରେଳବାଇରେ ଝାରସୁଗୁଡାର ଯେତେ ବିକାଶ ହେବା କଥା ତାହା ହୋଇ ପାରି…

ଆସିକା ଚିନିକଳରେ ଯୋଗ୍ୟ ପ୍ରଶାସନିକ ଅଫିସରଙ୍କୁ ଏମଡି ଭାବରେ ନିଯୁକ୍ତ କରାଇ ବିଜୁ ବାବୁଙ୍କୁ ଉଚିତ୍ ଶ୍ରଦ୍ଧାଜଂଳି…

ରାଜ୍ୟ ସଭାପତିଙ୍କ ଗଂଜାମ ଜିଲ୍ଲା ଗସ୍ତ : ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ହେଲେ ସାମିଲ ଗଂଜାମ/ଭୁବନେଶ୍ୱର: ଆସିକା ସମବାୟ ଚିନି ଶିଳ୍ପ ଏସିଆ ମହାଦେଶର ପ୍ରଥମ ଚିନି ଶିଳ୍ପ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ୧୯୬୩ ମସିହାରେ ଆରମ୍ଭ ହୋଇଥିବା ଏହି ଚିନି କଳରେ ୨…

ସାମୁଦ୍ରିକ ଅର୍ଥନୀତି ସହ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡ଼ିଶା – ଧର୍ମେନ୍ଦ୍ର ପ୍ରଧାନ

ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ‘ଓଡିଶାରେ ପୁଞ୍ଜିନିବେଶର ସୁଯୋଗ’ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ  ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ…

୫ରୁ କିଟ୍‍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଅନସିପ

କ୍ରମାଗତ ଦୁଇଥର ଏହି ଚାମ୍ପିଅନସିପ ଆୟୋଜନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ସମସ୍ତ ମ୍ୟାଚ କିଟ୍‍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ କୋର୍ଟରେ ହେବ କୋଭିଡ ନିୟମ କଡ଼ାକଡ଼ି ପାଳନ କରାଯିବ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ…

ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ 

https://www.youtube.com/watch?v=j28e3sbtPdY ରାଜ୍ୟରେ ଆଉ ୬ ଟି ପ୍ଲାନେଟାରିଅମ ଓ ୩୦ ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯିବ- ମୁଖ୍ୟମନ୍ତ୍ରୀ ଖର୍ଚ୍ଚ ହେବ ୧୦୦ କୋଟି,  ବିଜ୍ଞାନ ଶିକ୍ଷା ଓ ବୈଜ୍ଞାନିକ ମନୋବୃତି ନେଇ ଆଗକୁ ବଢିବାକୁ ଛାତ୍ରଛାତ୍ରୀ ମାନଙ୍କୁ…

ଶିମିଳିପାଳ  ଅଭୟାରଣ୍ୟରେ ଅଗ୍ନି ନିୟନ୍ତ୍ରଣାଧୀନ ଅଛି ।

ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଶିମିଳିପାଳ  ଅଭୟାରଣ୍ୟ ଅଗ୍ନିକାଣ୍ଡ ଜନିତ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ…