ମେଡ଼ିକାଲ ପରିସରରେ ପଶି ଡାକ୍ତରଙ୍କୁ ଦୁର୍ବ୍ୟବହାର ।

0 2

ମାଲକାନଗିରି : ମାଲକାନଗିରି ଏମ୍ ଭି ୭୯ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୯ ମେଡିକାଲ ପରିସର ରେ ଆଜି ଡାକ୍ତର ଙ୍କ ସହ ଦୁର୍ବ୍ଯବହାର ପଦର୍ଶନ କଲେ ମଦ୍ୟପ ଓ ତାଙ୍କର କିଛି ସାଥୀ।ଓପିଡି ଦାୟିତ୍ବରେ ଥିବା ଡାକ୍ତର ଙ୍କୁ ଦୁର୍ବ୍ୟବହାର ପଦର୍ଶନ କରିବା ଶହ ଅସଭ୍ୟ ଭାଷା ରେ ଗାଳି ଗୁଳଜ କରିଲେ। ମଦ୍ୟପ ଜଣକର ମୁଣ୍ଡ ଫାଟି ଯାଇଥିବାରୁ ଚିକିତ୍ସା ପାଇଁ ମେଡ଼ିକାଲ ଯାଇଥିଲା ହେଲେ ଡାକ୍ତର କୋଭିଡ ଟେଷ୍ଟ କରିବା କଥା କହିବାରୁ ଦୁର୍ବ୍ୟବହାର କରିବା ସହ ଅଭଦ୍ର ଭାଷାରେ ଗାଳି ଗୁଳଜ ଦେବାକୁ ଲାଗିଲା ମଦ୍ୟପ। 

ପରେ ଡାକ୍ତର ଅସହ୍ୟ ହେଇ ପରେ  ଥାନା କୁ ଯାଇ ଅଭିଯୋଗ କରିବା ପରେ ମଧ୍ୟ ଥାନା କର୍ମଚାରୀ ଜଣ ଙ୍କ ଉପସ୍ଥିତି ରେ ମେଡିକାଲ ପରିସର ରେ କଲେ ଧମକ ଚମକ ଓ ଉତ୍ତେଜନା ସୃଷ୍ଟି ଲାଗିରାଗିଥିଲା ।ଉକ୍ତ ମଦ୍ୟପ କୁ ନେଇ ଥାନା ରେ ଅଟକ ରଖିଥିବା ବେଳେ ଜୀବନ ନେଇ ଚିନ୍ତାରେ ଥିବା ପ୍ରତିକ୍ରିୟା ରଖିଛନ୍ତି ଏମଭି ୭୯ ସ୍ୱାସ୍ଥ କେନ୍ଦ୍ର ରେ ଥିବା ସମସ୍ତ କର୍ମଚାରୀ ଓ ଡାକ୍ତର୍।

Leave A Reply

Your email address will not be published.