Sign in
Sign in
Recover your password.
A password will be e-mailed to you.
ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନ ର ପ୍ରଭାବ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସ୍ୱ।ଧିନତା ସଂଗ୍ରାମୀ ନୄସିଂହ ଗୁରୁ ସୄତି ସମିତି ସମ୍ବଲପୁର ପକ୍ଷରୁ ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନ ର ପରିବେଶ ଉପରେ ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ବିଗତ ୧୫ ବର୍ଷ ମଧ୍ୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଦୄତ ଗତିରେ…
ପୋଖରୀରେ ବୁଡି ପ୍ରାଣ ହରାଇଲା ୯ ବର୍ଷର ପୁଅ
ଝାରସୁଗୁଡା/ସୁବାସ ସାହାରେ :ଦୁଃଖର ସହିିତ ଲେଖି ଜଣାଉଛିି ଯେ ,ଆଜିି ଦିିନ 1.00 ଘଟିକାରେ ଝାରସୁଗୁଡା ବ୍ରାଚଂରେ କାର୍ଯ୍ୟରତ କିିଶୋରୀ ଛନଛାନଙ୍କ ୯ ବର୍ଷର ପୁଅ ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଅକାଳ ବିିୟୋଗ ଘଟିଛିି। ଏହା ଯୋଗୁଁ ଝାରସୁଗୁଡା ବୀମା ପରିିବାରରେ ଶୋକର ଛାୟା…
ଜାତୀୟ ମଜଦୁର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଜାତୀୟ ମଜଦୁର କଂଗ୍ରେସ, ଝାରସୁଗୁଡ଼ା ଶାଖା ତରଫରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପତ୍ରରେ ଓଡ଼ିଶା ସରକାରଙ୍କ ଦ୍ଵାରା…
“ଏଇତ ଜୀବନ” ପକ୍ଷରୁ ବାର୍ଷିକ ଉତ୍ସବ ‘ଉଡ଼ାଣ’ ପାଳିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାର ବିଶିଷ୍ଟ ସମାଜସେବୀ ସଂସ୍ଥା 'ଏଇତ ଜୀବନ' ପକ୍ଷରୁ ଆଜି ବାର୍ଷିକ ଉତ୍ସବ "ଉଡ଼ାଣ-୨୦୨୧" ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ପ୍ରମୁଖ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ…
ବ୍ଲକରେ ଚାଲିଛି ପିସି କାରବାର : ବିଜେଡ଼ି
କଣ୍ଟାବାଞ୍ଜି/ଚୁଡାମଣି ସୁନା -ସରକାରୀ ଯୋଜନାରେ ବ୍ୟାପକ ଅନିୟମିତା ହେଉଥିବା ବିଜେଡି ଅଭିଯୋଗ କରିଛି। ତୁରେକେଲା ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ଗତ ୨୦୧୮ ମସିହା ଅଗଷ୍ଟ ମାସରେ ୧୫୦ଟି ପ୍ରକଳ୍ପ ପାଇଁ ମୋଟ୍ ୩ କୋଟି ଟଙ୍କା ଅନୁମୋଦନ ଦେଇଥିଲେ।…
୫୦ ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଗଲା ୧୦୧ କୋଟି ଟଙ୍କାର ବୃତ୍ତି
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ବିଭାଗରେ 5T କାର୍ଯ୍ୟକ୍ରମ
୩ ଟି ଆକାଂକ୍ଷା ହଷ୍ଟେଲ ଓ 68 ଟି ଛତ୍ରାବାସର ଉଦଘାଟନ
ହଷ୍ଟେଲରେ ରହୁଥିବା 5.75 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ
ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର…
ପଡ଼ିନି କୋଭିଡ ମହାମାରୀର ପ୍ରଭାବ
ସୋଆର ୮୫ ପ୍ରତିଶତ ଇଞ୍ଜିନିୟରିଂ ଗ୍ରାଜୁଏଟଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ୨୦୨୧…
ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରିବ ମହିଳା ମୋର୍ଚ୍ଚା:ସ୍ମୃତି ପଟ୍ଟନାୟକ
ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଥମ ପଦାଧିକାରୀ ବୈଠକ
ଭୁବନେଶ୍ୱର: ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଥମ ପଦାଧିକାରୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି…
ଓଡିଶାକୁ ଇସ୍ପାତ୍ ପେଣ୍ଠସ୍ଥଳିରେ ପରିଣତ କରିବା ଉପରେ ଆଲୋଚନା – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଓ ଇସ୍ପାତ୍ କମ୍ପାନୀ ଆର୍ସେଲର ମିତଲର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା
ଓଡିଶାରେ ଇସ୍ପାତ୍ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ
୨୦୩୦ ସୁଦ୍ଧା ଓଡିଶାରେ ବାର୍ଷିକ ୧୦୦ ମିଲିଟନ ଟନ୍ ଇସ୍ପାତ୍ ଉତ୍ପାଦନ ଲକ୍ଷ୍ୟ
ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନ ଏବଂ…
ସତୀଗୁଡା ଇକୋ ପାର୍କଠାରେ ୪ଟି ନୂତନ ଏସି କଟେଜ ,ରେଷ୍ଟରାଣ୍ଟ ଉଦଘାଟିତ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସତିଗୁଡା ଜଳ ଭଣ୍ଡାର ନିକଟରେ ବନବିଭାଗ ପକ୍ଷରୁ କରାଯାଇଥିବା ଇକୋ ପାର୍କ ଆଧୁନିକରଣ ନିମନ୍ତେ ବିଭିନ୍ନ ଉନ୍ନୟନ ମୁଳକ ପଦକ୍ଷେପ ନିଆ ଯାଇଛି । ଇକୋ ପାର୍କ ପରିସରରେ ଡ଼ିଏଫଓ ପ୍ରଦୀପ ଦେବଦାସ ମିରାସେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ…