ନୟାଗଡ଼ (ବିଶ୍ଵଜିତ ନାୟକ)- ମହାମାରୀ କୋରନା ନିଜର କାୟା ବିସ୍ତାର କରିଥିବା ବେଳେ କିଭଳି ଏହାକୁ ମୁକାବିଲା କରିଯିବ ଓ ଜନସାଧାରଣଙ୍କୁ ସଚେତନ କରାଯାଇ ଲୋକଙ୍କ ସମସ୍ୟାକୁ ଦୂର କରାଯାଇପାରିବ ଏବଂ ରକ୍ତ ର ଅଭାବକୁ ଆଖିରେ ରଖି ଆଧିକରୁ ଅଧିକ ରକ୍ତଦାନ ଶିବିର କରାଯାଇ ରକ୍ତ ଅଭାବକୁ ଦୁରକରାଯାଇ ପାରିବ ଏହା ଉପରେ ଏକ ଭର୍ଚୁଆଲ ମିଟିଂ ଆୟୋଜିତ କରାଯାଇଛି । ଏହାକୁ ଦଶପଲ୍ଲା ବିଧାୟକ, ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ଦଶପଲ୍ଲା ବିଜୁ ଯୁବ ଜନତା ଦଳର ଅନେକ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
Sign in
Sign in
Recover your password.
A password will be e-mailed to you.