ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ବର୍ଷିୟାନ ଶିକ୍ଷକ ବିଶ୍ୱନାଥ ରଥଙ୍କ ଦେହାନ୍ତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଣେ ଛାତ୍ର ବଚ୍ଛଳ, ବିଜ୍ଞ,ଦକ୍ଷ ,ମେଲାପି,କର୍ମଠ,ଶିକ୍ଷକ ବିଶ୍ୱନାଥ ରଥଙ୍କ ବ୍ରହ୍ମପୁର ସ୍ଥିତ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅବସ୍ଥା ଯୋଗୁଁ ୮୯ବର୍ଷ ବୟସରେ ପରଲୋକ ହୋଇଛନ୍ତି। 

ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ VIRTUL meet ଦ୍ୱାର ଅନୁଷ୍ଟିତ ଶୋକସଭାରେ ଆଲୁମିନି ବେଣୁ ଗୋପାଳ ପାଢ଼ୀ , ଭାଗବତ ପାଢ଼ୀ , ଲକ୍ଷ୍ମୀନାରାୟଣ ହୋତା , ପ୍ରଫୁଲ୍ଲ ରଥ , ବିଚିତ୍ରାନନ୍ଦ ବେବର୍ତ୍ତା , ଉଜ୍ବଳ ଦାଶ , ଲକ୍ଷ୍ମୀ ନାରାୟଣ ରଥ , ପଞ୍ଚାନନ ବେହେରା ପ୍ରଭୃତି ସ୍ବର୍ଗତ ରଥଙ୍କ ଉଦ୍ଧେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave A Reply

Your email address will not be published.