Sign in
Sign in
Recover your password.
A password will be e-mailed to you.
ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର
ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ଵଦିପ ପ୍ରଧାନଙ୍କ ନେତୃତ୍ବରେ ୭୫ ୟୁନିଟ୍ ରକ୍ତ ସଂଗ୍ରହ।
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା…
ପଶ୍ଚିମବଙ୍ଗର ଭାରତ ଚାମ୍ବର ଅଫ୍ କମର୍ସର ସଦସ୍ୟ ଏବଂ ଶିଳ୍ପଦ୍ୟୋଗୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
ମୋଦି ସରକାରଙ୍କ ‘ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ’ ମନ୍ତ୍ର ଦେଶର ଅର୍ଥନୀତିକୁ ପୁନର୍ଜୀବିତ କରିଛି - ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗ – ମୋଦି ସରକାରଙ୍କ ମନ୍ତ୍ର ‘ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ’ ଅର୍ଥାତ୍ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତନ ଦେଶର ଅର୍ଥନୀତିକୁ ପୁର୍ନଜୀବିତ…
ସମ୍ବଲପୁରରେ ସାପ୍ତାହିକ ସଟଡାଉନ ଆରମ୍ଭ।
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରୀର ପ୍ରଭାବରେ ସମ୍ବଲପୁର ଜିଲ୍ଲାରେ ଏବେ କରୋନା ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଜିଲ୍ଲା ରେ ଗତ ୫ ଦିନ ହେବ ଦୈନିକ ସଂକ୍ରମଣ ସତକ ପାର କରୁଛି । ଏଥିପାଇଁ ଆଜି ଠାରୁ ଜିଲ୍ଲା ରେ ସାପ୍ତାହିକ ସଟଡାଉନ ସହ ନାଇଟ କର୍ଫ୍ୟୁ…
ବୁର୍ଲା କୋଭିଡ ହସ୍ପିଟାଲରେ ୨ ଦିନରେ ୧୨ ଜଣଙ୍କ ମୃତ୍ୟୁ
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ବୁର୍ଲା ଭିମସାର ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ପୁଣି ମୃତ୍ୟୁ ଭୟାନକ ତାଣ୍ଡବ ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୧୨ ଜଣ ରୋଗୀଙ୍କର ଜୀବନ ହାନୀ ଘଟିଥିବା ଜଣାପଡିଛି।…
ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଶ୍ରୀମୟୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ସେ ଆଜି କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ…
ବିଜୁ ଶ୍ରାଦ୍ଧ ଦିବସ ରେ ୬୦ ୟୁନିଟ ରକ୍ତଦାନ କରି ମନେ ପକାଇଲେ ବିଜୁପ୍ରେମୀ
ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜୁ ଯୁବ ଜନତା ଦଳ ତରଫରୁ ଝାରସୁଗୁଡା ବ୍ଲକ ର ଶ୍ରୀପୁରା ଗ୍ରାମ ରେ ବାପୁଜୀ ସରକାରୀ ବିଦ୍ୟାଳୟ ରାଜ୍ୟ ବିଜୁ ଜନତା ଦଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଜୁ ଶ୍ରାଦ୍ଧ ଦିବସ ଉପଲକ୍ଷେ ଜୀବନ ବିନ୍ଦୁ ଜରିଆ ରେ…
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କର 24ତମ ଶ୍ରାଦ୍ଧ ଦିବସ ପାଳିତ
ବରଗଡ :- ଆଜି ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ଙ୍କର 24ତମ ଶ୍ରାଦ୍ଧ ଦିବସ କୋବିଡ଼ କଟକଣା ଭିତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିଲା । ଜିଲ୍ଲାର ପାଇକମାଲ ସ୍ଥିତ ବିଜୁ ଜନତା ଦଳ ଅଫିସ ରେ ବ୍ଲକ ସଭାପତି ଶ୍ରୀ ରାଉତ ଙ୍କର…
ମେ ୧୩ ରେ ପିପିଲି ଉପନିର୍ବାଚନ, ୧୬ରେ ଗଣତି।
କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ଦେହାନ୍ତ ପରେ ସ୍ଥଗିତ ରହିଥିବା ପିପିଲି ଉପ ନିର୍ବାଚନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ | ସେହିପରି ୧୬ରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି | ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର ସୁଶୀଲ କୁମାର…
“ବିଜୁବାବୁଙ୍କ ପ୍ରେରଣା ସବୁବେଳେ ଆମକୁ ଉଦବୁଦ୍ଧ କରୁଥିବ”
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତବର୍ଷ ମୁକ୍ତି ଆନ୍ଦୋଳନ ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୪ତମ ପବିତ୍ର ଶ୍ରାଦ୍ଧ ଦିବସ ଆଜି ରାଜ୍ୟବ୍ୟାପୀ କୋଭିଡ୍ କଟକଣାରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ…
ନାକ ଅଛି…ହେଲେ ନୋଥ ନାହିଁ : ହ୍ୟାଣ୍ଡ ପମ୍ପ ଯଦି ଲାଗି ପାରୁନି, ନଳକୂପ ତେବେ କଣ ପାଇଁ !!
ବରଗଡ଼ : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ୱ ଦେଇ ତତସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ଏଥିନିମନ୍ତେ ଏକ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ଯାହାକି ଅନେକ ସମୟରେ…