ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର ଏସ ପି

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) -ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର ଏସ ପି। ବର୍ତ୍ତମାନ ପରିସ୍ଥିତି ରେ ହାଇଦର ତେଲେଙ୍ଗାନା ରୁ ଧରା ପଡିବା ପରେ ଫେରାର ଘଟଣାର ତର୍ଜମା କରାଯାଉଛି। କଟକ କମିଶନରେଟ ପୋଲିସ ବର୍ତ୍ତମାନ ହାଇଦର କେଶ ତଦନ୍ତ ଦାୟିତ୍ବ ରେ ରହିଛି। ଯଦି କମିଶନରେଟ…

ଜିଲ୍ଲାରେ ପ୍ରବେଶ କରିବାକୁ ହେଲେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ପ୍ରମାଣ ପତ୍ର କିମ୍ବା କରୋନା ପରୀକ୍ଷାର ନେଗେଟିଭ୍…

 ସମସ୍ତ ଅନ୍ତଃରାଜ୍ୟ ବସ୍ ସେବା ଆସନ୍ତା ୧୯-୪-୨୦୨୧ ତାରିଖରୁ ବନ୍ଦ ରହିବ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୟାବହ ମହାମାରୀ କରୋନାର ଦ୍ବିତୀୟ ଲହରୀ ରାଜ୍ୟର ସମସ୍ତ ଜିଲ୍ଲାରେ ଆରମ୍ଭ ହେବା ସହ ଗଜପତି ଜିଲ୍ଲାରେ ମଧ୍ୟ ତାହା କାୟା ବିସ୍ତାର କାର୍ଯ୍ୟ ଆରମ୍ଭ କରିଛି।  ଏହାକୁ…

ଅରୁଣ ବନ୍ଦ କଲେ ଅଭିଯୋଗ ପ୍ରକୋଷ୍ଠ 

ଭୁବନେଶ୍ୱର (ଶାସକ ପ୍ରଶାସକ)- ସବୁଆଡେ ଏବେ କରୋନା ଆତଙ୍କ | ପ୍ରତିଷେଧକ ବ୍ୟବସ୍ଥା ଭାବେ ପୁଣି ଲେଉଟିଛି ସଟ ଡାଉନ ଆଉ ନାଇଟ କରଫ୍ୟୁ | ଅନାବଶ୍ୟକ ବାହାରକୁ ଆସିବା ଉପରେ ଲାଗିଛି କଟକଣା | ପ୍ରଶାସନ ଓ ସରକାରଙ୍କ ପକ୍ଷରୁ କରାଯାଉଛି ଅନୁରୋଧ କୋଭିଡି ପ୍ରଟୋକଲ ମାନିବା ପାଇଁ ଆଉ ଅନାବଶ୍ୟକ…

କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଆଠମଲ୍ଲିକ /(ସନ୍ତୋଷ ମେହେର): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକ ଠାରେ ଆଞ୍ଚଳିକ ସେବା ସଂସଦ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସେବା ସଂସଦ ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ଲୋକମନକୁ ସାନିଟାଇଜର ଦେବା ସହିତ ମାସ୍କ ବଣ୍ଟନ…

ଟିଟିଲାଗଡ ସହରରେ ସପ୍ତାହନ୍ତ ସଟଡାଉନ

ଟିଟିଲାଗଡ ( ଗୌରବ ଦର୍ଜୀ ): ମହାମାରୀ କରୋନା ର ଭୟାବହତା କୁ ନେଇ ଛତିଶଗଡ ରାଜ୍ୟ ସୀମାନ୍ତ ଅଞ୍ଚଳ କୁ ଲାଗି ରହିଥିବା ଅଞ୍ଚଳ ଗୁଡ଼ିକ ରେ  ରାତ୍ରୀକାଳୀନ କର୍ଫ୍ୟୁ ସଂଧ୍ୟା  ୬ ଟାରୁ  ସକାଳ ୫ ଟା ପର୍ଯ୍ୟନ୍ତ ଜାରି କରାଯାଇଥିବା ବେଳେ ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନ ଧରି ସପ୍ତାହନ୍ତ…

ମାଓଅଞ୍ଚଳ ରେ ପ୍ରଜାମେଳି:ବାୟାପଡାକୁ ନୂତନ ପଞ୍ଚାୟତ ଦାବିରେ ଗର୍ଜିଲେ ଶହ ଶହ ଆଦିବାସୀ

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ର ନାକାମାମୁଢି ପଞ୍ଚାୟତ ଅନ୍ତର୍ଗତ ବାୟାପଡ଼ା ଗ୍ରାମରେ ପ୍ରଜାମେଳି ହୋଇଥିଲା।  ନାକାମାମୁଢି ପଞ୍ଚାୟତ ର ମୁଦୁଲିଗୁଡା ଏବଂ ବାୟାପଡା କୁ ନୂତନ ପଞ୍ଚାୟତ ନିମନ୍ତେ ପ୍ରଜାମେଳି ରେ ଦାବି କରିଛନ୍ତି ଗ୍ରାମବାସୀ। ଆଜି ବାୟାପଡା ଠାରେ ଏକ ବିରାଟ…

କୋଭିଡ ନିୟମ ପାଳନ ନିମନ୍ତେ ବିଭନ୍ନ ଶିଳ୍ପ ସଂସ୍ଥା  ସହିତ ବୈଠକ କଲେ ଜିଲ୍ଲାପାଳ l

ରାୟଗଡ/ସରୋଜ କୁମାର ସାହୁ:- କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା  ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଶିଳ୍ପ ସଂସ୍ଥାରେ   କୋଭିଡ୍ ସୁରକ୍ଷା ନିୟମକୁ କଡାକଡି  ଭାବେ ପାଳନ…

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ 

ପୋଲସରା  ( ଡ଼ଃ.କୁମୁଦ ଚନ୍ଦ୍ର ବେହେରା)  ଓଡ଼ିଶାର ବୀରପୁତ୍ର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ଦିବସରେ ପୋଲସରା ବସଷ୍ଟାଣ୍ଡ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ…

ମୋ ଗେହ୍ଲା ଝିଅ ଓ ବାଲ୍ୟ ବିବାହ ପ୍ରତିରୋଧ ଶପଥ ପାଠ ଉତ୍ସବ

ବୁଗୁଡ଼ା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ା ଏନ୍ଏସି ର ପାଞ୍ଚ ନମ୍ୱର ୱାର୍ଡ ରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଓ ବାଲ୍ୟ ବିବାହ ପ୍ରତିରୋଧ ଶପଥ ପାଠ କାର୍ଯ୍ୟକ୍ରମ ପାଞ୍ଚ ନମ୍ବର ୱାର୍ଡର ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର  ଅଙ୍ଗନୱାଡି କର୍ମୀ ପ୍ରମୋଦା…

ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏପ୍ରିଲ ୧୭ ତାରିଖ ମହାନ ଜନନାୟକ, ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ବାରା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ…