Sign in
Sign in
Recover your password.
A password will be e-mailed to you.
ଆହା ରେ ଆମ ବିକାଶ , ଝର ପାଣିରେ ମେଣ୍ଟୁଛି ଶୋଷ..
ପୁରୁଣା ନିଲିଗୁଡା ଗ୍ରାମବାସୀଙ୍କ ପାଇଁ ଝର ପାଣି ଭରସା
ମାଲକାନଗିରି/(ବି ଶ୍ରୀନିବାସ ପାତ୍ର) : ମନୁଷ୍ୟ ବଞ୍ଚିବା ପାଇଁ ଜଳର ନିତ୍ୟାନ୍ତ ଆବଶ୍ୟକତା ରହିଥାଏ l ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ପାନୀୟ ଜଳ ପାଇଁ ସଂଘର୍ଷ ଆଜି ପଯ୍ୟନ୍ତ ଜାରି ରହିଛି l ମାଲକାନଗିରି ଏକ ପଛୁଆ…
କୋଭିଡ ହିରୋ ଅଭିନେତା ସୋନୁ ସୁଦଙ୍କୁ କରୋନା
ମୁମ୍ବାଇ : କୋଭିଡ ହିରୋ ଅଭିନେତା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ନିଜେ ସୋନୁ ଏ ବିଷୟ ନିଜ ଟୁଇଟର ହାଣ୍ଡଲରେ ସୂଚନା ଦେଇଛନ୍ତି | ସେ ଏବେ ସଙ୍ଗରୋଧରେ ଅଛନ୍ତି | ଚିନ୍ତା କରିବାର କୌଣସି କାରଣ ନାହିଁ | ଏବେ ମୋ ପାଖରେ ବହୁତ ସମୟ ରହିବ ଆପଣମାନଙ୍କ ସମସ୍ୟା ଦୂର କରିବା ପାଇଁ…
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର : ଆମକୁ ଅଧିକ ଟୀକା ଯୋଗାନ୍ତୁ
ଗୁରୁତର ପ୍ରଭାବିତ ଅନ୍ୟରାଜ୍ୟକୁ ପ୍ରାଥମିକତା ଭିତ୍ତିରେ ଟୀକା ଯୋଗାଇ ଦିଆଯାଉ
ବାହାରେ ଯେପରି ଟୀକା ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ…
ଧଣ୍ଡାମାଲ, ରାମଚନ୍ଦ୍ରପୁର ପଞ୍ଚାୟତରେ ପଇବା ପାଣି ପ୍ରକଳ୍ପ ଭିତ୍ତିପ୍ରସ୍ତର ଦେଲେ ନରସିଂହ
ପ୍ରତ୍ୟେକ ଅଂଚଳରେ ପାଇପ ପାଣି ,ବିଜୁଳି ଓ ରାସ୍ତା ସୁନିଶ୍ଚିତ କରାଯିବ
ବଲାଙ୍ଗିର(ନିରୋଜ ମିଶ୍ର) - ସ୍ୱଚ୍ଛ ପିଇବା ପାଣି ପାଇବା ଲୋକଙ୍କ ମୌଳିକ ଅଧିକାର ଏଣୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ମ୍ୟୁନିସିପାଲିଟି ତଥା ବ୍ଲକ ଅଂଚଳରେ ଥିବା ପ୍ରତ୍ୟେକ ଘରକୁ ପାଇପ ଯୋଗେ…
ବିଜୁ ଜନତାଦଳ ପକ୍ଷରୁ ୧୨୧ ୟୁନିଟ ରକ୍ତ ସଂଗ୍ରହ ।
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : ବିଜୁ ଯୁବ ଜନତା ଦଳ ସମ୍ବଲପୁର ମହାନଗର ପକ୍ଷରୁ ସଭାପତି ନିଶାନ୍ତ ବହିଦାରଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରରେ ୧୨୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସମ୍ବଲପୁର ପର୍ଯ୍ୟବେକ୍ଷକ ନଳିନି ପ୍ରଧାନ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ,…
ମୋସ୍କୁଲ ଆଭିଯାନରେ ପୁରାତନ ଛାତ୍ରଛାତ୍ରୀଙ୍କୁ କରାଗଲା ସମ୍ମାନିତ ।
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) - ସମ୍ବଲପୁର ମୁଦିପଡା ପ୍ରାଥମିକ ବିଦ୍ୟାଳୟ ଠାରେ ମୋସ୍କୁଲ ଅଭିଯାନ ରେ ସାମିଲ ଥିବା ସ୍କୁଲର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସରକାରଙ୍କ ମୋସ୍କୁଲ ଅଭିଯାନ ରେ ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲର ଉନ୍ନତି…
କୋଭିଡ ନିୟମ ପାଳନ ନିମନ୍ତେ ବିଭନ୍ନ ସଂଗଠନ ସହିତ ବୈଠକ କଲେ ଜିଲ୍ଲାପାଳ l
ରାୟଗଡ/ସରୋଜ କୁମାର ସାହୁ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ…
ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନଙ୍କ ବୈଠକ
ଆବଣ୍ଟିତ ଅର୍ଥକୁ ଖର୍ଚ୍ଚ କରି ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପର ହେବା ଆବଶ୍ୟକ: ମନ୍ତ୍ରୀ ଡ. ସାହୁ
୫-"ଟି'କୁ କଡ଼ାକଡ଼ି ପାଳନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, (ଶାସକ ପ୍ରଶାସକ) :ଚଳିତ ଆର୍ଥିକ ବର୍ଷଠାରୁ ଯୋଜନାରେ ଆବଣ୍ଟିତ ଅର୍ଥକୁ ଧାର୍ଯ୍ୟ ସମୟ…
କଟକ ସହରରେ ସ୍ଵରେଜ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାନୁଷ୍ଠାନ
ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର ନିଲମ୍ବିତ : ଏତଲା ରୁଜୁ।
ମୃତକଙ୍କ ପରିବାର ପାଇଁ ଦଶ ଲଷ ଟଙ୍କା ଲେଖାଏ ସହାୟତା ଘୋଷଣା ।
ଭୁବନେଶ୍ୱର(ଶାସକ ପ୍ରଶାସକ): କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ…
ଝାରସୁଗୁଡ଼ା ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗରରେ ଆସନ୍ତା ୧୭ ଏପ୍ରିଲରୁ ଲାଗୁ ହେବାକୁ ଥିବା ରାତ୍ରିକାଳୀନ କର୍ଫ୍ୟୁ ବିଷୟରେ ସମସ୍ତ ଜନସାଧାରଣଙ୍କୁ ସୂଚିତ କରି ଦିଆଯାଇଛି। କୋରୋନା…