ଅଗଷ୍ଟ ୧୧ରେ ଜବାହର ନବୋଦୟ  ବିଦ୍ୟାଳୟ ଚୟନ ପରୀକ୍ଷା 

0

ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଥିବା ଜବାହର ନବୋଦୟ  ବିଦ୍ୟାଳୟରେ ୨୦୨୧-୨୨ ନାମଲେଖା ପାଇଁ ଜବାହର ନବୋଦୟ  ବିଦ୍ୟାଳୟ  ଚୟନ ପରୀକ୍ଷା -୨୦୨୧  ଅଗଷ୍ଟ, ୧୧ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ସୁରକ୍ଷା ସାବଧାନତା / COVID ପ୍ରୋଟୋକଲ୍ ପାଳନ କରି ଏ ପରୀକ୍ଷା ଅନୁଷ୍ଠିତ ହେବ ବୋଲି  ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି  | ଦେଶର  ୧୧,୧୮୨ କେନ୍ଦ୍ରରେ ୪୭,୩୨୦ ପ୍ରାର୍ଥୀଙ୍କୁ  ଚୟନ କରିବା ପାଇଁ ପାଇଁ ପରୀକ୍ଷା ହେବ |

Leave A Reply

Your email address will not be published.