ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ କୁଢ଼ କୁଢ଼ ମହାଦୁର୍ନୀତି:  ବିଜେପି

ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଭଦ୍ରକ(ସତ୍ୟଭୂଷଣ ସ୍ବାମୀ): ସାରା ରାଜ୍ୟରେ ବିଜେଡି ସରକାର ଅମଳରେ ବିଭିନ୍ନ ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଏଥିରେ ଶାସକ ଦଳର ନେତା,ମନ୍ତ୍ରୀ,ବିଧାୟକଙ୍କ ଇସାରାରେ ଅଫିସର ମାନେ ମଧ୍ୟ ଦୁର୍ନୀତିରେ…

ଟାଇମ୍‌ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ରିଡିଉସିଂ ଇନ୍ଇକ୍ୱାଲିଟିଜ୍‍ ମାନଦଣ୍ଡରେ ବିଶ୍ୱର ୮୬ ରାଙ୍କରେ କିଟ୍‍ ରାୟଗଡ/ସରୋଜ କୁମାର ସାହୁ-ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବୁଧବାର ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ…

କୁମ୍ଭମେଳା ଓ ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ାନଜର  

 ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ରାୟଗଡ ଜିଲ୍ଲାପାଳ  l ରାୟଗଡ:-/ସରୋଜ କୁମାର ସାହୁ - ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ରେଳଷ୍ଟେସନ   ଓ  କେରଡା ସୀମାନ୍ତ ଚେକ ପଏଣ୍ଟ  ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଆୟୋଜନକୁ ଅନୁଧ୍ୟାନ କରିଥିଲେ l ରାୟଗଡ ରେଳ ଷ୍ଟେସନରେ…

ପୁଣି ତିନିଦିନ ଘୁଂଚିଲା ପିପିଲି ଭୋଟ

ଭୁବନେଶ୍ୱର : ମେ ୧୩ ରେ  ପିପିଲି ଉପନିର୍ବାଚନ ପାଇଁ ଭୋଟ ହେବାର ଥିଲା | ମେ ୧୮ ତାରିଖ ସୁଦ୍ଧା ଭୋଟ ପ୍ରକ୍ରିୟା ସାରିବାର ଥିଲା | ହେଲେ ତାହା ଘୁଂଚିଲା  ୧୬ ତାରିଖକୁ  | ୧୩ ତାରିଖରେ ଇଦ ଉଲ ଫିତର ପଡ଼ିବାର ଥିବାରୁ ଭୋଟ ଦାନ ଆଉ ତିନିଦିନ ଘୁଂଚାଇଦିଆଗଲା ବୋଲି ନିର୍ବାଚନ କମିଶନ ପକ୍ଷରୀ…

କରୋନା ଜନିତ ଦୁର୍ଦ୍ଦଶା ପାଇଁ ବିଜେପି ଓ ମୋଦି-ଶାହା ଦାୟୀ – କଂଗ୍ରେସ

ବିଜେପି ଉଦ୍ଦେଶ୍ୟରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ୧୦ଟି ପ୍ରଶ୍ନ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଦେଶରେ କରୋନାଜନିତ ସ୍ଥିତି ଭୟଙ୍କର । ସଂକ୍ରମଣ ଦିନକୁ ୩ ଲକ୍ଷ ଟପିଲା ଓ ମୃତ୍ୟୁ ସଂଖ୍ୟା ୨୫୦୦ ହୋଇଛି । ରାଜ୍ୟର ସ୍ଥିତି ମଧ୍ୟ ଭୟଙ୍କର । ପୂର୍ବଥର ଅପେକ୍ଷା ସଂକ୍ରମଣ ଖୁବ୍…

ନରସିଂହଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର କୋଭିଡ୍‌ ସଂକ୍ରମିତ ହୋଇଥିବା ଖବର ଶୁଣି ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଶ୍ରୀ ପଟ୍ଟନାୟକ କଂଗ୍ରେସ ନେତା ଶ୍ରୀ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |…

କୋଭିଡ୍ -19 ବିରୁଦ୍ଧରେ ଲଢେଇ : ରୋ-ରୋ ସେବା ଦ୍ୱାରା ରେଳବାଇ ପକ୍ଷରୁ ଅକ୍ସିଜେନ ପରିବହନ |

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ -19 ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଇସ୍ପାତ କାରଖାନାରୁ ଅମ୍ଳଜାନ ଯୋଗାଇବା ପାଇଁ ଅମ୍ଳଜାନ (ଅକ୍ସିଜେନ) ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତୁତ ହୋଇଛି। ପ୍ରଥମ ରୋଲ୍ ଅନ୍-ରୋଲ୍ ଅଫ୍ (ରୋ-ରୋ) ଅମ୍ଳଜାନ (ଅକ୍ସିଜେନ)…

ସର୍ବସାଧାରଣଙ୍କ ପାଇଁ ପୁଣିଥରେ ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ

ବରଗଡ଼ :- ଦିନକୁ ଦିନ ବଢ଼ିବାରେ ଲାଗିଛି ମହାମାରୀ କୋରୋନା ର ପ୍ରକୋପ । ପ୍ରତ୍ୟେକ ଦିନ ଜିଲ୍ଲା ରୁ ବାହାରୁଛନ୍ତି ଶହ ଶହ ସଂକ୍ରମିତ । ଜିଲ୍ଲାରେ ବ୍ୟାପୁଥିବା ସଂକ୍ରମଣ ଚିନ୍ତା ବଢ଼ାଉଛି ଜିଲ୍ଲା ପ୍ରଶାସନର । ସରକାର ଙ୍କର କୋବିଡ଼ କଟକଣା ସତ୍ତ୍ୱେ ଆୟତ୍ତ କରାଯାଇ ପାରୁନାହିଁ ତୀବ୍ର ଗତିରେ…

ଛ ହଜାର ଟପିଲା କରୋନା, ଶତାଧିକ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୧୭ ଜିଲ୍ଲା  

ରାଜ୍ୟରେ ଏଯାବତ ମୋଟ  ପଜିଟିଭ  ୩୮୮୪୭୯, ସୁସ୍ଥ ହୋଇସାରିଲେଣି ୩୫୧୩୮୬ ଭୁବନେଶ୍ୱର :  ଛ ହଜାର  କରୋନା | ଆଜି ପୁଣି ନୂଆ ୬୧୬୪  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ  ହେଉଛନ୍ତି ୨୫୮୯  ଜଣ | ଖୋରଧା  ଜିଲ୍ଲାରେ ସର୍ବାଧିକ ୧୧୩୨   ଜଣ ଚିହ୍ନଟ…

ଶିକ୍ଷୟିତ୍ରୀଙ୍କ ଭଡ଼ାଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ

ମୁର୍ଶିଦାବାଦ ଶ୍ରମିକଙ୍କ ସଂପୃକ୍ତି ସନ୍ଦେହ ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ସଦର ଥାନା ଅନ୍ତର୍ଗତ ସିରିଷବଣୀସ୍ଥିତ ଶିକ୍ଷୟିତ୍ରୀ ଛବିଲତା ବାରିକଙ୍କ ଭଡ଼ା ଘରୁ ସନ୍ଧ୍ୟା ୬ରୁ ସାଢ଼େ ୬ ମଧ୍ୟରେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ୪୦ହଜାର ଟଙ୍କା ଏବଂ ଶିବ ମନ୍ଦିର ପାଇଁ…