ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର  ନୂତନ ଅଧ୍ୟକ୍ଷଙ୍କୁ ଛାତ୍ର ବିଜେଡି ପକ୍ଷରୁ ସ୍ବାଗତ 

0 1

ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ :- ଆଜି ସୁନ୍ଦରଗଡ ଜିଲ୍ଲା ବିଜୁଛାତ୍ର ଜନତା ଦଳର ସଭାପତି ସୟଦ ସେହବାଜ ହୁସେନ ଏବଂ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ରେ ନୂତନ ଭାବେ ଯୋଗ ଦେଇଥିବା ମହା ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଲଳିତ ରଞ୍ଜନ ସାହୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି | ଏହାସହ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଆଲୋଚନା କରିଛନ୍ତି  । ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ହେମନ୍ତ ପାଢ଼ୀ, ଋତୁରାଜ ପୁରୋହିତ ଦିନେଶ ଠାକୁର,ରେହାନ୍ ଖାନ୍, ସ୍ବାଗତ ଯୋଶୀ, ସୁଶାନ୍ତକୁମାର ଦେବ୍ ପ୍ରମୁଖ ଯୋଗଦେଇ ସ୍ଵାଗତ ଜଣାଇଥିଲେ ।

Leave A Reply

Your email address will not be published.