ରେଢାଖୋଲରେ କୋଭିଡ ଡାକ୍ତରଖାନା ଖୋଲା ଯାଉ, ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ କୋଭିଡ ଡାକ୍ତରଖାନା ଖୋଲାଯାଉ ବୋଲି ରେଢାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମଗ୍ର ଦେଶରେ କରୋନା ମହାମାରୀ ରୂପ ଧାରଣ…

ଶୁଣ୍ଢିମୁଣ୍ଢା ଛକରେ ୨ ବାଇକ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ ଓ ମାଆ ଗୁରୁତର।

-- ଦୁର୍ଘଟଣା ସ୍ଥଳରେ ଗୁରୁତର ମାଆ ଆଗରେ ପୁଅର ଜୀବନ ଚାଲିଗଲା। -- ଅଞ୍ଚଳରେ  ଶୋକର ଛାୟା। ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢାଖୋଲ୨୩.୦୪  ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ତଥା ରେଢାଖୋଲ- ବୌଦ୍ଧ ରାସ୍ତାର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ ସହର ଉପକଣ୍ଠ…

ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି

ଭୁବନେଶ୍ୱର: ଅଡିଟ ଆକାଉଣ୍ଟ ଓ ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ସାମାନ୍ୟତମ ଜ୍ଞାନ ନାହିଁ । ସେ ଆଜି ଗଣମାଧ୍ୟମରେ ରଖିଥିବା ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ । …

ଏବେ ସୁଦ୍ଧା ଇସ୍ପାତ୍ କାରଖାନାରୁ ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଛି –…

ନୂଆଦିଲ୍ଲୀ/ଭୁବନେଶ୍ୱର– ସାରା ଭାରତବର୍ଷର ଇସ୍ପାତ୍ କାରଖାନା ଗୁଡ଼ିକ ପକ୍ଷରୁ ବର୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଥିବା ବେଳେ ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ…

ଯୁବକଙ୍କ କୈାଶଳ ବିକାଶ ନାଁରେ ୫୬୮.୪୩ କୋଟି ଟଙ୍କା ଠକିଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ 

ସିଏଜି ରିପୋର୍ଟରେ DDUGKY ଯୋଜନାରେ ରାଜ୍ୟ ସରକାରଙ୍କ ମହାଘୋଟାଲା ପ୍ରସଙ୍ଗ ଭୁବନେଶ୍ୱର,  : ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦାୟୀତ୍ୱ ନେବା ପରେ ଦେଶର ଯୁବକଯୁବତୀଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ…

 “ମୋ’ ସ୍କୁଲ ଅଭିଯାନ” ପାଇଁ  ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

ଭଦ୍ରକ /ସତ୍ୟଭୂଷଣ ସ୍ୱାମୀ :୨୦୧୭ ମସିହା ଶିଶୁଦିବସ ଅବସରରେ  ମୁଖ୍ୟମନ୍ତ୍ରୀ,ଓଡିଶାଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରରେ ଆରମ୍ଭ ହୋଇଥିବା ମୋ’ ସ୍କୁଲ୍ ଅଭିଯାନ,ଆଜି ଏକ ଆନ୍ଦୋଳନର ରୂପ ନେଇଛି । ଏହି ଅଭିଯାନରେ ଅଗଣିତ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଡିହେବା ସହ ସେବା,ବସ୍ତୁ କିମ୍ବା ଆର୍ଥିକ ଅନୁଦାନ…

କାରରୁ ୪୭ କେଜି ଗଞ୍ଜେଇ ଜବତ :  ଡ଼୍ରାଇଭର ଫେରାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ଲୁହାଗୁଡି ଛକରେ ଏକ କାରରୁ ୪୭ କେଜି ଗଞ୍ଜେଇ ଜବତ କରିଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଡ୍ରାଇଭର କାରଟି ରଖିଦେଇ କେଉଁଆଡେ ଫେରାର ହୋଇଯାଇଛି। ବୁଧବାର ଠାରୁ ଏକ ଅଜଣା କାରଟି ଢ଼ାବା ଛକରେ ରଖାଯାଇଥିବା ଦେଖି…

ପ୍ରଧାନମନ୍ତ୍ରୀଙ୍କ ‘ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ’କୁ ଅନୁଶୀଳନ କରିବାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଫଳ : ଟଙ୍କଧର

ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ସଙ୍ଗୀନ ନେଇ ଅଭିଯୋଗ  ଆଣିଲେ ଟଙ୍କଧର  ଭୁବନେଶ୍ୱର : ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ହୁ ହୁ ହୋଇ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ନବ ଦାସଙ୍କୁ କିନ୍ତୁ ବର୍ତମାନ ସମୟରେ…

ଧର୍ମେନ୍ଦ୍ରଙ୍କ ନିର୍ଦ୍ଦେଶ ପରେ ସେଲ ରାଉରକେଲା ଦିଲ୍ଲୀକୁ ପଠାଇଲା ଅମ୍ଳଜାନ 

ରାଉରକେଲା (ଶାସକ ପ୍ରଶାସକ) : ବର୍ତ୍ତମାନ ଅମ୍ଳଜାନକୁ ନେଇ ବିଭିନ୍ନ ରାଜ୍ୟରେ ସଙ୍କଟ | ଦେଶର ରାଜଧାନୀ ଦିଲ୍ଲୀରେ ଅମ୍ଳଜାନର ଗୁରୁତର ସଙ୍କଟ ପରିପ୍ରେକ୍ଷୀରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ଇସ୍ପାତ, ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ…

“ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରନ୍ତୁ”

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)  - ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ…