କଲ୍ୟାଣସିଂପୁର/ପ୍ରଦିପ ଦଳାଇ-ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକର ସଦର ମହକୁମାରେ ଥିବା ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଦେବଗିରି ପଞ୍ଚ ମୁଖେଶ୍ଵର ଶୈବପୀଠ | ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଏହି ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମି ଥାଏ | କିନ୍ତୁ ସରକାରଙ୍କ ନିର୍ଦେଶ କ୍ରମେ କୋଭିଡ କଟକଣା ଯୋଗୁ ଏହି ପୀଠ ଭକ୍ତ ଶୂନ୍ୟ |
Sign in
Sign in
Recover your password.
A password will be e-mailed to you.