କରୋନା ଆକ୍ରାନ୍ତ ପରିବାରକୁ ଶୁଖିଲା ଖାଦ୍ୟ ସହାୟତା କଲେ ବିଜୁ ଯୁବ ଜନତା ଦଳ ବ୍ଳକ ସଭାପତି ।

ପାଇକମାଲ(ଶାସକପ୍ରଶାସକ)- ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ସମଗ୍ର ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । ଏହା ଦ୍ବାରା ବହୁ ଲୋକ ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତ ମଧ୍ୟରେ ବହୁ ଗରିବ ଅସହାୟ ଲୋକମାନେ ମଧ୍ୟ ରହିଛନ୍ତି,ଯେଉଁମାନେ କରୋନା ଆକ୍ରାନ୍ତ ହେବା ପରେ ସେମାନେ ଘରୋଇ ସଙ୍ଗରୋଧରେ…

 ସାତ ଦିନ ପାଇଁ ସଟଡାଉନ ହବ ପାଇକମାଲ 

ବରଗଡ :- ବରଗଡ଼ ଜିଲ୍ଲାରେ କାୟା ବିସ୍ତାର କରିବାରେ  ଲାଗିଛି ମହାମାରୀ କୋରୋନାର । ଅକାରଣରେ ମହାମାରୀ ର ଶିକାର ହୋଇ ଜୀବନ ହରାଉଛନ୍ତି ବହୁ ଲୋକ । ଲୋକଙ୍କର ଧନ ଜୀବନର ସୁରକ୍ଷା ପାଇଁ ତଥା ମହାମାରୀ କୁ ରୋକିବା ପାଇଁ ଆଜି ପାଇକମାଲ ତହସିଲଦାର ଙ୍କର ଅଫିସରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ…

ମନ୍ତ୍ରୀଙ୍କ ନାଁରେ ବଦମାସୀ, ପୁଣି ସମ୍ବେଦନଶୀଳ ପ୍ରସଙ୍ଗରେ !!!

ଭୁବନେଶ୍ୱର (ଶାସକ ପ୍ରଶାସକ) : " କେହି ଜଣେ ବଦମାସ୍‌ ମୋ ନାମ ରେ ଫେକ୍‌ ଆକାଉଣ୍ଟ୍‌ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର  କରୁଥିବା ନଜରରେ ଆସିଛି | ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ" | ଏହି କଥା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ | ମନ୍ତ୍ରୀ କହିବା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ

ତାଳଚେର ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମସିଏଲ ସିଏସଆର୍ ପାଣ୍ଠିରୁ ୯.୩୨ କୋଟି ମଞ୍ଜୁର - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମହାନଦୀ କୋଲଫିଲ୍ଡ…

କାଲି ଅପେକ୍ଷା ଆଜି କମିଛି, ତଥାପି ଛ ହଜାର ଉପରେ ସଂକ୍ରମିତ 

 ତିନି ଅଙ୍କ ବିଶିଷ୍ଟ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୧୮ ଜିଲ୍ଲା ରାଜ୍ୟରେ ଏଯାବତ ମୋଟ  ପଜିଟିଭ ୪୦୭୪୫୭ , ସୁସ୍ଥ ହୋଇସାରିଲେଣି ୩୫୯୪୬୭   ଭୁବନେଶ୍ୱର :  ଛ ହଜାର ଉପରେ ଆଜି ବି କରୋନା ରହିଥିବାବେଳେ ଗତକାଲି ତୁଳନାରେ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  | କାଲି ୬୬୪୭  କରୋନା ପଜିଟିଭ…

ଆଖି ବୁଜିଲେ କରୋନା ଯୋଦ୍ଧା ବିରାମ 

ବାରିପଦା(ଦିଲ୍ଲୀପ ମହାନ୍ତି): କରୋନାରେ ପ୍ରାଣ ହରାଇଛନ୍ତି ପୁଲିସ କର୍ମଚାରୀ ବିରାମ ସୋରେନ(୫୫)। କଟକ ବଡ଼ ମେଡିକାଲରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବିରାମ। ବାରିପଦା ରିଜର୍ଭ ପୁଲିସରେ ମୃତକ କାର୍ଯ୍ୟରତ ଥିଲେ। କିଛି ଦିନ ତଳେ ଜିଲ୍ଲାର ଯାମଦା ଥାନାରେ ଡିଉଟି…

ପଶ୍ଚିମବଙ୍ଗର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ‘ପୂର୍ବୋଦୟ’ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ

ପୂର୍ବ ଭାରତର ସୁନ୍ଦର ଭବିଷ୍ୟତ ପାଇଁ ‘ପୂର୍ବୋଦୟ’ର କଳ୍ପନା - ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ/ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କଳ୍ପନା କରାଯାଇଥିବା ‘ପୂର୍ବୋଦୟ’ ଏକ ନାରା ନୁହେଁ, ଏକ ରାଜନୈତିକ ବିଷୟ ନୁହେଁ ବରଂ ପୂର୍ବ ଭାରତର ସୁନ୍ଦର ଭବିଷ୍ୟତ ପାଇଁ ଏକ…

 କଳାହାଣ୍ଡି-କନ୍ଧମାଳ ସୀମାରେ ମାଓବାଦୀ-ପୋଲିସ ମୁହାଁ ମୁହିଁ, ଜଣେ ମହିଳା କ୍ୟାଡର ମାଓବାଦୀ ନିହତ ।

କଳାହାଣ୍ଡି: ତୁଳମଣି ନାଗ: ଭବାନୀପାଟଣା ଦୁଇ ଦିନ ତଳେ ମାଓବାଦୀ ଗତିବିଧି ନେଇ ପୋଲିସ ଡିଜି କଳାହାଣ୍ଡି ଗସ୍ତ କରି ଏକ ସମୀକ୍ଷା ବୈଠକ ସାରିଥିବା ବେଳେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଟେଲେମା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି…

ସଟଡାଉନରେ ଔଷଧ ଦୋକାନରେ ବିକ୍ରୀ ହେଉଥିଲା ଗୁଟଖା ଓ ସିଗରେଟ, ଦୋକାନକୁ ସିଲ୍ କଲା ପ୍ରଶାସନ ।

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : କରୋନା ମହାମାରିକୁ ନେଇ ଆଜି ଭଦ୍ରକରେ ପ୍ରଥମ ଦିନ ସଟ ଡାଉନ କରାଯାଇଥିଲା, ଏହି ଅବସରରେ ଭଦ୍ରକ ପୁଲିସ ସହରରେ ପୁରା ଚେକିଂ ବ୍ୟବସ୍ଥା କଡାକଡି କରିଥିଲା। ଏହି ସଟ ଡାଉନ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଦିନଦୟାଲ ଔଷଧ ଦୋକାନରେ ନିଶା…

ନିଜ ଘରେ ନିଜେ ସୁରକ୍ଷିତ ନୁହଁନ୍ତି ; ମା ‘ ଝିଅ , ନ୍ୟାୟ ପାଇଁ ବାର ଦ୍ଵାର ସୁଣ୍ଡିପିଣ୍ଡା ହେବାକୁ ପଡୁଛି।

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ ; ଆଜିବି ବହୁ ପରିବାର ନିଜ ଘରୋଇ ହିଂସାରେ ପେଶୀ ହେଉଛନ୍ତି ,ଯାହା ବାହାରକୁ ଜଣା ପଡେନାହିଁ କିନ୍ତୁ ଅନେକ ସମସ୍ୟା ପରିବାର ମଧ୍ୟରେ ସୃଷ୍ଟି ହୋଇଥାଏ। ଏପରି ଏକ ଘଟଣା ଭଦ୍ରକ ସହରରେ ଘଟିଛି। ନିଜ ଘରେ ମା ' ଝିଅ ସୁରକ୍ଷିତ ନଥିବା ଅଭିଯୋଗ ଥାନା ଠାରୁ ଆରମ୍ଭ କରି…