Sign in
Sign in
Recover your password.
A password will be e-mailed to you.
ମେ ୫ରୁ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକର ଗ୍ରୀଷ୍ମାବକାଶ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଆସୁଥିବା ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ 05/05/2021 ରୁ 31/05/2021 ପର୍ଯ୍ୟନ୍ତ “ଗ୍ରୀଷ୍ମ ଛୁଟି” ପାଇଁ ବଂଦ ରହିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ ଏକ ଟୁଇଟ୍ରେ ସୂଚନା…
ମହାନଦୀ ପଠାରୁ ଆହତ ହରିଣ ଉଦ୍ଧାର, ଚିକିତ୍ସା ପାଇଁ ନେବା ବେଳେ ମୃତ୍ୟୁ ।
ବୀରମହାରାଜପୁର - (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କେଳଗାଁ ମହାନଦୀ କୂଳରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆହାତ ହରିଣ ଉଦ୍ଧାର । ବୌଦ୍ଧ ଜିଲ୍ଲା ଡମ୍ବରୁଗଡ ପାହାଡରୁ ମହାନଦୀ ପାଣି ପାଇବାକୁ ଆସିଥିବା ବେଳେ ଶିକାରୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା…
କୋଭିଡ-୧୯ ବିରୁଦ୍ଧ ସଂଗ୍ରାମରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ନିଟ୍-ପିଜି ପରୀକ୍ଷା ଅନ୍ୟୁନ ଚାରିମାସ ଘୁଞ୍ଚିବ
ଶହେଦିନ କୋଭିଡ ଡ୍ୟୁଟି କରିଥିବା ମେଡିକାଲ କର୍ମଚାରୀଙ୍କୁ ନିୟମିତ ସରକାରୀ ଚାକିରିରେ ଦିଆଯିବ ଅଗ୍ରାଧିକାର
ବିଭାଗୀୟ କର୍ତ୍ତୃପକ୍ଷଙ୍କ ତଦାରଖରେ ମେଡିକାଲ ଇଣ୍ଟର୍ଣ୍ଣମାନେ କରିବେ କୋଭିଡ ଡ୍ୟୁଟି
ବରିଷ୍ଠ ଚିକିତ୍ସକ ଓ…
ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ଦଳମତ ନିର୍ବିଶେଷରେ ବିରୋଧ
ନିଷ୍ପତ୍ତି ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ତୀବ୍ର ରୂପ ନେବ ଜନ ଅସନ୍ତୋଷ
ବରଗଡ :ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳରେ ଚଳିତ ଥର ବିଦେଶୀ ମଦ ଦୋକାନ ଲିଜରେ ପାଇଥିବା ଜେ ପି ଅଗ୍ରୱାଲ , ଜନସାଧାରଣ ଙ୍କର ଭାବାବେଗ ସହିତ ଖେଳି ପାଇଥିବା ମଦ ଦୋକାନକୁ ଓଡ଼ିଶା ସରକାର ଙ୍କର ବିଜୁ ଏକ୍ସପ୍ରେସ…
ମେ୫ରୁ ୧୯ ଯାଏଁ ଲକଡାଉନ : ସହଯୋଗ ଲୋଡ଼ିଲା ଜିଲ୍ଲା ପ୍ରଶାସନ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲା ସହ ରାଜ୍ୟରେ ମେ ୫ ରୁ ମେ ୧୯ ଅପରାହ୍ନ ୫ ଟା ପ୍ରଯନ୍ତ ସମ୍ପୂର୍ଣ୍ଣ "ଲକ ଡାଉନ" ଜାରି ରହିବ। ତେବେ ସୂଚନା ଅନୁସାରେ ସାରା ଦେଶ ସହ ଜିଲ୍ଲା ଓ ରାଜ୍ୟ ଗୁଡିକରେ ହୁଁ ହୁଁ ହୋଇ କରୋନା ମହାମାରୀ ଭାଇରସ ତାର ଦ୍ୱିତୀୟ କାୟା ଦ୍ରୁତ ଗତିରେ…
ମାସ୍କ ବଣ୍ଟନ କଲେ ଯୁବ ସମାଜସେବୀ
ବରଗଡ଼:- ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିଵ ଢୋଲଵନ୍ଦଗ୍ରାମ ରେ ଯୁଵ ସମାଜ ସେବୀମାନେ ,ଲୋକଙ୍କୁ ସତପଥଗାମୀ ହେବା ସହିତ ବର୍ତ୍ତମାନ ସମୟରେ ମହାମାରୀ କରୋନା ଦାଉ ରୁ ନିଜ ଜୀବନକୁ ବଂଚାଇବା ସହିତ ମାନବ ଜାତିକୁ ବଂଚାଇବାକୁ ଭିନ୍ନ ଭିନ୍ନ ଶୈଳୀରେ…
କୋଭିତ୍ ପରିଚାଳନା ପାଇଁ ସହଯୋଗର ହାତ ବଢ଼ାଇଲା ଓଡିଶା କୃଷି ଶିଳ୍ପ ନିଗମ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କଲା ୨୦ ଲକ୍ଷ ଟଙ୍କା
ବାରିପଦା(ଦିଲ୍ଲୀପ ମହାନ୍ତି - କୋଭିଡ଼ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହେଉ କିମ୍ବା ଓଡିଶାରେ କୋଭିତ୍…
ଆଜି ବି ୮ ହଜାର ଉପରେ ନୂଆ ଆକ୍ରାନ୍ତ
ରାଜ୍ୟରେ ଏଯାବତ ମୋଟ ପଜିଟିଭ ୪୭୯୭୫୨ , ସୁସ୍ଥ ହୋଇସାରିଲେଣି ୪୦୪୦୬୩
ଭୁବନେଶ୍ୱର : ଗତ ୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୨୧୬ | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି ୩୫୩୨ ଜଣ | ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି ୪୬୮୪ ଜଣ | ଖୋରଧା ଜିଲ୍ଲାରେ…
କାର୍ଯ୍ୟରତ ଶିକ୍ଷକମାନଙ୍କୁ କୋଭିଡ ୧୯ ଡ୍ୟୁଟି ପାତର ଅନ୍ତର ଅଭିଯୋଗ ଆଣିଲା ବ୍ଲକ ଶିକ୍ଷକ ସଂଘ
ରାୟଗଡ଼ (ସରୋଜ କୁମାର ସାହୁ) : କରୋନାର ପ୍ରଥମ ଲହରରୀ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡିକରେ କୋଭିଡ-୧୯ ପରିଚାଳନା ନିମନ୍ତେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କରୋନାର ଦ୍ୱିତୀୟ ଲହରୀ ମଧ୍ୟ ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ କାର୍ଯ୍ୟରତ ଶିକ୍ଷକ…
ଢେପାଗୁଡା, ଗୁଣ୍ଡୁରିଗୁଡା ଓ ବାଉଗୁଡା ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ଡହଳ ବିକଳ
ନଳକୂପ ମରାମତି କରିବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ
ରାୟଗଡ଼ (ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଂଚାୟତର ଢେପାଗୁଡା, ଗୁଣ୍ଡୁରିଗୁଡା ଓ ବାଉଗୁଡା ଗ୍ରାମର ପ୍ରାୟ ୪୦ରୁ ଉର୍ଧ୍ଵ ମହିଳା ଓ ପୁରଷ ଆଜି ବହୁଜନ ସମାଜବାଦୀ…