ଦରଦାମ୍ ବୃଦ୍ଧି, ଖାଉଟି ସାମଗ୍ରୀର  କଳାବଜାର  ନିୟନ୍ତ୍ରଣ କରିବାକୁ ପ୍ରଶାସନର ଚଢ଼ାଉ ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଦର ଦାମ ବୃଦ୍ଧି, ଖାଉଟି ସାମଗ୍ରୀର  କଳାବଜାର ରୋକିବାକୁ  ମଙ୍ଗଳବାର ରେଢ଼ାଖୋଲ ଦୈନିକ ବଜାର କଦମ୍ବପଢିଆ ଠାରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଢ଼ାଉ  କରାଯାଇଛି।ଏହି ଚଢାଉରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଅତିରିକ୍ତ ତହସିଲଦାର ଅମୂଲ୍ୟ ବାଘ, ଏନଏସି…

ସାମାନ୍ୟ ବର୍ଷାରେ ରେଢାଖୋଲ ବସ ଷ୍ଟାଣ୍ଡ ଅଞ୍ଚଳରେ ଆଣ୍ଠୁଏ ପାଣି, ଯାତାୟାତ ବାଧାପ୍ରାପ୍ତ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିର ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ସମସ୍ୟା ଯୋଗୁଁ,  ,ଟିକିଏ ବର୍ଷାରେ ଦୁର୍ଗା ମଣ୍ଡପରୁ କଦମ୍ବଛକ , ଡେଲି ମାର୍କେଟ ରାସ୍ତାରେ ପାଣି ଜମି ରହୁଛି । ଏଭଳି ପାଣି ଜମାଟ ବାନ୍ଧି ରହୁ ଥିବା ଯୋଗୁଁ ଲୋକଙ୍କ ଯାତାୟାତ…

କୋରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ 

ବରଗଡ :- ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି କୋରୋନା । କୋରୋନା ର ସଂକ୍ରମଣ କୁ ରୋକିବା ପାଇଁ ବର୍ତମାନ ରାଜ୍ୟ ସରକାର ପୁରା ଦମ ରେ କାମ କରୁଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଓ ସଂକ୍ରମଣ କୁ ରୋକିବା ପାଇଁ ଆସନ୍ତା କାଲି ଠାରୁ ଚଉଦ ଦିନିଆ ଲକଡାଉନ ଲଗା ଯାଇଛି । ସତର୍କତା ଓ ସଚେତନତା…

ଜନସାଧାରଣଙ୍କର ଭାବାବେଗ ସହିତ ଖେଳୁଛି ମଦ ବେପାରୀ 

 https://www.youtube.com/watch?v=EQg4pFi-zXQ  ଏବେ ପାଇକମାଳରେ ଚର୍ଚ୍ଚା, କାହା ବଳରେ ବଳୀୟାନ ଏ ମଦ ଦୋକାନୀ !!! ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ନୂତନ ଭାବରେ ପ୍ରଦାନ କରାଯାଇଥିବା ବିଦେଶୀ ମଦ ଦୋକାନ ର ମାଲିକ ସିଧାସଳଖ ଭାବରେ ଅଂଚଳର ଲୋକଙ୍କର ଭାବାବେଗ ସହିତ ଖେଳୁଥିବା…

ଜନସାଧାରଣଙ୍କର ଭାବାବେଗ ସହିତ ଖେଳୁଛି ମଦ ବେପାରୀ 

   ଏବେ ପାଇକମାଳରେ ଚର୍ଚ୍ଚା, କାହା ବଳରେ ବଳୀୟାନ ଏ ମଦ ଦୋକାନୀ !!! ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ନୂତନ ଭାବରେ ପ୍ରଦାନ କରାଯାଇଥିବା ବିଦେଶୀ ମଦ ଦୋକାନ ର ମାଲିକ ସିଧାସଳଖ ଭାବରେ ଅଂଚଳର ଲୋକଙ୍କର ଭାବାବେଗ ସହିତ ଖେଳୁଥିବା ଆଜି ମଧ୍ୟାହ୍ନ ରେ ପ୍ରମାଣିତ ହୋଇ ସାରିଛି । ବିଜୁ…

ଯଶସ୍ବୀ ସାଧକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର

ଜନ୍ମସ୍ଥାନରେ ମ୍ୟୁଜିଅମ ଓ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଭୁବନେଶ୍ବର,: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ଝାରବନ୍ଧ ରାସ୍ତାରେ ପାଇକମାଲ ମୁଖ୍ୟ ଛକରୁ ପ୍ରାୟ ଚାରି କିଲୋମିଟର ଦୂରରେ ଥିବା ହୀରାପୁର ଛକରେ ଆଜି ଅପରାହ୍ନ  ତିନିଘଣ୍ଟାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରାପ୍ତ ସୂଚନା ମୁତାବକ, ହିରାପୁର ନିବାସୀ ସୁଶାନ୍ତ ବାରିକ…

ରାୟଗଡ ଉପଖଣ୍ଡରେ କାର୍ଯ୍ୟରତ ୬୧ ଜଣ ସାମ୍ବାଦିକ ନେଲେ ପ୍ରଥମ ଓ ଦ୍ଵିତୀୟ  ଡୋଜ କୋଭିଡ ଟିକା 

ରାୟଗଡ(ସରୋଜ କୁମାର ସାହୁ): ମହାମାରୀ କୋରନା ସମଗ୍ର ଦେଶରେ ବିରାଟ କାୟା ବିସ୍ତାର କରିଚାଲିଛି । ଏହି ମହାମାରୀ କବଳରୁ ବର୍ତିବା ପାଇଁ ଲୋକେ ତ୍ରାହୀତ୍ରାହୀ ଡାକ ଛାଡିଲେଣି । ଏଥିରୁ ମୁକୁଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ନିୟମ ମାନ ଲାଗୁ କରିଥିଲେ ମଧ୍ୟ ଜନସାଧାରଣ ଏହି…

କମ ପୃଷ୍ଠପୋଷକତା ଓ କୋଭିଡ କଟକଣା : ପାଞ୍ଚ ଯୋଡ଼ା ଟ୍ରେନ ବାତିଲ୍

ଭୁବନେଶ୍ୱର (ଶାସକ ପ୍ରଶାସକ) : କମ ପୃଷ୍ଠପୋଷକତା ହେତୁ ଏବଂ Covid19 ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ ସେବାକୁ ବାତିଲ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି | ନିଷ୍ପତ୍ତି ଅନୁଯାୟୀ,…

ବଡବିଲରେ ଅତିରିକ୍ତ ସିଭିଲ ଜଜ ତଥା ଜେଏମଏଫସି ଦ୍ୱିତୀୟ କୋର୍ଟ ଉଦଘାଟିତ

ଭିସିରେ ଉଦଘାଟନ କଲେ ଚିଫ ଜଷ୍ଟିସ ଓଡିଶା ହାଇକୋର୍ଟ ଡଃ ଏସ ମୂରଲୀଧର । ବଡ଼ବିଲ (ଶାସକ ପ୍ରଶାସକ)-ବଡବିଲରେ ଆଜି ପୂର୍ବାହ୍ନରେ ଅତିରିକ୍ତ ସିଭିଲ ଜଜ ତଥା ଜେଏମଏଫସି ଦ୍ୱିତୀୟ କୋର୍ଟ ଉଦଘାଟିତ ହୋଇଛି । ମାନ୍ୟବର ଓଡିଶା ହାଇକୋର୍ଟ ଚିଫ ଜଷ୍ଟିସ ଡଃ ଏସ ମୂରଲୀଧର ଭିସି (ଭିଡିଓ କନଫରେନ୍ସିଂ)…