କରୋନା ଆକ୍ରାନ୍ତଙ୍କ ସେବାରେ ପୁଣି ରାଜରାସ୍ତାରେ କୋରୋନା ଯୋଦ୍ଧା ମନ୍ତ୍ରୀ ସୁଶାନ୍ତ ସିଂ

ଆମ୍ବୁଲାନ୍ସ ଚଳାଇ ସଂକ୍ରମିତଙ୍କୁ ଡାକ୍ତରଖାନାକୁ ଆଣିଲେ ରୋଗୀଙ୍କର ସୁବିଧା ପାଇଁ ପ୍ରଦାନକଲେ ଆହୁରି ଦୁଇ ଗୋଟି ଆମ୍ବୁଲାନ୍ସ  ବରଗଡ :- ଗତବର୍ଷ କୋଭିଡ଼  କଟକଣା ସମୟରେ ସାରା ରାଜ୍ୟ ଦେଖିଛି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କର ସେବା କାର୍ଯ୍ୟ । ଚଳିତ ଥର ମଧ୍ୟ ଅଂଚଳର…

ରାଜ୍ୟରେ ଆରମ୍ଭ ହେଲା ଚଉଦ ଦିନିଆ ଲକଡାଉନ

ରାଜରାସ୍ତାରେ ତଦାରଖ କରୁଛନ୍ତି ଉପଜିଲ୍ଲାପାଳ ବରଗଡ :- କୋରୋନା ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ସାରା ଓଡ଼ିଶାରେ ୧୪ ଦିନିଆ ଲକ ଡାଉନ୍ ଆରମ୍ଭ ହୋଇଯାଇଛି l  ଆଜି ପଦ୍ମପୁର ଉପାଖଣ୍ଡରେ ମଧ୍ୟରେ ଲକ୍ ଡାଉନ୍ କୁ ସୁନିଶ୍ଚିତ କରିବା ପାଇଁ…

ଓଡ଼ିଶା ସମାଜ ୟୁ.ଏ.ଇର ଏକାଦଶତମ ବାର୍ଷିକୋତ୍ସବ ପାଳନ

ଦୁବାଇ : ଓଡ଼ିଶା ସମାଜ ୟୁନାଇଟେଡ୍ଆରବଏମିରେଟ୍ସ (ଓ.ଏସ୍.ୟୁ.ଏ.ଇ)ର ଏକାଦଶତମ ବାର୍ଷିକୋତ୍ସବ ଏବଂ ଉତ୍କଳ ଦିବସ ଅନ୍ଲାଇନ ମାଧ୍ୟମରେ ପାଳନ କରାଯାଇଛି ମୁଖ୍ୟଅତିଥି ଓଡ଼ିଶା ବିଧାନସଭାର ବାଚ୍ଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଏହି ଭବ୍ୟସମାରୋହକୁ ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ…

ଆରମ୍ଭ ହେଲା ରାଜ୍ୟବ୍ୟାପୀ ଲକଡାଉନ:  ୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୯୮୮୯ 

ରାଜ୍ୟରେ ଏଯାବତ ମୋଟ  ପଜିଟିଭ ୪୮୯୬୪୧ , ସୁସ୍ଥ ହୋଇସାରିଲେଣି ୪୦୪୦୬୩      ଭୁବନେଶ୍ୱର :  କରୋନା ଭୁତାଣୁର ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ  ଆଜିଠୁ ରାଜ୍ୟବ୍ୟାପୀ ଲକଡାଉନ ଆରମ୍ଭ ହୋଇଥିବା ବେଳେ  ଗତ ୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୯୮୮୯ | ସେମାନଙ୍କ ମଧ୍ୟରେ…

କଳାହାଣ୍ଡି  ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ସୁଶାନ୍ତ କୁମାର ପ୍ରଧାନୀ ମନୋନୀତ।

କଳାହାଣ୍ଡି / ତୁଳମଣି ନାଗ : ଜିଲ୍ଲାର  ଉଦୀୟମାନ ଛାତ୍ର ନେତା ସୁଶାନ୍ତ କୁମାର ପ୍ରଧାନୀଙ୍କୁ ନେସନାଲ୍ ଷ୍ଟୁଡେଣ୍ଟସ ୟୁନିୟନ୍ ଅଫ୍ ଇଣ୍ଡିଆ ( NSUI ) ର କଳାହାଣ୍ଡି ଶାଖାର ଜିଲ୍ଲା ସଭାପତି ଭାବେ ସଂଗଠନ ର ଜାତୀୟ ସଭାପତି ନୀରଜ କୁନ୍ଦନ ମନୋନୀତ କରିଥିବାରୁ ଆନନ୍ଦର ଲହରୀ ଖେଳିଯାଇଛି। ଶ୍ରୀ…

କୋଭିଡ଼ ପରୀକ୍ଷା ନାମରେ ଠକେଇ, ପାଥୋଲୋଜି ସିଲ 

ବଲାଙ୍ଗୀର/ନିରୋଜ ମିଶ୍ର -  କରୋନା ଆତଙ୍କିତ ଲୋକଙ୍କୁ କେଉଁଠି ଅକ୍ସିଜେନ ବା ରେମଡେସିଭର ଔଷଧ ଖୁବ୍ ଚଢା ଦରରେ ବିକ୍ରି ଖବର ତ କେଉଁଠି ପୋଜିଟିଭ ରୋଗୀଙ୍କୁ ଆମ୍ବୁଲାନସ ଡ୍ରାଇଭର ମନ ଇଛା ଲୁଟୁଥିବା ଖବର ଗଣମାଧ୍ୟମରେ ଆସୁଛି । ଗତକାଲି ବଲାଙ୍ଗୀର ଠାରେ ଏକ ପାଥୋଲେବ କୋଭିଡ ପରୀକ୍ଷା ନାମରେ…

ଖୋଲା ରହିବ ଆହାର କେନ୍ଦ୍ର : ସାଙ୍ଗରେ ନେଇହେବ ଖାଦ୍ୟ

ଭୁବନେଶ୍ୱର- : ଲକଡାଉନ୍‍ ସମୟରେ ଆହାର କେନ୍ଦ୍ର ଖୋଲା ରହିବ । ତେବେ ଗହଳି ହ୍ରାସ ପାଇଁ ଲୋକେ ଏଠାରୁ ସାଙ୍ଗରେ ଖାଦ୍ୟ ନେଇପାରିବେ ଏବଂ ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର…

ଜିଲ୍ଲା ଛାତ୍ର ସଭାପତି ଭାବେ ପୁନଃ ମନୋନୀତ ହେଲେ ଅଙ୍କିତ ସାହୁ  

ବଲାଙ୍ଗିର,ନିରୋଜ ମିଶ୍ର- ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ଜାତୀୟ ସଭାପତି ଶ୍ରୀ ନିରଜ କୁନ୍ଦନ ଦ୍ୱାରା ଅନୁମୋଦିତ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତୀଙ୍କ ନୂତନ ତାଲିକା ପ୍ରକାଶ ପାଇଛି  । ଏଥିରେ ଅଙ୍କିତ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ପୁନଃ ମନୋନୀତ…

ଦେଶରେ ବ୍ୟବହୃତ ରନ୍ଧନ ତୈଳରୁ ପ୍ରସ୍ତୁତ ପ୍ରଥମ ବାୟୋଡିଜେଲ୍ ଯୋଗାଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ସୁଦୃଢ଼ କରୁଛନ୍ତି ତୈଳ ବିପଣନ କମ୍ପାନୀ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ଦେଶର ତୈଳ ବିପଣନ କମ୍ପାନୀମାନେ(ଓଏମସି) ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ନିରନ୍ତର ସୁଦୃଢ଼ କରିବା ସହ…

୭ ମାସ ହେଲା ଅମରପାଲି ଗ୍ରାମକୁ ଜଳ ଯୋଗାଣ ବନ୍ଦ୍ , ବି .ଡି .ଓ ଙ୍କୁ ଦାବିପତ୍ର ।

ବୀରମହାରାଜପୁର - (ବିନୋଦ ପାଣ୍ଡେ ):  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟଜଳ ଯୋଗାଣ ବନ୍ଦ୍ ରହିଛି ।  ଆଜିକୁ ୭ ମାସ ହେବ ଜଳ ପ୍ରକଳ୍ପଟି ଅଚଳ ହୋଇଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ସମୟରେ ଗ୍ରାମକୁ ବିଛାଯାଇଥିବା ପାଇପି ଗୁଡିକ ଉଠାଇ…