ଟାଟା ପାଓ୍ବାର ଓଡିଶା କୁ ଆସିବା ପରେ ବିଦ୍ୟୁତ ଠିକାଦାର ମାନଙ୍କ ରୋଜଗାର ଠପ

0 2

ସମ୍ବଲପୁର/-ରମାକାନ୍ତ ବିଶ୍ବାଳ:ଟାଟା ପାଓ୍ବାର ପଶ୍ଚିମ ଓଡିଶା ବିଦ୍ୟୁତ ଠିକାଦାର ଙ୍କୁ ଅଣଦେଖା କରୁଛି । ଓଡିଶାରେ ବିଦ୍ୟୁତ ଯୋଗାଇବା ପାଇଁ ରାଜ୍ୟ ସରକାର ଟାଟା ପାଓ୍ଵାର କୁ ଦ୍ବାୟିତ୍ବ ଦେବାପରେ କମ୍ପାନୀ ନିଜର ମନମାନି କରୁଛି । ପୁର୍ଵରୁ ଓ୍ଵେକ୍ସୋ ପାଓ୍ବାର ଥିବା ସମୟରେ ଠିକାଦାର ମାନେ ଠିକ ଭାବେ କାମ କରି ଭଲ ସେବା ଯୋଗାଉଥିଲେ । ଏବେ ଟାଟା ପାଓ୍ଵାର ଠିକା ଦାର ମାନଙ୍କୁ ଅଣଦେଖା କରି ଅଣଓଡିଆ ବା ଓଡିଶା ବାହାର ଠିକାଦାର ଙ୍କୁ ଅଧିକ ପ୍ରତ୍ସୋହନ ଦେଉଛି । ରାଜ୍ୟ ବାହାର ଠିକ‍ାଦାର ପ୍ରିତି କରିବା ସହ ଅନେକ ଟେଣ୍ତର ମଧ୍ୟ ସେମାନଙ୍କୁ ଯେ‍ାଗାଉଛି । ଟାଟାପାଓ୍ଵାର ଏଭଲି ଅଣଓଡିଆ ଠିକାଦାର ପ୍ରିତି ଯୋଗୁ ରାଜ୍ୟର ୫ ହଜାର ଠିକ‍ାଦାର ରୋଜଗାର ଠପ ହେବା ସହ ତାଙ୍କ ପାଖରେ ଥୁବା କର୍ମଚାରୀ ମଧ୍ୟ ରୋଜଗାର ବନ୍ଦ ହୋଇଛି ।ରାଜ୍ୟ ସରକାର ଟାଟା ପାଓ୍ଵାର କୁ ଦ୍ବାୟିତ୍ବ ଦେଇକି ଭୁଲ କରିଛନ୍ତି । ଏଭଲି କି ଟେଣ୍ତର ସମୟରେ ସରକାର ଜଣକୁ ଟେଣ୍ତର ଦେଳେ ଯେଉ ନିଷ୍ପତ୍ତି ଭୁଲ । ଏଭଲି ନିଷ୍ପତ୍ତି କୁ ଆଗାମୀ ଦିନରେ ପଶ୍ଚିମ ଓଡିଶା ବିଦ୍ୟୁର ଠିକାଦାର ସଂଘ ବିରୋଧ କରିବା ସହ କାହାକୁ କାମ କରିଦେବନାହି ବୋଲି ଚେତାବନି ଦେଇଛି ।

Leave A Reply

Your email address will not be published.