ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୨୬ ୟୁନିଟ୍ ରକ୍ତ ସଂଗ୍ରହ

0

ଓଡ଼ଗାଁ ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଜୀବନଧାରା ସେବା ଟ୍ରଷ୍ଟ ଓଡ଼ଗାଁ ଆନୁକୁଲ୍ୟରେ ରବିବାର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନୟାଗଡ଼ ସହଯୋଗରେ ଜୀବନଧାରା ସେବା ଟ୍ରଷ୍ଟ ଓଡ଼ଗାଁର ନୂତନ ମୁଖ୍ୟ ପରିଚାଳକ ସଂଗ୍ରାମ କେଶରୀ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ଶିବିରରେ ସମ୍ରାଟ କେଶରୀ , ସଞ୍ଜୀବ, ରାଜେଶ, ଅଶ୍ରୁମୋଚନ, ଚିତ୍ତ, ସୁକାନ୍ତ, ସୁନିଲ, ଜିତୁ, ସୌମ୍ୟ, ସୁଶାନ୍ତ ଭାଇ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.