Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ଏନଏସିର ବେଆଇନ ଜମି ଦଖଲକାରୀଙ୍କ ଉଚ୍ଛେଦ ଆରମ୍ଭ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ଦଲକ ମୈାଜା ଜାରିଙ୍ଗୀ ଅଂଚଳରୁ ବେଆଇନ ଜମି ଜବରଦଖଲ କାରୀଙ୍କ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଆଜି ପୂର୍ବାହ୍ନ ୧୧ ସମୟରେ ଓଡ଼ଗାଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଅତିରିକ୍ତ ତହସିଲଦାର…
ତହସିଲଦାର ଏବଂ କାର୍ଯ୍ୟରତ ସାମ୍ବାଦିକଙ୍କ ମିଳିତ ସହଯୋଗରେ ଫଳନ୍ତି ଓ ଔଷଧୀୟ ବୃକ୍ଷରୋପଣ
ଘୁ ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ସ୍ଥାନୀୟ ତହସିଲଦାର ଏବଂ କାର୍ଯ୍ୟରତ ସାମ୍ବାଦିକଙ୍କ ଦ୍ୱାରା ମିଳିତ ସହଯୋଗରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫଳନ୍ତି ଓ ଔଷଧୀୟ ଯଥା ଆମ୍ବ, ବେଲ, ପିଜୁଳି, ସୀତାଫଳ,…
ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ଦାରିଙ୍ଗବାଡ଼ି ସ୍ଥିତ ଡୁଲୁରି ପାଇନ ବଣଠାରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଆୟୋଜନ ହୋଇଯାଇଛି I ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସlନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ…
ପ୍ରସ୍ତାବିତ ପୁଝାରିପାଲି ଡ୍ୟାମର ତଳ ପାର୍ଶ୍ଵରେ ନିର୍ମାଣ ହେବ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟାରେଜ
ରାଜ୍ୟ ସରକାର ଖର୍ଚ୍ଚ କରିବେ ଏକ ଶହ ଏକାଵନ କୋଟି ଟଙ୍କା
ପୁରୀ ଭଳି ପଦ୍ମପୁର ବାସୀ ମଧ୍ୟ ପାଇବେ ବିଶୁଦ୍ଧ ପାନୀୟ ଜଳ
ବେରେଜ ଆଖପାଖ ପଂଚାୟତ ର ଚାଷୀ ପାଇବେ ଜଳସେଚନ ସୁବିଧା
ବରଗଡ :- ପଦ୍ମପୁରବାସୀଙ୍କ ପାଇଁ ଖୁସିର ଖବର | ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ…
ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ ଓଡିଶା ସରକାର -ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟସଭାରେ୧୨୭ତମ ସମ୍ବିଧାନ ସଂଶୋଧନ ବିଧେୟକ ଆଲୋଚନାରେ କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ
ନୂଆଦିଲ୍ଲୀ/ଭୁବନେଶ୍ୱର - କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ…
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ପଦ୍ମପୁର ବାସୀ
ବରଗଡ :- ଯୁବ ସମାଜ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଗୋଷ୍ଠୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କିପରି ସୁଦୃଢ ହେବେ ସେ ନେଇ ଯୋଜନା ମାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୁବକ ମାନେ କ୍ରିଡା…
ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ
ବରଗଡ :- ଆଜି ବରଗଡ଼ ଟାଉନ ହଲ ଠାରେ ଆୟୋଜିତ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ବରଗଡ଼ ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ,ମନ୍ତ୍ରୀ ଶ୍ରୀ ସୁଶାନ୍ତ…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଶ୍ୱଶୁର ଘର ଲୋକେ ନିସ୍ତୁକ ମାଡ଼ମାରି ହତ୍ୟା କରିଥିବା ଅଭିଯୋଗ ।
ମୃତକଙ୍କ କକାପୁଅ ଭାଇକୁ ମଧ୍ୟ ପ୍ରବଳ ମାଡ଼ ଅଭିଯୋଗ ।
ବଡ଼ବିଲ/ଯୋଡ଼ା (ଶାସକ ପ୍ରଶାସକ)-ଯୋଡ଼ା ଥାନା କୁଦାପି ଗାଁ ନିକଟ ରାସ୍ତାକଡ଼ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ, ବଡ଼ବିଲ ମହାନ୍ତ ବସ୍ତି ଅଂଚଳର ବିଜୟ ମହାନ୍ତ ଓରଫ୍ ୟାକୁ ବୋଲି ପରିଚୟ ମିଳିଛି।…
ମାନସିଂହ ସାହିତ୍ୟ ସଂସଦର ସପ୍ତମ ମାସିକ କବିତା ଆସର ଅନୁଷ୍ଠିତ
ପଦ୍ମପୁର/ ଶାସକ ପ୍ରଶାସକ: ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସପ୍ତମ ମାସିକ କବିତା ଆସର ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇ ସାରିଛି । ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆସର ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଉପଦେଷ୍ଟା ବନବିହାରି ପଟ୍ଟନାୟକ ଆସରକୁ…
ବିଜେପିରେ ଯୋଗ ଦେଲେ ୧୦୦ ବିଜେଡି ନେତା ଓ କର୍ମୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଶିଆଳି ପଞ୍ଚାୟତର କୋଲ୍ଲା , ମାଣ୍ଟିଗୁଡା , ହରିପୁର , ପେଦଗୁଡା , କେ.ସ .ଗୁଡ , ହନୁମନ୍ତ ଗୁଡ , ଶିଆଳି ଗ୍ରାମମାନଙ୍କର ୧୦୦ ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି…