ନୂତନ ଜ଼ିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ I

0 1

ସମ୍ବଲପୁର (ସନ୍ଦୀପ ଶର୍ମା): ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ଫକୀର ମୋହନ ମାଝୀ ଦାୟିତ୍ଵ ଗ୍ରହଣ କରିଛନ୍ତି I ସମ୍ବଲପୁର ଜ଼ିଲ୍ଲାର କୁଚିଣ୍ଡା ଏସ୍‌ଡିପିଆରଓ ଭାବେ ଶ୍ରୀ ମାଝୀଙ୍କ କାର୍ଯ୍ୟ କରିବାର ପୂର୍ବରୁ ଅନୁଭବ ରହିଛି I ଏହା ପୂର୍ବରୁ ସେ ଗଞ୍ଜାମ ଜ଼ିଲ୍ଲା ଭଞ୍ଜନଗର ଏସ୍‌ଡିପିଆରଓ ଭାବେ କାର୍ଯ୍ୟରତ ଥିଲେ I ସମ୍ବଲପୁର ଡିଆଇପିଆରଓ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିବା ଏସ୍‌ପିଆର୍‌ଓ ନନ୍ଦିନୀ ମୁଣ୍ଡାରୀଙ୍କୁ ସୁନ୍ଦରଗଡ଼କୁ ବଦଳି ହୋଇଛି I

Leave A Reply

Your email address will not be published.