ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି ନିଶା କବଳରେ ପଦ୍ମପୁର ଯୁବଗୋଷ୍ଠୀ । ଆଜି ପଦ୍ମପୁର ଥାନା ଏସଆଇ ରବିନ୍ଦ୍ର କୁମାର ହେମ୍ରମ ପେଟ୍ରୋଲିଙ୍ଗ ସମୟରେ ପଦ୍ମପୁର ରଜାପଡାର ଭରତ ଖୁଟଲା ଓରଫ ବନକୁ ପଦ୍ମପୁର ମହିଳା ମହାବିଦ୍ୟାଳୟ ପାଖରେ ବିକ୍ରି କରୁଥିବା ବେଳେ ୨୦ଲିଟର ମିଶ୍ରିତ କଫସିରଫ, ୩୫ ବୋତଲ ଓ୍ବିନସିରେଫ କଫସିରଫ, ୫ଷ୍ଟ୍ରିପ .୫ ଅଲପ୍ରାଓ୍ବିନ ଟେବଲେଟ ଏବଂ ନଗଦ ୧୦୦୦ ଟଙ୍କା ତାଙ୍କ ଠାରୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.