ପୋଷ୍ଟର ବ୍ୟାନର୍ ମାଳ ମାଳ, ପ୍ରାର୍ଥୀ ହେଲେଣି ହଳ ହଳ

0

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ପଂଚାୟତ ନିର୍ବାଚନ ପାଇଁ ସରଗରମ୍ ହେଲାଣି ବଡ଼ଚଣା ନିର୍ବାଚନ ମଣ୍ଡଳୀ ପ୍ରତ୍ୟକ ପଞ୍ଚାୟତ ରେ ଏବେ ପୋଷ୍ଟର ବ୍ୟାନର୍ ମାଳ ମାଳ ପ୍ରାର୍ଥୀ ବି ହେଲେଣି ହଳ ହଳ ସମସ୍ତ ଦଳୀୟ ପାର୍ଥି ହେଲେଣି ଭୋଟର ମୁହାଁ କିନ୍ତୁ ଏଥର ପଂଚାୟତ ନିର୍ବାଚନ ତିନି ପ୍ରମୁଖ ଦଳ ପ୍ରତି ଜୋଗିତାକୁ ଓଲ୍ହାଇ ଥିବା ବେଳେ ବିଜେପି ଓ ବିଜେଡି ଭିତରେ କଡା ଟକର ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି | ଶାସକ ଦଳର ପ୍ରାର୍ଥୀ ନିର୍ବାଚନି ପ୍ରଚାର କୁ ଓଲ୍ହାଇ ସରିଥିବା ବେଳେ ବିଜେପି ସମର୍ଥିତ ପ୍ରଥିମାନେ ମଧ୍ୟ ଅନୁରୁପ୍ ଭାବେ ଭୋଟର ଙ୍କ ମନ ଜିଣି ବାକୁ ପ୍ରୟାସ ଆରମ୍ଭ କରୁଥିବା ବେଳେ କଂଗ୍ରେସ ଦଳ ସମର୍ଥିତ୍ ପ୍ରାର୍ଥୀ ମାନେ ପଛରେ ପଡି ଯାଇଥିବା ସାଧାରଣରେ ଆଲୋଚନା ହେଉଛି |

 

Leave A Reply

Your email address will not be published.