ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ସ୍ତରୀୟ ଗାନ୍ଧୀ ଜି ଙ୍କ ସହିଦ ଦିବସ ପାଳିତ ହୋଇଯାଇଛି ,ଏହି ଅବସରରେ ଥାନା ପରିସରରେ ଥିବା ଗାନ୍ଧୀ ଙ୍କ ପ୍ରତିମୁର୍ତି ,ଗାନ୍ଧୀ ଛକ ଠାରେ ଥିବା ପ୍ରତିମୁର୍ତି ଓ ଜ଼ିଲ୍ଲାପାଳଂକ ଅଫିସ ରେ ଥିବା ଗାନ୍ଧୀ ଜିଙ୍କ ତୈଳଚିତ୍ର ରେ ଜ଼ିଲ୍ଲାପାଳ ପାରୁଲ ପଟାଓ୍ବରୀ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ,ଏହି ଅବସରରେ ଜ଼ିଲ୍ଲାପାଳ ଙ୍କ ସଦଦ୍ଭାବନା ସଭାଗୃହ ଠାରେ ସହିଦ ଦିବସ ଉପଲକ୍ଷ୍ୟେ ୨ମିନିଟ ନିରବ ପାର୍ଥନା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରାଯIଇଥିଲା ,ଅନ୍ୟ ମାନଙ୍କ ମଧ୍ୟରେ ଉପଜ଼ିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ,ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post