Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ପାଇଁ କେପିଏଫ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।
କନ୍ଧମାଳ/ନୂଆଦିଲ୍ଲୀ(ଶାସକ ପ୍ରଶାସକ) - ସ୍ବାଧିନତାର ୭୪ ବର୍ଷ ବିତିଯାଇିଲେ ବି କନ୍ଧମାଳ ଜିଲ୍ଲା କୁ ରେଳ ସଂଯୋଗ ହୋଇପାରିନି। ଏହାକୁ ନେଇ କନ୍ଧମାଳ ପିପୂଲସ୍ ଫୋରମ୍ (କେପିଏଫ) ଗତଦୁଇବର୍ଷ ହେଲା ଲଗାତାର ଆନ୍ଦୋଳନ କରିଆସୁଛି। ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପ…
ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥକୁ ବାଟମାରଣା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି : ସମୀର ମହାନ୍ତି
ଭୁବନେଶ୍ୱର:ସ୍ୱଚ୍ଛ ଭାରତ ଅଭିଯାନର ପ୍ରାଥମିକତା ହେଉଛି ସ୍ୱଚ୍ଛଭାରତର ନିର୍ମାଣ ଏବଂ “ସ୍ୱଚ୍ଛତା ଦିଗରେ ଗୋଟିଏ ପଦକ୍ଷେପ” । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୪ ମସିହା ଅକ୍ଟୋବର ୨ ତାରିଖ ଦିନ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ, ଯାହାକି ପରବର୍ତୀ ସମୟରେ ଏକ ବିରାଟ…
ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନାଁ ଆତ୍ମହତ୍ୟା
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଧୁମାଭଟା ପଞ୍ଚାୟତ ହଟକଟ ଗାଁ ରାସ୍ତା କଡ଼ରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ, ବେଲପଡା ଥାନା ଧୁମାଭଟା ଗ୍ରାମର ସଞ୍ଜିବ ମଲ୍ଲିକ (୨୬) ପିତା-ରୁଦ୍ର ମଲ୍ଲିକ (୪୭) ଙ୍କ ମୃତଦେହ ରାତିରେ ଦେଖିବାକୁ ପାଇଥିଲେ।…
ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପଟଣାଗଡ଼ରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା”
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପାଟଣାଗଡ଼ରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦାୟକାଳିନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଆହୁରି ମଧ୍ୟ ବହୁ ଦିନରୁ ଏହି ଅନୁଷ୍ଠାନରେ ଖାଲି ପଡ଼ିଥିବା ଲାଇବ୍ରେରୀଏନ ପଦବୀ ପାଇଁ…
ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁଙ୍କ ଗୋଷ୍ଠାଷ୍ଟମୀ ମହୋତ୍ସବରେ ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୋ-ମାତା ମାନବଜାତି ପାଇଁ ଭଗବାନଙ୍କର ଅପୂର୍ବ ଦାନ। ବିଶ୍ୱକଲ୍ୟାଣ ନିମନ୍ତେ ଗୋସେବା ସହିତ ଗୋସୁରକ୍ଷାର ଆବଶ୍ୟକତା ପାଇଁ ଆଦିତ୍ୟ ବାହିନୀ , ପାରଳାଖେମୁଣ୍ଡି ଶାଖା ତରଫରୁ ରାଜଗୁରୁ ସାହି ଛକ ଠାରେ 'ଗୋ-ପୂଜନ' କାର୍ଯ୍ୟକ୍ରମ କରାଯାଇଛି। ଏଥିରେ…
ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ"ଭୋଟର ସଚେତନତା"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ କୁମାର ମହାରଣା ଯୋଗଦେଇ…
ଲୋକପ୍ରିୟ ଚିକିତ୍ସକ ଡାକ୍ତର ସୁରେନ୍ଦ୍ର ଷଢଙ୍ଗୀଙ୍କ ଅକାଳ ବିୟୋଗ
ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଭାବେ ଥିଲେ କାର୍ଯ୍ୟରତ
ନୟାଗଡ଼, ଶରଣକୁଳ ଓ ଜନ୍ମ ସ୍ଥାନ ଗୋଠବଣରେ ଜନସମୁହ ଜଣାଇଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତଥା ସ୍ତ୍ରୀ…
ସର୍ବୋଦୟ ନେତା ରବିଦାଶଙ୍କୁ କଲାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି
ଖାଦି ଉଦ୍ୟୋଗ ପୁନଃରୁଦ୍ଧାର ନେଇ ବୈଠକରେ ଗୁରୁତ୍ବାରୋପ
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ, ଛତା ଗ୍ରାମ ଠାରେ ସର୍ବୋଦୟ ନେତା ରବିଦାଶ୍ ଙ୍କୁ କଲହାଣ୍ଡି ବିକାଶ ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିବା…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ହେବା ଦେଶ ଗଢିବା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
https://youtu.be/CqO5CTipRjM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଗଜପତି ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ନିମନ୍ତେ "ଭୋଟର ହେବା- ଦେଶ ଗଢିବା" ଅଭିଯାନ…
ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ନିମନ୍ତେ ମନୋନୀତ
ଭୁବନେଶ୍ୱର: ଓଡ଼ିଆ ସିନେମା ନିର୍ଦ୍ଦେଶକ ଶ୍ରୀ ସୁବାଷ ସାହୁଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ନନ-ଫିଚର ଚଳଚିତ୍ର "ତିନ ଅଧ୍ୟାୟ' ଏ ବର୍ଷ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଦ୍ୱାରା ଗୋଆ ଠାରେ ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୫୨ ତମ…