Sign in
Sign in
Recover your password.
A password will be e-mailed to you.
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର : ସମଗ୍ର ପୂର୍ବ ଉପକୂଳରେ ଟ୍ରଫ୍ ଲାଇନ୍ ପ୍ରଭାବ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଂଚଳରେ ବର୍ଷା ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିବାରେ ଲାଗିଛି । ଯାହାର ପ୍ରଭାବରେ ଆସନ୍ତା ସପ୍ତାହରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଦ୍ୟାବଧି ମିଳିଥିବା ରିପୋର୍ଟ ଅନୁସାରେ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ଝେଙ୍ଗନାଦିହି ଗ୍ରାମର ତିନି ଜଣ ଯୁବକ ଏକ ବାଇକ ରେ ଯାଉଥିବା ସମୟରେ ପାଇକମାଲ ଯମୁନା କନ୍ଧୁଣି ସ୍କୁଲ ପାଖରେ ଦୁର୍ଘଟଣାର…
ଅଙ୍ଗନବାଡି ନାହିଁ : ବାରଣ୍ଡାରେ ଚାଲିଛି ପାଠ ପଢ଼ା, ପିଲାଙ୍କ ଭବିଷ୍ୟତ ସହ ଖେଳ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଗୋଷ୍ଠୀକେନ୍ଦ୍ର ବାରଣ୍ଡାରେ ଦେଶର ଭବିଷ୍ୟତ। ଦୀପତଳ ଅନ୍ଧାର ଭଳି ଗୁଗୁରୁପାଙ୍ଗାରୋ ଗୋଷ୍ଠୀକେନ୍ଦ୍ର ବାହାରେ ଦୟନୀୟ ଅବସ୍ଥାରେ ଜୀବନର ଶିକ୍ଷା ଆରମ୍ଭ କରୁଛନ୍ତି କୋମଳମତି ଶିଶୁମାନେ। ଦୀର୍ଘ ଦିନଧରି ଆ ଘର ତା ପିଣ୍ଡା ହେବାପରେ ଏବେ ଗୋଷ୍ଠୀ କେନ୍ଦ୍ର…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା ବରଗଡ ଜିଲ୍ଲା
୨୦୨୩ ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀ ପାଇବେ ପାଣି
ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ – ମୁଖ୍ୟମନ୍ତ୍ରୀ
ଜିଲ୍ଲାର ୩ ଲକ୍ଷ ୬୪ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା
ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ…
ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଦେଖନ୍ତୁ ବିଜେପୁରରୁ ସିଧା ପ୍ରସାରଣ
https://youtu.be/DUvIY_9nG7I
ସମସ୍ତଙ୍କ ସହଯୋଗ ରହିଲେ ବରଗଡ଼ର ପଞ୍ଚାୟତ ଡିଗ୍ରୀ କଲେଜ ହେବ ରାଜ୍ୟର ଶିକ୍ଷା ହବ୍: ‘ମୋ କଲେଜ’ ଅଧ୍ୟକ୍ଷ
ବରଗଡ଼(ଶାସକ ପ୍ରଶାସକ) : ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଗୁରୁବାର ଦିନ ବରଗଡ଼ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜ ପରିଦର୍ଶନ କରିଥିଲେ। ମୋ କଲେଜ ଅଭିଯାନ ଅଧୀନରେ ଯୋଡ଼ିହୋଇ ଏହି ଉଚ୍ଚ ଶିକ୍ଷାନୁଷ୍ଠାନର କିପରି ବ୍ୟାପକ ଉନ୍ନତି ହୋଇପାରିବ ସେ ବିଷୟରେ ଶ୍ରୀ ଦାସନାୟକ କଲେଜ…
ଭଦ୍ରକ ବିଜେଡି ରାଜନୀତିରେ ଭଦ୍ରକ ଯୁବ ବିଧାୟକ ସମସ୍ତଙ୍କ ନିଦ ହଜାଇ ଦେଇଛନ୍ତି ।
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜିଲ୍ଲା ରାଜନୀତିରେ ଆଉ ଭେଟେରାନ ନେତାଙ୍କୁ ଦେଖିବାକୁ ମିଳୁନାହିଁ । ବରିଷ୍ଠ ନେତା ଅର୍ଜୁନ ସେଠୀ ଓ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ପରେ ଭଦ୍ରକ ରାଜନୀତିରେ ଏବେ ଶୂନ୍ୟସ୍ଥାନ ଦେଖା ଦେଇଛି । ଏମାନଙ୍କ ପଛରେ ଦୁଇ ମହାରଥୀ ଥିଲେ ଯୁଗଳ ବାବୁ ଓ ପ୍ରଫୁଲ…
ବଲାଙ୍ଗିରରେ ୬ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ : ଦିବ୍ୟଶଙ୍କର ଓ ନବୀନଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ
ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ୟାବିନେଟ ତଥା ମନ୍ତ୍ରୀ ପଦରରୁ ବହିଷ୍କାର ଦାବୀରେ ଆଜି ପ୍ରଦେଶ କଂଗ୍ରେସ କମିଟି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିଲା । ସେହିକ୍ରମରେ ବଲାଙ୍ଗିର ଜିଲ୍ଲା…
କଂଗ୍ରେସ ପକ୍ଷରୁ ମମିତା ମେହେର ଙ୍କୁ ନ୍ୟାୟ ଦେବା ଦାବିରେ ଝାରବନ୍ଧ ରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ।
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବସ ଷ୍ଟାଣ୍ଡ ଛକ ଠାରେ କଂଗ୍ରେସ ପାର୍ଟି ପକ୍ଷରୁ ଆଜି ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ମହାଲିଙ୍ଗ ସନଶାଇନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ର ଏବଂ ବରଗଡ଼ ଜିଲ୍ଲା ତୋରା ଗ୍ରାମ ର…
ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ଭବାନୀପାଟଣା ଡିଭିଜନ ଗସ୍ତ
୫-ଟି ଆଧାରରେ ସ୍ୱଚ୍ଛତା ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ।
ଭୁବନେଶ୍ୱର/ଭବାନୀପାଟଣା (ଶାସକ ପ୍ରଶାସକ) : ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୨ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଗୁରୁବାର…