ବ୍ଲକ୍ ଅଧ୍ୟକ୍ଷ ପାଇଁ ନିର୍ଣ୍ଣାୟକ ଭୂମିକା ନେବେ ନେବେ ସ୍ଵାଧୀନ ସ୍ବାଧୀନ ପ୍ରାର୍ଥୀ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ-: ନାଇଗାଁ ବ୍ଲକ୍‌ର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଫଳାଫଳ ଘୋଷଣା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ବ୍ଲକ ଅଧ୍ୟକ୍ଷ ପଦ ଉପରେ । ବ୍ଲକ ଅଧ୍ୟଶ ପବ ମହିଳା ପାଇଁ ସଙ୍ଗୀକ୍ଷଣ ରହିଥିବା ବେଳେ ବ୍ଲକରେ ୧୬ ପଞ୍ଚାୟତ ରହିଛି l ଫଳାଫଳ ଅନୁସାରେ ଜିଲ୍ଲା ପରିଷଦ ଜୋନ୍ ନଂ ୧ରେ ଗଳବାସୀ ପଞ୍ଚାୟତର ମିଜେବି ସମର୍ଥକ ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ସ୍ଵାଇଁ, ଅଜୟ ବିଜେଡି ସମର୍ଥିତ ସମିତି ସଭ୍ୟ ସାଗରିକା ଦାସ, କାମୁର୍ଖ ନିକେଶ ସମର୍ଥତ ସମିତି ସଭ୍ୟ ଚନ୍ଦନା ପୂଝାରୀ ନିର୍ବାଚିତ ହୋଇଛନ୍ତି । ଜୋନ ନମ୍ବର ୨ରେ ବିଜେ ସମର୍ଥତ ସମିତି ସଭ୍ୟ ଏଷଜଣାର ବିରେନ୍ଦ୍ର ବିଶ୍ୱାଳ, ବାଶର ଅବଚ ମହାରଣା, ଡାବରର ସୁବଳ ବେହେରା, ଶିଖରର ଦ୍ୱା ଲେଙ୍କା ନିର୍ବାଚିତ ହୋଇଛି । ସମୁଦାୟ ୭ଜଣ ବିଜେଡି ସମର୍ଥନ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ସମର୍ଥିତ ସମ୍ପତି ସଭ୍ୟ ଜୋନ ନଂ ୧ରେ ରୋହିଆ ର ବିଜୟଲକ୍ଷ୍ମୀ ରାଉତ, ଗଜରାଜପୁର ରୁ ରୀନା ଦାସ , ନୂଆଗାଁର ସୁଶ୍ରୀ ଶ୍ରାବଣୀ ରାୟ, ଜୋନ ନମ୍ବର ୨ ର ଟିରୁଣର ଲକ୍ଷ୍ମୀପ୍ରିୟା ପରିଡା, ନୌଙ୍ଗାର ମାନସୀ ଲେଙ୍କାଙ୍କୁ ମିଶାଇ ମୋଟ ୫ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ନିର୍ବାଚିତ ହୋଇଛନ୍ତି l ସେପଟେ ସ୍ଵାଧୀନ ଭାବେ ( ଅସନ୍ତୁଷ୍ଟ ବିଜେଡି) ବଛର ଚନ୍ଦନ କୁମାର ଲେଙ୍କା, ଯୋଡାଶର ତରୁଣକାନ୍ତ ବାରିକ, ଡେଉଁଜିକ ସୁବିତ ପୁରାଥ, କୋଇଅର ପପୁ ରଞ୍ଜନ ମଲ୍ଲିକ ସମ୍ପତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି l ବିଜେଡି ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁହାଁ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଚନ୍ଦନ ଲେଙ୍କା, ତରୁଣକାନ୍ତ ବାରିକ , ସୁଜିତ ପୂଜାଣଙ୍କୁ। ଦଳରୁ ନିଲମ୍ବିତ କରିଥିବା ପ୍ରେସ୍ କରାହାଲିରେ ଜଣାଇଛନ୍ତି ବିଜେଡି ଓ କଂଗ୍ରେସ ସମର୍ଥିତ ସହିତ ସଭ୍ୟଙ୍କୁ ଦେଖିବାକୁ ଗଲେ ବିଜେଡିର ସଂଖ୍ୟା ଗରିଷ୍ଠତା । ରହିଛି କିନ୍ତୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ମ୍ୟାଜିକ ଅପରପକ୍ଷେ ଦେଖିବାକୁ ଗଲେ ସଂଖ୍ୟା ୯ ରହିଛି । ତେଣୁ ବିଜେଡି ପଞ୍ଚାୟତି ସମତି ଦଖଲ ପାଇଁ ସ୍ବାଧୀନ ପ୍ରାର୍ଥୀଙ୍କୁ ମନେଇବା ପାଇଁ ପ୍ରୟାସ କରି ରହିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ସ୍ବାଧୀନ ପ୍ରାର୍ଥୀଙ୍କ ହାତ ମୁଠାକୁ ନେଇ ପଞ୍ଚାୟତ ସମତି ଗଠନ କରିବାରେ କଂଗ୍ରେସ ସମର୍ଥ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।ବରିଷ୍ଠ ବିଜେଡି କର୍ମୀ ମହର ସ୍ବାଇଁଙ୍କୁ ବିଜେଡି ଅଣଦେଖା କରିବାକୁ ଶ୍ରୀ ସ୍ୱାଇଁ ସ୍ବାଧୀନ ଭାବେ ସମିତ ସଭ୍ୟ ପ୍ରାର୍ଥୀକୁ ନିର୍ବାଚନ ମଇଦାନକୁ ଆଣିଥିଲେ ଶ୍ରୀ ପାଇଁ ବିଜେଚିତ ଜଣେ ଦକ୍ଷ ସଙ୍ଗଠକ ହୋଇଥିଲା ବେଳେ ବର୍ତ୍ତମାନ ଦଳ ପ୍ରତି ଅସନ୍ତୁଷ୍ଟ ରହି କଂଗ୍ରେସ ସହିତ ଅତିର ବୁଝାମଣା ଜରିଆରେ ସମସ୍ତ ସଭ୍ୟ ପଥୀଙ୍କୁ ନିର୍ବାଚିତ କରିଥିବା କୁହାଯାଉଥିବା ବେଳେ କଂଗ୍ରେସ ସହିତ ଏ ନୂଆ ସମିତି ସଭ୍ୟ ଭୋଟ ହାଟେଇଥିବା ଚର୍ଚ୍ଚା ହେଇଥିବା ବେଳେ ସେ ମଧ୍ୟ କଂଗ୍ରେସକୁ ସମର୍ଥନ କରିବା ସମ୍ଭାବନା ଯଥେଷ୍ଟ ରହିଛି ଏହି ପ୍ରାର୍ଥୀ କଂଗ୍ରେସକୁ ସମର୍ଥନ କଲେ ବିଜେଡି ଓ କଂଗ୍ରେସ ମଧ୍ୟରେ ସମାନ ସଂଖ୍ୟା ହେବ । ତେଣୁ ଡେରିକି ଓ ବଚ୍ଛାଳ ଉପରେ ଏ ଦଳକ ଦୃଷ୍ଟି ରହିଥିବା ଜଣାଯାଇଛି ଉକ୍ତ ଦୁଇ ପ୍ରାର୍ଥୀଙ୍କୁ ସିଏ ମନେଇବାରେ ସକ୍ଷମ ହେବ ସେହି ଦଳ ର ନାଉଗାଁ ପଞ୍ଚାୟତ ସମିତି ବଖଲ କରିପାରିନ ବୋଶ ବୁଦ୍ଧିଜୀବ ମହଲରେ ଚର୍ଚ୍ଚା ହେଉଛି ।ବୌପଲ କଲେଜ ସମର୍ଥକ ଗଳଗଭୀର ସମତ ସଭ୍ୟ ଲକ୍ଷ୍ମୀପ୍ରିୟା ଭୂଇଁ, ପାମ୍ପତ ଆସନିକ ଲେଙ୍କ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥବା ବେଳେ କଂଗ୍ରେସ ସମର୍ଥିତ ନୂଆଖି ପଞ୍ଚାୟତର ଦୃଶ୍ୟ ଶ୍ରବଣା ତାପ ଓ ନାଉଙ୍ଗା ପଞ୍ଚାୟତର ସମିତି ସଭ୍ୟ ମାନବା ଲେଙ୍କା ଅଧ୍ୟକ୍ଷା ପନ ଖେଳରେ ରହିଛନ୍ତି । ଉଭୟ ଦଳ ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ଯାହାକୁ ମନୋନିତ କରାଯିବା ଅନ୍ୟ ଜଣେ ଯଦି ଅସରୁ ପ୍ରକାଶ କଲେ ତେବେ ଜିଲ୍ଲା ଅଧ୍ୟକ୍ଷା ପଦ କାହା ଭାଗରେ ପଡ଼ିବା ତାହା ନିର୍ଣ୍ଣୟ କରିବା ନଳକ ବୋଲି ଚର୍ଚ୍ଚା ହେଉଛି l

Leave A Reply

Your email address will not be published.