ବରଗଡ :- ନିର୍ବାଚନ ପୂର୍ବରୁ ବରୋଧୀ ଦଳ ମାନଙ୍କରୁ ଅନେକ ନେତା ବିଜୁ ଜନତା ଦଳରେ ସାମିଲ ହୋଇ ଦଳ କୁ ମଜବୁତ କରିଥିଲେ । ଆଜି ଭାରତୀୟ ଜନତା ପାର୍ଟି ର ନଗର ସମ୍ପାଦକ ସୌମ୍ୟଜିତ(ପିଣ୍ଟୁ) ପାଢ଼ୀ ବିଜେପି ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରଭାବିତ ହୋଇ ବିଧିବଦ୍ଧ ଭାବରେ ପଦ୍ମପୁର ବିଜୁ ଜନତା ଦଳର ଅଫିସ ରେ ଯୁବ ନେତା ଶ୍ରୀ ଭୋଜରାଜ ସିଂ ବାରିହା ଙ୍କର ଉପସ୍ଥିତରେ ବିଜୁ ଜନତା ଦଳରେ ଯୋଗଦାନ କଲେ । ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳ ଏନଏସସି ସଭାପତି ତଥା ପୂର୍ବତନ ନଗରପାଳ ଶ୍ରୀ ପ୍ରୀତମ ମେହେର, ଓ ବିଜୁ ଯୁବ ଜନତା ଦଳର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post