ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ

0

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ବିଜେଡିରୁ ଆଜି ନିଲମ୍ବିତ ହୋଇଛନ୍ତି ପୁରୀ ସଦର ବ୍ଲକର ପୂର୍ବତନ ସମିତି ସଭ୍ୟ ପ୍ରଭାକର ସମର୍ଥା | ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ସମର୍ଥାଙ୍କୁ ଆଜି ନିଲମ୍ବିତ କରାଯାଇଥିବା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଂଜନ ମଙ୍ଗରାଜ ସୂଚନା ଦେଇଛନ୍ତି |

Leave A Reply

Your email address will not be published.