ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରର ଲାଲବାହାଦୁର ଶାସ୍ତ୍ରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପଦ୍ମପୁର ଡାକ୍ତରଖାନା ପକ୍ଷରୁ ୧୨ ବର୍ଷ ରୁ ୧୫ ବର୍ଷ ବୟସ୍କ ପିଲା ମାନଙ୍କୁ କୋଭିଡ଼ ଟିକାକରଣ କରାଯାଇଛି । ପ୍ରଥମ ଦିନରେ ୬୦ ଜଣ ପିଲାଙ୍କୁ ଟୀକାକରଣ କରାଯାଇଥିବା ଜଣାପଡିଛି । ଟିକାକରଣରେ ତୋଷବନ୍ତ ସାହୁ,ଲିସା ବହିଦାର, ଆଶାକର୍ମୀ ମଞ୍ଜୁ ଭୋଇ , ଶିକ୍ଷକ ସୁବାଷ ନାଥ,ସନ୍ତୋଷ ରାଉତ ଓ ସଞ୍ଜୁକ୍ତା ରଥ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.