Sign in
Sign in
Recover your password.
A password will be e-mailed to you.
ଏସଭିଏମ କଲେଜର ଜମି ବିବାଦ: ତେଜୁଛି ଅସନ୍ତୋଷ
ଜଗତସିଂହପୁର/ସୁମନ୍ତ କୁମାର ଦାସ :ଆଜି ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦର ଛାତ୍ରନେତାମାନେ କଲେଜର ଜମିକୁ ଜିଲ୍ଲା ପ୍ରଶାସନର ଦଖଲକୁ ବିରୋଧ କରି ଧାରଣାରେ ବସିଥିବା ଦେଖାଯାଇଥିଲା । ସୂଚନା ଥାଉ କି କଲେଜ ପାର୍ଶ୍ୱରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଓ…
ଫେବୃଆରୀ ପହିଲାରୁ ଶ୍ରୀମନ୍ଦିର ସାଧାରଣ ଦର୍ଶନ
ପୁରୀ/ ଅନିମେଶ ପଟ୍ଟନାୟକ : ଫେବୃଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର । ଏନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବ ପରି ପଶ୍ଚିମ ଦ୍ୱାର ଦେଇ ପୁରୀବାସୀ କରି ପାରିବେ ଦର୍ଶନ । ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା ଦେଇଛନ୍ତି ସୂଚନା । ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…
ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବ୍ଲକ କଂଗ୍ରେସର କର୍ମୀ ବୈଠକ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟିର ଏକ ବୈଠକ ବ୍ଲକ କଂଗ୍ରେସ କମିଟିର ସଭାପତି ଶ୍ରୀ ସୁକାନ୍ତ କୁମାର ମହାନ୍ତି ଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଉପୁଳେଇ ଠାକୁରାଣୀଙ୍କ ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ପ୍ରଦେଶ କଂଗ୍ରେସ ର ସାଧାରଣ…
ଭଗବତୀ ଉଚ୍ଚ ବିଦ୍ୟାଳୟ ଜୟପୁର ପାଇଲା ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ୨୦୨୧-୨୨ ଶିକ୍ଷା ବର୍ଷା ରେ ଦଶମ ଶ୍ରେଣୀ ଶତ ପ୍ରତିଶତ ରେଜଲ୍ଟ ପାଇଁ ଭଗବତୀ ଉଚ୍ଚ ବିଦ୍ୟାଳୟ ଜୟପୁରକୁ ମିଳିଛି ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ସାହୁ ଓ କିଛି ବୁଦ୍ଧିଜୀବୀଙ୍କ ଅକ୍ଲାନ୍ତ ପରିଶ୍ରମରେ ବିଗତ…
ବିଜେପିରେ ମିଶିଥଲେ , ଭୁଲ ବୁଝି ଘରକୁ ବାହୁଡ଼ିଲେ କଙ୍ଗାଲୁ
ଅପପ୍ରଚାର ଓ କୂଟନୀତିକୁ ଅସ୍ତ୍ର କରିଛି ବିରୋଧୀ :- ରାଜେନ୍ଦ୍ର ରାଉତ
ବରଗଡ :- ବରଗଡ଼ ଲୋକସଭା ସାଂସଦ ଙ୍କର ଉପସ୍ଥିତିରେ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମର କଙ୍ଗାଲୁ ବାରିହା ନାମକ ଜଣେ ବିଜୁ ଜନତା ଦଳର କର୍ମୀଙ୍କୁ ବିଜେପିରେ ସାମିଲ କରାଯାଇଥିଲା । ଆଜି କଙ୍ଗାଲୁ ବାରିହା ପାଇକମାଲ ବିଜୁ…
ପଦ୍ମପୁର ଓକିଲ ସଂଘ ର ତାଲାବନ୍ଦ ଆନ୍ଦୋଳନ, ଦ୍ଵିତୀୟ ଦିନରେ ମଧ୍ୟ ଅଚଳାବସ୍ଥା ଜାରି
ପଦ୍ମପୁର(ଶାସକପ୍ରଶାସକ)-ଗୁରୁବାର ଦିନରୁ ପଦ୍ମପୁର ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି, ଉପଜିଲ୍ଲାପାଳ କୋର୍ଟ କାର୍ଯ୍ୟକ୍ଷମ ନହେବା, ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ବବ୍ୟବହାର ଏବଂ ସବ୍ ରେଜିଷ୍ଟ୍ରାର ଅଫିସରେ…
“ଓପିଲିପି” ଅଧିନରେ ଜନକଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ଜନକଲ୍ୟାଣ ପ୍ରତିଷ୍ଠାନ" ମାଧ୍ୟମରେ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଲିପି) ଅନ୍ତର୍ଗତରେ ବିଭିନ୍ନ…
“ମହିଳାଙ୍କ ପରି ଗଢ଼ାଯିବ ପୁରୁଷ ସ୍ୱଂୟ ସହାୟକ ଗୋଷ୍ଠୀ”
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜେପି ଇସ୍ତାହାର
ପଂଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ହେବ, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବ
ଭୂବନେଶ୍ୱର, : ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ “ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ” କେବଳ ଏକ ନାରା ନୁହେଁ ବରଂ ଏହା ଏକ…
ଆମ୍ବୁଲାନସ ଧକ୍କାରେ ପ୍ରାଣ ହରାଇଲେ ସାଇକେଲ ଆରୋହୀ: ଚଣ୍ଡେଶ୍ୱର ଛକରେ ଉତ୍ତେଜନା
ବାଣପୁର ( ସେକ୍ କୌଶର ): ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଆମ୍ବୁଲାନସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଚଣ୍ଡେଶ୍ୱର ଗ୍ରାମ ଇନ୍ଦିରା କଲୋନୀର କୁବେର ନାୟକ (୫୦) ସାଇକେଲ ଯୋଗେଁ ପେଟ୍ରୋଲ ପମ୍ପ…
କୁକୁଡ଼ା ଲାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ପରିକ୍ଷୀତ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍
ରାଉରକେଲା,(ବସନ୍ତ କୁମାର ଜେନା):ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍ କୁକୁଡା ସମବାୟ ସମିତି (ଲାମ୍ପସ୍ )ର ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି…