Sign in
Sign in
Recover your password.
A password will be e-mailed to you.
ଜାଲ ଜାତିଗତ ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ୁଥିବା ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ବିରୋଧରେ ଅଭିଯୋଗ ଆଣିଲେ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଆଇନ ଅନୁଯାୟୀ କୌଣସି କ୍ଷେତ୍ରରେ ଜାତିଗତ ପ୍ରମାଣପତ୍ରକୁ ନକଲି କରି ବ୍ୟବହାର କରାଗଲେ ସେହି ବ୍ୟକ୍ତିଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ହେଲେ ବିଭିନ୍ନ ସମୟରେ ମୋହନା ବ୍ଳକରେ ରାଜସ୍ଵ ଅଧିକାରୀଙ୍କୁ ହାତ ବାରିଶୀ କରି…
ସିଆରପିଏଫ ୧୯ ବଟାଲିଅନ ପକ୍ଷରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ: ଗ୍ରାମବାସୀଙ୍କୁ ସୋଲାର ଲ୍ୟାମ୍ପ ଏବଂ ରେଡ଼ିଓ ବଣ୍ଟନ ।
ରାଉରକେଲା(ବସନ୍ତ କୁମାର ଜେନା):ରାଉରକେଲା ସି ଆର ପି ଏଫ ୧୯ ବାଟାଲିଅନ ପକ୍ଷରୁ ସୁନ୍ଦରଗଡ ଜିଲ୍ଲା ଜାମୁଡ଼ିହି ଠାରେ ଏକ ସିଭିକ ଆକ୍ସନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମାଓ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀ ମାନଙ୍କୁ ସୋଲାର ଲ୍ୟାମ୍ପ ଏବଂ ରେଡ଼ିଓ ବଣ୍ଟନ…
ବନ୍ଧା ହେଲେ ପରୀକ୍ଷିତ
ରାଉରକେଲା,(ବସନ୍ତ କୁମାର ଜେନା):ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର କୁକୁଡ଼ା ଲ୍ୟାମ୍ପସ ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ପରୀକ୍ଷିତ ସାହୁଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପରୀକ୍ଷିତ ଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।…
ଧରାପଡ଼ିଲା ନକଲି ଏମ୍ଭିଆଇ ଟିମ୍: ୪ ଗିରଫ
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଟକ-ମାଛଗାଁ ମୁଖ୍ୟରାସ୍ତାରେ ଏମ୍ଡିଆଇ(ମୋଟର ଭେହିକିଲ ଇନ୍ସପେକ୍ଟର) ଟିମ୍ ସାଜି ଗାଡି ଚାଳକଙ୍କୁ ଲୁଟ୍ କରୁଥିବା ଏକ ନକଲି ଏମ୍ଭିଆଇ ଟିମ୍ ଶୁକ୍ରବାର ପୋଲିସ ହାତରେ ଧରାପଡ଼ିଛି । ଏହି ଅଭିଯୋଗରେ ୪…
ଡିଆଇପିଆରଓମାନଙ୍କୁ ସୂଚନା ଅଧିକାରକେନ୍ଦ୍ରୀୟ ପରିଚାଳନା ବ୍ୟବସ୍ଥାର ବ୍ୟବହାର ସଂପର୍କିତ ପ୍ରଶିକ୍ଷଣ
ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲାସ୍ତରୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟଗୁଡିକରେ ସୂଚନା ଅଧିକାର ଆଇନ୍ ବଳରେ ଉପାଧିପ୍ରାପ୍ତ(ମନୋନୀତ)…
ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି
ସରକାରୀ କର୍ମଚାରୀ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରିବା ଧର୍ତ୍ତବ୍ୟ ଅପରାଧ ଏବଂ ଦଣ୍ଡନୀୟ : ଗୋଲକ ମହାପାତ୍ର
ଭୂବନେଶ୍ୱର :ସରକାରୀ କଳ ଓ ବଳ ଏବଂ ଶାସନ କ୍ଷମତାର ଅପବ୍ୟବହାର କରିବା ସହିତ ବ୍ୟାପକ ଭାବେ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି ଶାସକ ବିଜେଡି ।…
ଶିରିଡ଼ି ସାଇ ମନ୍ଦିରରେ ଜଳାଭିଷେକ
ଜଗତସିଂହପୁର,/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଅଁରା ପଞ୍ଚାୟତର ଶାଳିଜଙ୍ଗାଠାରେ ଥିବା ଶିରିଡି ସାଇ ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ଆଜି ଆରମ୍ଭ ହୋଇଛି। ଆଜି ପ୍ରତ୍ୟୁଷରୁ ମହିଳାମାନେ ଚିକିଣିଆ ନିକଟସ୍ଥ ହଂସୁଆ ନଦୀରୁ କଳସଯାତ୍ରାରେ ଆସି ଶିରିଡି…
ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍: ବାଲିପଟା ସେମିରେ
ପଦ୍ମପୁର: ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମ.ଏଲ.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳରେ ସର୍ଗିପାଲି ଦଳ ମହୁଲପାଲି ଦଳକୁ ହରାଇ ଏବଂ ବାଲିପଟା ଦଳ କେଛୋମାଲ ଓ ଖୁଣ୍ଟପାଲି ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ…
ଚୋରକୁ ବାନ୍ଧି ଲଣ୍ଡା କଲେ ଲୋକେ
ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଜଗତସିଂହପୁର ଥାନା ଅଧୀନ ଖଇରଙ୍ଗ ପଞ୍ଚାୟତ ଆଶ୍ରମପାଟଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜ ଛକ ନିକଟରେ ଥିବା ସାଧୁ ସାହୁଙ୍କ ଗୁଆ ଗୋଦାମରୁ ଦୁର୍ବୃତ୍ତମାନେ ଆକ୍ରୋଶ ମୂଳକ ଭାବେ ଗତକାଲି ବିଳମ୍ବିତ ରାତିରେ ଗୁଆ ଚୋରି କରୁଥିବା ବେଳେ ଲୋକଙ୍କ…
ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସୁବିଧା ସମ୍ପର୍କରେ ଯତ୍ନବାନ ରହିବାକୁ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ
ବିଭାଗୀୟ ଅଧିକାରୀମାନଙ୍କୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ) :ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ…