ରାଜନୈତିକ ଦଳ ଏବଂ ପ୍ରାର୍ଥୀକୁ ନେଇ ପର୍ଯ୍ୟବେକ୍ଷକ ମାନଙ୍କର ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ପ୍ରତନିଧି , ନିର୍ବାଚନକୁ କିପରି ସ୍ୱଚ୍ଛ , ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ -ବିଶ୍ଵମୋହନ ରାୟ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ମଦନ…

ସାଧାରଣତନ୍ତ୍ର ଦିବସ ଅବସରରେ ଜ଼ିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଆଦିତ୍ୟ ବିର୍ଲା ଛାତ୍ରୀଙ୍କ ସଫଳତା

କାଶୀପୁର ରୁ ବୈକୁଣ୍ଠ ଦୁରିଆ:  ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ କୋଭିଡ୍ ନିୟମକୁ ପାଳନ…

ତିର୍ତ୍ତୋଲ ବ୍ଲକର ଚାରି ନମ୍ବର ଜୋନରେ ହେବ ବିଜେଡି ଓ ବିଜେପି ର ଦାମଦାର ଲଢେଇ

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଫଳାଫଳକୁ ନେଇ ଏବେଠାରୁ ଚାଲିଲାଣି ଅଙ୍କକଷା। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଶାସକ ବିଜେଡି, କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ତ୍ରିମୂଖୀ ଲଢେଇ ହେବ ବୋଲି…

+2 ଦ୍ୱିତୀୟ ବାର୍ଷିକ ପରୀକ୍ଷା ବନ୍ଦ କରିବା ଲାଗି ଜଗତସିଂହପୁର କଲେକ୍ଟର ଅଫିସ ଘେରାଉ.

ଜଗତସିଂହପୁର / ସୁମନ୍ତ କୁମାର ଦାସ : ଜଗତସିଂହପୁର ଛାତ୍ର ସଂଘ ତରଫରୁ ଆଜି ଜିଲ୍ଲା କଲେକ୍ଟର ଅଫିସ ଘେରଉ କରିଥିଲେ । ଏବଂ+2 ଦ୍ୱିତୀୟ ବାର୍ଷିକ ପରୀକ୍ଷା ବନ୍ଦ କରାଯାଉ ବୋଲି ଏକ ଆନ୍ଦୋଳନ କରିଥିଲେ ଏବଂ କଲେଜ ର ଛାତ୍ର ମାନେ କହିବା ଅନୁଯାୟୀ କଲେଜ ପିଲା ମାନଙ୍କ ସହ ଖେଳାଯାଉଛି।ପଢ଼ିବା ପାଇଁ…

ଗୋପାଳପୁର(ଶଙ୍ଖେଶ୍ୱର ) ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ଜଗତସିଂହପୁର  // ସୁମନ୍ତ କୁମାର ଦାସ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର ) ପଞ୍ଚାୟତରେ  ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି. ଏହି ମିଶ୍ରଣ ପର୍ବରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ ବିଜେପି ଓ କଂଗ୍ରେସ ଦଳରୁ ୨0 ରୁ ଉର୍ଦ୍ଧ ବିଜେପି ଓ…

ନେତାଙ୍କୁ ମନା ବାଦପୁର ଗ୍ରାମ : ରାସ୍ତା ,ପାଣି , ଅଙ୍ଗନବାଡି ଗୃହ ଦିଅ ଭୋଟ ନିଅ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିକାଶ କେବଳ କାଗଜ କଲମରେ ହିଁ ପ୍ରଚାର ପ୍ରସାରରେ ଅଟକି ରହିଛି। ଭାରତ ସ୍ଵାଧିନତା ହେବାର ଦୀର୍ଘ ବର୍ଷ ବିତିଲାଣି ହେଲେ ଏଥି ମଧ୍ୟରେ ଅନେକ ନେତା ମନ୍ତ୍ରୀ ସରକାରୀ ବାବୁ ଆସିଲେଣି ଗଲେଣି ଆଉ ଅଭିଯୋଗ ପରେ ଅଭିଯୋଗ ଦେଇ ଦେଇ ଜନତା…

ସହିଦ ପୀଠରେ ୭୩ ତମ ଗଣତନ୍ତ୍ର ଦିବସ ପାଳନ,ସହିଦ ପରିବାରଙ୍କୁ ସମ୍ବର୍ଦ୍ଧନା।

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ବିନିଷ ପୁର ଗାଁର ଲୋକେ ଇଂରାଜି ଶାସନ କାଳରେ ତାଙ୍କ ସହିତ ଲଢ଼ି ମୃତ୍ୟୁ ବରଣ କରିଥିବା ୭ ଜଣ ପରିବାରକୁ ବିଶ୍ୱ କଲ୍ୟାଣ ସାଧନା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ୭୩ ତମ ଗଣତନ୍ତ୍ର ଦିବସ…

ମୁଖ୍ୟମନ୍ତ୍ରୀ ନେଲେ କୋଭିଡ ସମୀକ୍ଷା : ଆତଙ୍କିତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରଶାସନ କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଫ୍ରଣ୍ଟ ଲାଇନ ୱାର୍କର ଓ ବୟସ୍କ ମାନଙ୍କୁ ବୁଷ୍ଟର ଡୋଜ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ କୋଭିଡ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ଜନସାଧାରଣଙ୍କୁ…

ଅସ୍ତରଙ୍ଗର ବିଭିନ୍ନ ସ୍ଥାନରେ 73ତମ ଗଣତନ୍ତ୍ର ଦିବସ ପାଳିତ ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ 73ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟଠାରେ ତହସିଲଦାର ରାଜଲଷ୍ମୀ ନାୟକ ପତାକା ଉତୋଳନ କରିଥିବାବେଳେ ଥାନାଠାରେ ବାମଦେଵ ନନ୍ଦ, ଅସ୍ତରଙ୍ଗ…

“ଫାଟ ସୃଷ୍ଟି କରି ଜିତିବାର ବାଟ ଖୋଜୁଛନ୍ତି ଅସହାୟ ବିରୋଧୀ”

ବରଗଡ(ଶାସକ ପ୍ରଶାସକ)- ପଞ୍ଚାୟତ ବିଗୁଲ ବାଜିଲା ପରେ ସରଗରମ ହୋଇଛି ରାଜନୀତି । ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜୁଜନତାଦଳ ର ଲୋକପ୍ରିୟତା ରେ ଭୟଭିତ ହୋଇ ବିଜେପି ତଥା ବିଜେପି ନେତାଏ ଛାନିଆ ହୋଇ ପଦ୍ମପୁର ବିଜେଡିରେ ଫାଟ ସୃଷ୍ଟି କରି ପଞ୍ଚାୟତ ନିର୍ବାଚନ ରେ ସଫଳ ହେବାର…