Sign in
Sign in
Recover your password.
A password will be e-mailed to you.
ପରୀକ୍ଷା ବାତିଲ ଦାବିରେ ରାଜପଥ ଅବରୋଧ
ବାଣପୁର ( ସେକ୍ କୌଶର ): କରୋନା ମହାମାରୀରେ ପରୀକ୍ଷା ବାତିଲ ଦାବିରେ ରାଜପଥ ଅବରୋଧ କରିଛନ୍ତି ଶତାଧିକ ଛାତ୍ର। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଏପରି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ର ବାଲୁଗାଁ ଗାନ୍ଧୀ ଛକ ଅବରୋଧ କରିଥିଲେ…
ଚିଲିକାରେ ପୁଣି ପକ୍ଷୀ ଶିକାର: ୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ
ବାଣପୁର(ସେକ୍ କୌଶର ) : ଚିଲିକାରେ ବିଗତ କିଛି ଦିନ ହେବ ପକ୍ଷୀ ଶିକାର ବନ୍ଦ ରହିଥିବା ବେଳେ ଗୁରୁବାର ଦିନ ପୁଣି ଉକ୍ତ ଅଞ୍ଚଳରେ ପକ୍ଷୀ ଶିକାର ଘଟଣା ସାମ୍ନାକୁ ଆସିଛି । ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଜଣେ…
ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ
ନିଶ୍ଚିନ୍ତକୋଇଲି-ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ,ମେଡ଼ିକାଲ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ସାଧାରଣତନ୍ତ୍ର ଦିବସ କୋଭିଡ଼ କଟକଣା ଅନୁଯାୟୀ ପାଳିତ ହୋଇଯାଇଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ…
ନବୀନ ସରକାରଙ୍କ ବହୁମୁଖୀ ଯୋଜନାର ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଅ:ସାଂସଦ ଅଚ୍ୟୁତ ସାମନ୍ତ
କନ୍ଧମାଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀଠାରେ ବିଜେଡ଼ି କର୍ମୀ ସମ୍ମିଳନୀରେ ଯୋଗଦେଇ କର୍ମୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବହୁମୁଖୀ ଯୋଜନା ପ୍ରଣୟନ…
ମେଲଛାମୁଣ୍ଡା ମନ୍ଦିର ପୂଜକଙ୍କ ପରଲୋକ: କାନ୍ଧ ଦେଲେ ଦଶ ଝିଅ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଜଗନ୍ନାଥ ମନ୍ଦିରର ପୂଜକ ଘାସିରାମ ପାଣିଗ୍ରାହୀଙ୍କ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହେଉଥିଲା । ସେ ଦୀର୍ଘ ୧୨ ବର୍ଷ ପୂର୍ବରୁ ଅନ୍ନ ଗ୍ରହଣ କରୁ ନ ଥିଲେ । ଗୋଟିଏ ଗ୍ଳାସ କ୍ଷୀର ଏବଂ ଗୋଟିଏ ରୁଟିରେ ଦୀର୍ଘ ୧୨ବର୍ଷ…
ମାହାଙ୍ଗା : ବିଜେପି କର୍ମୀଙ୍କ ବିଜେଡି ରେ ଯୋଗଦାନ ।
ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) :- ମାହାଙ୍ଗା ବ୍ଲକ ସାହାପୁର ଗ୍ରାମପଂଚାୟତର ବହୁ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଏବଂ ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ନଗର ଉନ୍ନୟନ ଓ ଗୃହନିର୍ମାଣ…
ଓଡ଼ିଆ ବାୟୁସେନା ଅଧିକାରୀ ରାଉରକେଲାର ଚିନ୍ମୟଙ୍କୁ ବାୟୁସେନା ମେଡାଲ
ରାଉରକେଲା(ବସନ୍ତ କୁମାର ଜେନା):,ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ରାଉରକେଲାର ଚିନ୍ମୟ ପାତ୍ରଙ୍କୁ ବାୟୁ ସେନା ମେଡାଲ ପ୍ରଦାନ କରାଯାଇଛି। ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ଜନକ ପଦକ ପ୍ରଦାନ କରାଯାଇଥିଲା। ଚିନ୍ମୟ ନିଜ ପରିବାର ସହ ଛେଣ୍ଡ କଲୋନୀ ରେ ରହୁଥିଲେ…
“ଶ୍ରଦ୍ଧା” ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ
ରାଉରକେଲା,(ବସନ୍ତ କୁମାର ଜେନା): ଶ୍ରଦ୍ଧା ଅନୁଷ୍ଠାନ ପରିସରରେ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଉରକେଲା ରାଉଣ୍ଡ ଟେବୁଲ -୧୯୪ ର ଅଧ୍ୟକ୍ଷ ଶ୍ରୀ ଅଭିଜିତ ମହାନ୍ତି ଏବଂ ଲେଡିସ୍ ସର୍କକ ଇଣ୍ଡିଆ -୧୨୦ର ଅଧ୍ୟକ୍ଷା କୁମାରୀ ସଞ୍ଜନା ଗର୍ଗ ଉପସ୍ଥିତ ହୋଇ ପତକା ଉତୋଳନ କରିଥିଲେ ।…
ବିଜୟୀ ପାଇଁ ନେତାଙ୍କର “ଭୋ-ଟ-ମ”ଫର୍ମୁଲାକୁ ବ୍ୟବହାର
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ପାଇଁ ନେତା ଓ ପାର୍ଥି ମାନେ ' ଭୋ-ଟ-ମ ' ଫର୍ମୁଲାକୁ ଗୁରୁତ୍ୱ ଦେଉଥିବାର ପରିଲକ୍ଷିତ ହେଉଛି ! କିନ୍ତୁ ଅଧିକାଂଶ ସ୍ଥାନୀୟ ସମସ୍ୟା ଓ ତାର ପ୍ରତିକାର ପାଇଁ କେହିବି କିଛି ହେଲେ ପ୍ରତିଶୃତି ଦେଉନାହାନ୍ତି କି…
ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ସି.ଏଚ୍.ଲକ୍ଷ୍ମୀପୁର ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ…