Sign in
Sign in
Recover your password.
A password will be e-mailed to you.
ଜମି ବିବାଦକୁ ନେଇ ହତ୍ୟାକାଣ୍ଡ : ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ ବାପା ମୃତ, ଭାଇ ଗୁରୁତର ।
ଉମରକୋଟ/ ଜିତେନ୍ଦ୍ର ମହାନ୍ତି: ଜମିଜମା ବିବାଦକୁ ନେଇ ସଂଘଟିତ ହୋଇଛି ହତ୍ୟାକାଣ୍ଡ । ପୁତୁରାର ଟାଙ୍ଗିଆ ଓ ଛୁରୀ ଚୋଟରେ ବଡ଼ ବାପା ମୃତ୍ୟୁବରଣ କରିଥିବା ବେଳେ ଭାଇ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ଗ୍ରାମରେ ।…
ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସୁନାଖଣ୍ଡି ସମିତି ସଭ୍ୟ ସମ୍ବରୁ କୁଲେସିକା ।
କଲ୍ୟାଣସିଂହପୁର- ପ୍ରଦୀପ ଦଲାଇ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁନାଖଣ୍ଡି ପଞ୍ଚାୟତ ରେ ମୋଟ ଭଟର ସଂଖ୍ୟା ୪୨୫୦ ଥିବା ବେଳେ ଆଜି ସମିତି ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପଞ୍ଚାୟତ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି ।ଉକ୍ତ ପଞ୍ଚାୟତରେ ବିଜେଡି ସମର୍ଥକ ସମିତି ସଭ୍ୟ ଭାବରେ…
ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ
ଭଞ୍ଜନଗର,/ନିଲୁ ବିଷୋୟୀ : ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭଞ୍ଜନଗର ଉପଖଣ୍ଡ ପୁଲିସ ପକ୍ଷରୁ ସହର ସମେତ କିଛି ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଜି ସଂନ୍ଧ୍ୟାରେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ…
ଓଡିଶାବାସୀ ଚାହୁଁଛନ୍ତି ପରିବର୍ତନ: ଡି. ପୁରନ୍ଦେଶ୍ୱରୀ
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରିଲିଜ୍ ହେଲା ବିଜେପିର ଅଭିଯୋଗ ପତ୍ର
ଶକ୍ତିଶାଳୀ ପଂଚାୟତ ରାଜ ବ୍ୟବସ୍ଥା ମାଧ୍ୟମରେ ଓଡିଶାର ସମୃଦ୍ଧି ତଥା ସାମଗ୍ରିକ ଉନ୍ନତି ପାଇଁ ପଦ୍ମ ଚିହ୍ନରେ ଭୋଟ୍ ଦେଇ ସମସ୍ତ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ଆହ୍ୱାନ…
ବିଜେପି ପକ୍ଷରୁ ନିଶ୍ଚିନ୍ତକୋଇଲି ରେ ୨୪ ଓ ୨୬ ନଂ ଜୋନ୍ କାର୍ଯ୍ୟାଳୟ ଉଦ୍ଘାଟିତ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଏବଂ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମ ,ସଭାସମିତି କରିବା ପାଇଁ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ଲାବଣ୍ୟ ଗ୍ୟାସ ଅଫିସ ନିକଟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ…
ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ନରସିଂହ
ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ କଲେ ନିବେଦନ
ବଲାଙ୍ଗିର(ନିରୋଜ ମିଶ୍ର) : -ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗସ୍ତ…
ଖପ୍ରାଖୋଲ ପୋଲିସ କବ୍ଜାରେ କଫ୍ ସିରପ ମାଫିଆ ସୁକୁମାର
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍ ସିରପ କାରବାର ହେଉଥିବା ଜାଣି ପୋଲିସ ଆକ୍ସନ ମୁଡ଼କୁ ଆସି ଗୋଟିଏ ପରେ ଗୋଟିଏ ଅଭିଯୁକ୍ତକୁ ଖୋଜି ଗିରଫ କରୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୋଲିସର ସଫଳ ଗୋଟି ଚାଳନା ହେତୁ ଗତ…
ସିଆରପିଏଫ୍ ତରଫରୁ ଗ୍ରାମୀଣଙ୍କୁ ସୋଲାର ଲାଇଟ ଓ ରେଡିଓ ବଣ୍ଟନ
ରାଉରକେଲା,(ବସନ୍ତ କୁମାର ଜେନା): ୧୯ ବାଟାଲିୟନ ସିଆରପିଏଫ୍ ପକ୍ଷରୁ ବଣାଇଁ ଅନ୍ତର୍ଗତ କେ.ବଲାଙ୍ଗ କ୍ୟାମ୍ପରେ ଆଜି ଶତାଧିକ ଗ୍ରାମୀଣମାନଙ୍କୁ ସୋଲାର ଲାଇଟ ଓ ରେଡ଼ିଓ ବଟଂନ କରାଯାଇଥିଲା । ଏହା ସହ ଗ୍ରାମୀଣମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଚର୍ଚ୍ଚା କରାଯାଇଥିଲା । ଆଜି ଉକ୍ତ…
ସୁନ୍ଦରଗଡ ଜିଲ୍ଳାରେ ୨ ,୦୦୮ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ
୧୯୯୯ ୱାର୍ଡ ମେମ୍ବର , ୪ ସରପଞ୍ଚ , ୫ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚିତ ।
ରାଉରକେଲା,(ବସନ୍ତ କୁମାର ଜେନା):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗମ ହେଲାଣି ପ୍ରଚାର। ନାମାଙ୍କନ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିଜ ସମର୍ଥକଙ୍କ ସହ…
ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ପ୍ରଦାନ କରନ୍ତୁ ଦଳ ତଥା ପ୍ରାର୍ଥୀ
ଓଡିଶା ଅଭିଭାବକ ମହାସଂଘ ଜଗତସିଂହପୁର ଶାଖାର ସାମ୍ବାଦିକ ସମ୍ମିଳନୀ
ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଜଗତସିଂହପୁର କଲେଜଛକସ୍ଥିତ ବିଦ୍ୟାବାଣୀ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର…