ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ର ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କୁ ଝାରବନ୍ଧ ବିଡ଼ିଓ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଙ୍କୁ ବଦଳି କରିଛନ୍ତି।ବାସୁଦେବ ପ୍ରଧାନ ଅମଠି ଏବଂ ଝାରବନ୍ଧ ଦୁଇଟି ପଞ୍ଚାୟତ ଦାୟିତ୍ୱ ମିଳିଛି।ବୁଦ୍ଧଦେବ ଝାଣ୍ଟ ଗୋଠୁଗୁଡା ଏବଂ ବିଲାସପୁର ଦାୟିତ୍ୱ ମିଳିଛି।ଜମୋବତୀ ମାଝୀ ଙ୍କୁ ଭଇସାଦରହା ଓ କନ୍ଦାଡ଼ଙ୍ଗର ପଞ୍ଚାୟତ ଦାୟିତ୍ୱ ମିଳିଛି ଚମ୍ପୁଲାଲ ଲୁହାର ଲଉଡିଦରହା ଓ ଭଣ୍ଡାରପୁରୀ ପଞ୍ଚାୟତ ର ଦାୟିତ୍ୱ ମିଳିଛି।ଏନ ଭି କେ ରାଓ ପଟ୍ଟନାୟକ ଡ଼ଭା ଓ ଛୋଟ ଅନକୀ ପଞ୍ଚାୟତ ଦାୟିତ୍ୱ ମିଳିଛି।ଉପେନ୍ଦ୍ର ସାହୁ ଚଣ୍ଡୀଭଟା ଓ କୁର୍ଲୁପାଳି ପଞ୍ଚାୟତ ଦାୟିତ୍ୱ ମିଳିଛି।ଏବଂ ମନୋଜ ମହାନନ୍ଦ କୁମିର ପଞ୍ଚାୟତ ଦାୟିତ୍ୱ ମିଳିଛି।ଶଶିକାନ୍ତ ଦୀପ ଜଗଦଲପୁର ପଞ୍ଚାୟତ ଦାୟିତ୍ୱ ମିଳିଛି।ସମସ୍ତ ନିର୍ବାହ ଅଧିକାରୀ ଶୀଘ୍ର ପଞ୍ଚାୟତ ଅଫିସ ମାନଙ୍କରେ ପହଞ୍ଚି କାର୍ଯ୍ୟ ରେ ଯୋଗଦାନ ଦେବାକୁ ଝାରବନ୍ଧ ବି.ଡି.ଓ ନିର୍ଦେଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
କୃଷକମାନେ ଏକତ୍ରିତ ଭାବେ ଉତ୍ପାଦିତ ଫସଲକୁ ବଜାରକୁ ଆଣିଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ: ଡବ୍ଲୁଓଡିସି ଅଧ୍ୟକ୍ଷ
Next Post