ଚିଲିକା ( ସେକ କୌଶର )ସମ୍ଭାବ୍ୟ ଅଶାନି ଵାତ୍ୟାର ପ୍ରଭାବରୁ ବାଣପୁର ଏନ ଏସି ଏବଂ ଏହାର ଆଖପାଖ କିପରି ରକ୍ଷଣାବେକ୍ଷଣ କରାଯିବ ଆଉ ବାତ୍ୟା ପ୍ରଭାବିତ ଅଂଚଳରେ କିପରି ଲୋକମାନଙ୍କୁ ସଵୁ ପ୍ରକାର ସାହାଯ୍ୟ କରିହେବ ସେଥିପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନଗରପାଳ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଏକ୍ଜିକ୍ୟୁଟିଭ ଅଫିସର, ସିଡ଼ିପିଓ,ଫାୟାର ଅଫିସର, ମେଡ଼ିକାଲ ମ୍ୟାନେଜମେଣ୍ଟ,ଓ ବାଣପୁର ଏନଏସିର . ଉପ ନଗରପାଳ ଏବଂ ଏନ ଏସି ଅଫିସ ଷ୍ଟାଫ ଉପସ୍ଥିତ ରହି ପରିସ୍ଥିତିର ମୁକାବିଲା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବାକୁ ନିଷ୍ପତ୍ତି ନେଇଥିଲେ ।ସଭିଏଁ ମନପ୍ରାଣ ଦେଇ ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.