ଦେଶର ନିଅଣ୍ଟିଆ ଅବସ୍ଥା କଣ ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳ?

  ଦେଶର ଆର୍ଥିକ ଅବସ୍ଥାକୁ ନେଇ ସରକାର ଶ୍ୱେତପତ୍ର ଜନତାଙ୍କ ଆଗରେ ଉପସ୍ଥାପିତ କରନ୍ତୁ: କଂଗ୍ରେସ ଭୁବନେଶ୍ୱର; ତା 13.5 ରିଖ ପ୍ରଧାନମନ୍ତ୍ରୀଙ୍କ ଖର୍ଚ୍ଚ କାଟ ଉପଦେଶ ତଥା ଦେଶର ଭୁଶୁଡି ପଡୁଥିବା ଅର୍ଥନୀତିକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା lଏହି…

ସିଏମ୍ ଟ୍ରୋଫି ଫୁଟବଲ ଇଣ୍ଟର ଡିଷ୍ଟ୍ରିକ୍ଟ ପ୍ରତିଯୋଗିତା – ୨୦୨୬

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ କପ୍ (ସିଏମ୍ ଟ୍ରୋଫି)–୨୦୨୬ ଅବସରରେ ଓଡ଼ିଶାର ଗଜପତି ଜିଲ୍ଲାରେ ୧୪ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ , ଗଜପତି ଫାଲୁଗୁନୀ ମାଝୀ ମୁଖ୍ୟ ଅତିଥି ଭାବେ…

ନିମ୍ନ ମଧ୍ୟମିକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର କାର୍ଯ୍ୟ କାରିଣୀ ବୈଠକ l

ଅସ୍ତରଙ୍ଗ: ପୁରୀ ଜିଲ୍ଲା ନିମ୍ନ ମାଧ୍ୟମିକ ମିଳିତ ଶିକ୍ଷକ ସଂଘ,ପୁରୀ ଜିଲ୍ଲା ଶାଖା ର ଏକ ବୈଠକ ଅସ୍ତରଙ୍ଗ ବ୍ଲକ ର ପିର ଯାହାନିଆ ନିକଟ କଲ୍ୟାଣ ମଣ୍ଡପ ପରି ସରରେ ବୁଧ ବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ପ୍ରାରମ୍ଭ ରେ ଅନୁଷ୍ଠାନ ର କର୍ମ କର୍ତ୍ତା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ…

ତେନ୍ତୁଳୀଖୁଣ୍ଟି ମଣ୍ଡଳ ସ୍ତରୀୟ ଜନ ଆକ୍ରୋଶ ମହିଳା ପଦଯାତ୍ରା

ତେନ୍ତୁଳୀଖୁଣ୍ଟି, ନବରଙ୍ଗପୁର ତା 13-05-2026,ଅଶୋକ ସାହୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ମଣ୍ଡଳ ସ୍ତରୀୟ ଜନ ଆକ୍ରସ ମହିଳା ପଦଯାତ୍ରା ତେନ୍ତୁଳୀଖୁଣ୍ଟି ର ଦିଗିସଲପା ଗ୍ରାମ ପଂଚାୟତ ଅନ୍ତର୍ଗତ ଦିଗିସଲପା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ପଦଯାତ୍ରାରେ ମୁଖ୍ୟ ଅଥିତି…

ବାଲେଶ୍ଵର ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ଚିତ୍ତ ସାହୁଙ୍କ ସ୍ମୃତିଚାରଣ ସଭା

ବାଲେଶ୍ଵର: ବାଲେଶ୍ଵର ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ସାମ୍ବାଦିକ ଚିତ୍ତ ସାହୁଙ୍କ ସ୍ମୃତିଚାରଣ ସଭା ବାଲେଶ୍ଵର ସାମ୍ବାଦିକ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ…

ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ବିଜ୍ଞାନରେ ଅଦୀତି ୟାଦବ ୯୬.୬ ଓ ବାଣିଜ୍ୟରେ ମିତୁଲ ବାଙ୍ଗଡ଼ ୯୭.୦ ପ୍ରତିଶତ ସହ ଜିଲ୍ଲା ଟପ୍ପର ବିଜ୍ଞାନରେ ଅଦୀତି ୟାଦବ ୯୬.୬, ସିଦ୍ଧାନ୍ଵୀ ମିଶ୍ର ୯୪.୬ ଓ ପିନାକୀ ଚଟ୍ଟର୍ଜୀ ୯୩.୨ ବାଣିଜ୍ୟରେ ମିତୁଲ ବାଙ୍ଗଡ଼ ୯୭.୦, ବୈଷ୍ଣବୀ ଗୋୟଲ ୯୬.୮ ଓ ନୀରବ ଅଗ୍ରୱାଲ ୯୬.୬…

ଗୋ ସମ୍ମାନ ଆହ୍ବାନ ଅଭିଯାନର କାର୍ଯ୍ୟକାରିଣୀ ବୈଠକ

କେନ୍ଦୁଝର,ତା୧୩/୫- କେନ୍ଦୁଝର ମାଇନିଂରୋଡ଼ ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ଗୋ ସମ୍ମାନ ଆହ୍ବାନ ଅଭିଯାନର ଜିଲ୍ଳା ପ୍ରମୁଖ ଶ୍ରୀମତୀ ମୋନାଲିସା ଦାଶଙ୍କ ତତ୍ତ୍ୱାଧାନରେ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଗୋମାତାଙ୍କୁ ରାଷ୍ଟ୍ରମାତାର ସମ୍ମାନ ଦିଆଯିବା ସହ ଗୋ ହତ୍ୟା ବନ୍ଦ…

ଛାତ୍ର ଓ ଯୁବ ଗୋଷ୍ଠୀଙ୍କ ଗହଣରେ “ଗାନ୍ଧୀକଥା”

 କେନ୍ଦୁଝର,ତା୧୩/୫- ଓଡ଼ିଶା ଗାନ୍ଧୀ ବିଚାର ପରିଷଦ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ମିଳିତ ସହଯୋଗ "ଗାନ୍ଧୀକଥା" କେନ୍ଦୁଝରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧକ୍ଷ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି କହିଲେ…

କେନ୍ଦୁଝରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

କେନ୍ଦୁଝର, ମେ ୧୩: ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍‌ଠାରେ ଜିଲ୍ଲାରେ ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା…

ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ପରେ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାନ କତୁରୁ ଗ୍ରାମ ଠାରେ ମାଁ ଗ୍ରାମଦେବୀ ଠାକୁରାଣୀ ମନ୍ଦିର ଓ ଶିବ ମନ୍ଦିର ର ନବୀକରଣ କାର୍ଯ୍ୟ ଶେଷ ହୋଇ ଆଜି ଏହି ମନ୍ଦିର ର ପ୍ରତିଷ୍ଠା ଅବସର ରେ ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ।…