ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା

0

ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

ନୂଆଦିଲ୍ଲୀ: ଗ୍ରାହକମାନେ ଅଧିକରୁ ଅଧିକ ସୂର୍ଯ୍ୟ କିରଣ ଊଦ୍ଧ୍ୱର୍କୁ ଯାଇ ପାରମ୍ପରିକ ସୁରକ୍ଷା ଯୋଗାଇଦେଉଥିବା ତ୍ୱଚା ଯନôକାରୀ ଉତ୍ପାଦ ଆବଶ୍ୟକ କରୁଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ଆଧୁନିକ ପରିବେଶଗତ ଆକ୍ରମଣକାରୀ ବିପକ୍ଷରେ ତ୍ୱଚାକୁ ସମର୍ଥନ କରୁଥିବା ଏକ ଉନ୍ନତ ଦୈନନ୍ଦିନ ପ୍ରତିରକ୍ଷାକାରୀ ସମାଧାନ ପ୍ରଚଳନ କରିଛି, ଯେଉଁଥିରେ ନୁ୍ୟଟ୍ରିଲାଇଟ ବଟାନିକାଲ୍ସ (ଉଦ୍ଦିଦଜାତ ଉପାଦାନ)ର ଉତ୍ତମତା ରହିଛି । ଏହି ପ୍ରଚଳନ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ବର୍ଗମାଳାକୁ ପୁନଃ ସୁଦୃଢ କରୁଛି, ଯାହା ସୁସ୍ଥ ଦେଖାଯାଉଥିବା ତ୍ୱଚା ନିମନ୍ତେ ସର୍ବାଧୁନିକ ବିଜ୍ଞାନ ସହିତ ପ୍ରକୃତିର ଉତ୍ତମତା ସମ୍ମିଶ୍ରଣରେ ଲକ୍ଷ୍ୟଭିତ୍ତିକ, ପୋଷକ- ପ୍ରୋତ୍ସାହିତ ତ୍ୱଚାଯନô ସମାଧାନଗୁଡିକ ଜରିଆରେ ନୂତନ ତ୍ୱଚାଯନô ଆବଶ୍ୟକତାଗୁଡିକ ପୂରଣ କରିବାକୁ ଅତ୍ୟନ୍ତ ଚିନ୍ତାଶୀଳ ଭାବରେ ଡିଜାଇନ କରାଯାଇଛି ।
ଏହାର ପ୍ରଚଳନ ଅବସରରେ ପ୍ରକାଶ କରି ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଗ୍ରାହକମାନେ ସେମାନଙ୍କ ତ୍ୱଚାଯନôର ଆବଶ୍ୟକତା ନିମନ୍ତେ ଅଧିକ ସଚେତନ ହେଉଥିବାବେଳେ ସେମାନେ ଅତ୍ୟନ୍ତ ସ୍ପଷ୍ଟତା, ଫଳପ୍ରଦ, ବିଜ୍ଞାନ ସମ୍ମତ ଏବଂ ଚିନ୍ତାଶୀଳ ଭାବରେ ପ୍ରସ୍ତୁତ ଉତ୍ପାଦଗୁଡିକ ଅଧିକରୁ ଅଧିକ ଆବଶ୍ୟକ କରୁଥିବାରୁ ଭାରତୀୟ ତ୍ୱଚାଯନô ଦୃଶ୍ୟପଟ୍ଟରେ ଦ୍ରୁତ ପରିବର୍ତ୍ତନ ଘଟୁଛି । ଆମୱେ ଇଣ୍ଡିଆରେ ଆମେ ଗ୍ରାହକମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରୁଥିବା ନବସୃଜନଗୁଡିକ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛୁ । ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ମଲ୍‌ଟି-ଡିଫେନ୍ସ ୟୁଭି ପ୍ରୋଟେକ୍ଟର ପ୍ରଚଳନ ଏହା ସହିତ ଉନ୍ନତ ତ୍ୱଚା ବିଜ୍ଞାନ ଓ ନୁ୍ୟଟ୍ରିଲାଇଟ ବଟାନିକାଲ୍ସର ଉତ୍ତମତାର ସମ୍ମିଶ୍ରଣ ଘଟାଇବା ଉପରେ ଆମର ଦୃଷ୍ଟିନିବଦ୍ଧକୁ ପ୍ରତିଫଳିତ କରୁଛି । ତାହାସହିତ ବିଶ୍ୱସନୀୟ, ଉଦେ୍ଦଶ୍ୟ ଆଧାରିତ ତ୍ୱଚା ପୁଷ୍ଟିସାଧନ ଉତ୍ପାଦଗୁଡିକ ଯୋଗାଇଦେବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପୁନଃ ସୁଦୃଢୀକରଣ କରୁଛି । ଏସବୁ ସହିତ ଗ୍ରାହକମାନେ ଅଧିକରୁ ଅଧିକ ସେମାନଙ୍କର ସୋ÷ନ୍ଦର୍ଯ୍ୟଗତ ପସନ୍ଦକୁ ପୂର୍ଣ୍ଣାଙ୍ଗ କଲ୍ୟାଣ ସହିତ ମେଳ ଖୁଆଉଥିବାବେଳେ ପ୍ରାକୃତିକ, ଉଦ୍ଭିଦ ଭିତ୍ତିକ ଉପାଦାନ ଭରି ରହିଥିବା ତ୍ୱଚାଯନôର ଚାହିଦା ବୃଦ୍ଧି ପାଉଛି ଏବଂ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ସହିତ ଆମେ ଆର୍ଟିଷ୍ଟ୍ରି ତ୍ୱଚା ବିଜ୍ଞାନ ଏବଂ ନୁ୍ୟଟ୍ରିଲାଇଟର ୯୦ ବର୍ଷର ପରମ୍ପରା ସହିତ ଏହି ଅଭିଯାନକୁ ଆଗେଇନେବା ନିମନ୍ତେ ନିଜକୁ ସ୍ୱତନ୍ତ୍ର ଭାବରେ ଅବସ୍ଥାପିତ କରିଛୁ ।”
ନୂତନ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ମଲ୍‌ଟି-ଡିଫେନ୍ସ ୟୁଭି ପ୍ରୋଟେକ୍ଟ ନିର୍ଦ୍ଧାରିତ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧିର ଦୃଶ୍ୟମାନ ସଙ୍କେତ ସୃଷ୍ଟି କରୁଥିବା ବହୁବିଧ ପରିବେଶଗତ ଆକ୍ରମଣକାରୀଙ୍କ ବିରୋଧରେ ସୁରକ୍ଷା ପ୍ରଦାନରେ ସହାୟତା କରି ତ୍ୱଚାର ଦୈନନ୍ଦିନ ପ୍ରତିରକ୍ଷାକୁ ସମର୍ଥନ କରିବା ସକାଶେ ଅତ୍ୟନ୍ତ ଚିନ୍ତାଶୀଳ ଭାବରେ ପ୍ରସ୍ତୁତ କରାଯାଇଛି । ଉନ୍ନତ ୟୁଭି ଫିଲ୍ଟର ଏବଂ ଆଣ୍ଟିଅକ୍ସିଡାଣ୍ଟରେ ସମୃଦ୍ଧ ନୁ୍ୟଟ୍ରିଲାଇଟ ବଟାନିକାଲ୍ସରେ ବଳିୟାନ୍‌ ଏହି ଉତ୍ପାଦ ତ୍ୱଚାର ପ୍ରତିରକ୍ଷାକୁ ସମର୍ଥନ କରୁଥିବାବେଳେ ଦୈନନ୍ଦିନ ପରିଧାନ ନିମନ୍ତେ ଉପଯୋଗୀ ଏକ ହାଲୁକା, ଆରାମଦାୟକ ଫିନିଶ୍‌ ପ୍ରଦାନ କରୁଛି ।
ଉନ୍ନତ ତ୍ୱଚାଯନô ବିଜ୍ଞାନ ଏବଂ ନୁ୍ୟଟ୍ରିଲାଇଟ ଦ୍ୱାରା ଚାଷ କରାଯାଉଥିବା ବଟାନିକାଲ୍ସ ଶକ୍ତିରେ ସମୃଦ୍ଧ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ମଲ୍‌ଟି ଡିଫେନ୍ସ ୟୁଭି ପ୍ରୋଟେକ୍ଟ ୟୁଭିଏ ଏବଂ ୟୁଭିବି କିରଣ ବିପକ୍ଷରେ ବିସ୍ତାରିତ ଭାବରେ ଏସପିଏଫ ୫୦+ ଏବଂ ପିଏ ++++ ସୁରକ୍ଷା ପ୍ରଦାନ କରୁଛି ଏବଂ ସେହି ସମୟରେ ଦୃଶ୍ୟମାନ ଆଲୋକ (ନୀଳ ଆଲୋକ ସମେତ), ଇନ୍‌ଫ୍ରାରେଡ ଆଲୋକ ଏବଂ ମୁକ୍ତ ରାଡିକାଲ୍ସରୁ ତ୍ୱଚାକୁ ସୁରକ୍ଷା ପ୍ରଦାନ କରିବରେ ସହାୟତା କରୁଛି । ଏହାର ଉନ୍ନତ ଫର୍ମୁଲାରେ ଜିଙ୍କ ଅକ୍ସାଇଡ ଓ ଟାଇଟାନିୟମ ଡାଇଅକ୍ସାଇଡର ଏକ ମିନେରାଲ ସନସ୍କ୍ରିନ ମିଶ୍ରଣକୁ ନୁ୍ୟଟ୍ରିଲାଇଟ ଦ୍ୱାରା ଚାଷ କରାଯାଉଥିବା ପମ୍‌ଗ୍ରେନେଟ ସହିତ ସମ୍ମିଶ୍ରିତ କରାଯାଇଛି, ଯାହା ପ୍ରଦୂଷଣକାରୀ କାରକ ଦ୍ୱାରା ସୃଷ୍ଟି କୁଣ୍ଡାଇ ହେବାରୁ ତ୍ୱଚାକୁ କୋମଳତା ପ୍ରଦାନ, ପରିବେଶଗତ ଆକ୍ରମଣକାରୀଙ୍କ ବିପକ୍ଷରେ କ୍ରିସେନ୍ଥେମମ୍‌ ଫୁଲର ନିର୍ଯ୍ୟାସ ତ୍ୱଚାକୁ ସୁରକ୍ଷିତ ରଖିବାରେ ସହାୟକ ହେବା ଏବଂ ୟୁଭି କିରଣ, ଦୃଶ୍ୟମାନ ଆଲୋକ ଏବଂ ଇନଫ୍ରାରେଡ ସଂସ୍ପର୍ଶରେ ଆସିବାରୁ ପ୍ରତିରକ୍ଷାଗତ ସମର୍ଥନ ପ୍ରଦାନ କରୁଥିବା କାର୍ନୋସାଇନର ଉତ୍ତମତା ନିମନ୍ତେ ପରିଚିତ ।
ଦ୍ରୁତ- ଗତିଶୀଳ ଆଧୁନିକ ଜୀବନଶୈଳୀ ନିମନ୍ତେ ପରିପୂରକ ହେବାକୁ ଡିଜାଇନ କରାଯାଇଥିବା ଏହି ହାଲୁକା ରଙ୍ଗର ଉତ୍ପାଦ ଏକ କୋମଳ, ଶ୍ୱାସକ୍ରିୟାଯୋଗ୍ୟ ଏବଂ ଅଦୃଶ୍ୟ ଫିନିଶ୍‌ ପ୍ରଦାନ କରୁଛି ଯେଉଁଥିରେ କୋ÷ଣସି ଧଳା ରଙ୍ଗର ଦାଗ ରହେନାହିଁ ଏବଂ ଏହା ୮୦ ମିନିଟ ପର୍ଯ୍ୟନ୍ତ ଜଳ ପ୍ରତିରୋଧୀ ଅଟେ । ଏହି ଉତ୍ପାଦ ସମ୍ପୂର୍ଣ୍ଣ ଭାବରେ ଉଦ୍ଭିଦଜାତ, ଅଣ –କମେଡୋଜେନିକ ଏବଂ ବିନା ମହମ, ଖଣିଜ ତୈଳ ଏବଂ ସଲଫେଟ ସର୍ଫାକ୍ଟାଣ୍ଟରେ ପ୍ରସ୍ତୁତ କରାଯାଇଛି, ଯାହା ପରିଷ୍କୃତ ସୋ÷ନ୍ଦର୍ଯ୍ୟ ମାନକଗୁଡିକ ନିମନ୍ତେ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନର ପ୍ରତିବଦ୍ଧତାକୁ ପୁନଃ ସୁଦୃଢୀକରଣ କରୁଛି ।
ଆର୍ଟିଷ୍ଟ୍ରି, ନୁ୍ୟଟ୍ରିଲାଇଟ ଦ୍ୱାରା ପ୍ରସ୍ତୁତ ଏକମାତ୍ର ସୋ÷ନ୍ଦର୍ଯ୍ୟ ବ୍ରାଣ୍ଡ୍‌, ଯାହା ତ୍ୱଚାଯନô ପ୍ରତି ନୁ୍ୟଟି୍ରଲାଇଟର ବିଶ୍ୱସନୀୟ ଶକ୍ତି ଆଣିଦେଉଛି । ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ମଲ୍‌ଟି-ଡିଫେନ୍ସ ୟୁଭି ପ୍ରୋଟେକ୍ଟ ବିବିଧ ତ୍ୱଚା ପ୍ରତିରକ୍ଷା ପ୍ରଦାନ କରିବାକୁ ଡିଜାଇନ କରାଯାଇଥିବାବେଳେଏହା ସୁସ୍ଥ ଦେଖାଯାଉଥିବା ତ୍ୱଚାକୁ ସମର୍ଥନ କରୁଛି । ଏହାର ସର୍ବାଧିକ ଖୁଚୁରା ମୂଲ୍ୟ ୩୩୯୯ ଟଙ୍କା ରଖାଯାଇଥିବାବେଳେ ସମ୍ପ୍ରତି ଆମୱେ ବିଜିନେସ୍‌ ମାଲିକ / ବିତରକ, ଆମୱେ ଷ୍ଟୋର ଆମୱେର ସମସ୍ତ ସ୍ୱୀକୃତିପ୍ରାପ୍ତ ଚାନେଲଗୁଡିକରେ ଉପଲବ୍ଧ ହେଉଛି ।

Leave A Reply

Your email address will not be published.