Sign in
Sign in
Recover your password.
A password will be e-mailed to you.
ଭାପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ନୟାଗଡ଼(ବିଶ୍ୱଜିତ ନାୟକ) - ଆଜି ସକାଳ ୮ଘଟିକା ସମୟରେ ଭାପୁର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୬୩ଗୋଟି ଅଭିଯୋଗ…
ଓଡ଼କପା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ
ନୂଆଗାଁ /ସୁବ୍ରତ ପରିଡ଼ା: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଓଡ଼କପା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୀଙ୍ଗାରପଲ୍ଲୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗାୟତ୍ରୀ ବେହେରା ଯୋଗଦେଇ କୁନି କୁନି ଛାତ୍ର-ଛାତ୍ରୀ…
ଫଳକ ଭଙ୍ଗା : ଦୁର୍ବୃତ୍ତଙ୍କ କାର୍ଯ୍ୟକୁ ଜନସାଧାରଣରେ ନିନ୍ଦା
ନୂଆଗାଁ/ସୁବ୍ରତ ପରିଡ଼ା: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତ ରେ ମାତିଛନ୍ତିି ଫଳକ ଭଙ୍ଗା ଦୁର୍ବୃତ୍ତ।ସୂଚନା ଅନୁଯାୟୀ ନୂଆଗାଁ ଏବଂ ପାରା ଢିପି ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗିବା ଘଟଣା ରାଜ…
ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ଖୋର୍ଦ୍ଧା : ଓଡିଶା ରେ ରକ୍ତ ର ଅଭାବ ଦୂର କରିବା ନିମନ୍ତେ ବିଜୁବାବୁଙ୍କ ସ୍ୱପ୍ନ କୁ ସାକାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ଆନୁକୂଲ୍ୟରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର…
ଆନ୍ଧ୍ରପ୍ରଦେଶର ରାଜ୍ୟପାଳଙ୍କୁ ଭେଟିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ(ଶାସକ ପ୍ରଶାସକ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନଙ୍କ ସହ ନୂଆଦିଲ୍ଲୀ ସ୍ଥିତ ଆନ୍ଧ୍ର ଭବନ ଠାରେ ସାକ୍ଷାତ୍ କରିଛନ୍ତି । ସାକ୍ଷାତକାର ସମୟରେ ମନ୍ତ୍ରୀ ଶ୍ରୀ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଜଜ୍ ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ…
ଖେଲୋ ଇଣ୍ଡିଆ ଗେମ୍ସ: ଭାରୋତ୍ତୋଳନରେ କିଟ ଛାତ୍ରୀ ସ୍ନେହାଙ୍କୁ ସ୍ୱର୍ଣ୍ଣ
ବାଙ୍ଗାଲୋର: ବାଙ୍ଗାଲୋରଠାରେ ଚାଲୁଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ ଛାତ୍ରୀ ସ୍ନେହା ସୋରେନ୍ କମାଲ ପ୍ରଦର୍ଶନ କରିଛନ୍ତି। ୪୯କେଜି ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ସ୍ନେହା କିଟ, କିସ ତଥା ସମଗ୍ର ଓଡ଼ିଶାକୁ ଗୌରବ…
ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ
(ନୂଆଗାଁ)ସୁବ୍ରତ ପରିଡ଼ା: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ସିବଦତ୍ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା…
ଆସିଲେନି ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀ, ଆସନ୍ତା ମେ ୧୧ କୁ ଶୁଣାଣି
ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା
ପାଟଣାଗଡ଼ରୁ ଯତୀନ୍ଦ୍ର ନନ୍ଦ(ଶାସକ ପ୍ରଶାସକ) ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୁଣାଣି ପାଟଣାଗଡ଼ ଏଡିଜେ କୋର୍ଟରେ ହେବାର ଥିଲା । ମାତ୍ର ପୁଞ୍ଜିଲାଲା ଓକିଲ ଏବଂ ସାକ୍ଷୀଙ୍କ ଅନୁପସ୍ଥିତି ଥିବା କାରଣରୁ…
ବିଜୁ ଛାତ୍ର ଜନତା ଦଳ ତରଫରୁ ଜୀବନ ବିନ୍ଦୁ – ୧୫୧ ୟୁନିଟ୍ ରକ୍ତ ସଂଗୃହୀତ
ବନେଶ୍ୱର : ଆଜି ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ବରିଷ୍ଠ ଉପସଭାପତି ବିଶ୍ୱ ପ୍ରତାପ ସାହୁଙ୍କ ନେତୃତ୍ୱରେ ଏକ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ରକ୍ତଦାନ ଶିବିରରେ ୧୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଓଡ଼ିଶା ମୋ ପରିବାର…