କେଏଲ୍‍ ଡିମ୍‍ଡ-ଟୁ-ବି ୟୁନିଭରସିଟି ସ୍ଥାପନ କଲା ନୂତନ କେଏଲ୍‍ ଗ୍ଲୋବାଲ ବିଜନେସ ସ୍କୁଲ, ହାଇଦ୍ରାବାଦ

ହାଇଦ୍ରାବାଦ : ସ୍ନାତକ ଏବଂ ଉଚ୍ଚଶିକ୍ଷା ପାଇଁ ଦେଶରେ ଅନ୍ୟତମ ଅଗ୍ରଣୀ ୟୁନିଭରସିଟି ହୋଇଥିବା କେଏଲ୍‍ ଡିମ୍‍ଡ-ଟୁ-ବି ୟୁନିଭରସିଟି ପକ୍ଷରୁ ଏହାର ଆନ୍ତର୍ଜାତିକସ୍ତରରେ ମାନକ ବିଜନେସ ପାଠ୍ୟକ୍ରମଗୁଡିକ ପାଇଁ ଉତ୍ସର୍ଗୀକୃତ ଏକ ଅତ୍ୟାଧୁନିକ ବି-ସ୍କୁଲ ‘କେଏଲ୍‍ଏଚ ଗ୍ଲୋବାଲ ବିଜନେସ୍ ସ୍କୁଲ’…

ବ୍ରଜରାଜନଗର ଉପନିର୍ବାଚନର ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଭୁବନେଶ୍ୱର :ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଆଜି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି । ପୂର୍ବତନ ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ବିଧାନସଭାର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅର୍ଜୁନ

ଭୁବନେଶ୍ୱର : ମହିଳା ବିଜିନେସ ମେଳାରେ ଯୋଗ ଦେବାକୁ ଓଡିଶା ଆସିଥିବା ବଲିଉଡ ଅଭିନେତା ତଥା ଜଣାଶୁଣା ମଡେଲ ଅର୍ଜୁନ ରାମପାଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି | ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଅର୍ଜୁନଙ୍କୁ ଓଡ଼ିଶାର ଜର୍ସି ପ୍ରଦାନ କରିବା ସହ…

କାଦମ୍ବିନୀ ଓ କୁନିକଥା ୨୦୨୨ ମେ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର:  ବିଶ୍ୱ ମାତୃ ଦିବସ ଅବସରରେ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଓ ଶିଶୁ ପତ୍ରିକା ‘କୁନିକଥା’ ପକ୍ଷରୁ ବନ୍ଧୁମିଳନ, କାଦମ୍ବିନୀ ଓ କୁନିକଥାର ମେ ସଂଖ୍ୟା ରବିବାର ଉନ୍ମୋଚିତ ହୋଇଯାଇଛି । କାଦମ୍ବିନୀ ସଦ୍ୟ ପ୍ରକାଶିତ ‘ସାହିତ୍ୟ ଓ ଅର୍ଥନୀତି’ ବିଶେଷାଙ୍କ ଉନ୍ମୋଚନ…

ବାଉଁଶ କାରିଗରଙ୍କ ଜୀବନଜୀବିକା ସଂକଟରେ

କୁଲା ଚାଙ୍ଗୁଡି,ବିଞ୍ଚଣା,ବାଉଶଁ ଛପା, ସାମଗ୍ରୀ ଲୋପ ପାଇଯିବାର ଆଶଙ୍କା । ସରକାରି ସହାୟତା ଅପେକ୍ଷାରେ ଦିନ କାଟୁଛନ୍ତି ମେଦ୍ରୀସାଇର ୩୫ ପରିବାର କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା ରେ ମେଦ୍ରୀ ସମ୍ପ୍ରଦାୟ ର କାରିଗର ମାନଙ୍କ ଜୀବନ ଜୀବିକା ଏବେ ସଂକଟରେ…

ଭିନ୍ନକ୍ଷମ ଝସକେତନକୁ ସହାୟତାର ହାତ ବଢ଼ାଇଲେ ମହେନ୍ଦ୍ର

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟାଲ ଗ୍ରାମର ମହେନ୍ଦ୍ର ବଢ଼େଇ ଏ ଅଂଚଳର ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବ ଆଉ ଦୁଃଖିରଙ୍କିଙ୍କୁ ସାହାଯ୍ୟ କରିବାରେ ଏ ଅଞ୍ଚଳର ଏକ ଉଦାହରଣ ପାଲଟିଯାଇଛନ୍ତି । ଯେତେ ଦୂରରେ ଥିଲେ ବି , ଅଞ୍ଚଳବାସୀଙ୍କ କୌଣସି ସମସ୍ୟା ବା ଅସୁବିଧା ଖବର ପାଇଲେ ସେଇଠୁ…

ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ସମ୍ମାନିତ

ଭୁବନେଶ୍ୱର  : ସମ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ଗତ ମେ ୫ ତାରିଖ ଦିନ ଗଙ୍ଗା ଆନେସ୍‌ଥେସିଆ ରିଫ୍ରେଶର କୋର୍ସ (ଗାର୍କ)ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନଜନକ ମେଂଟର ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି । କୋଏମ୍ବାଟୁର ସ୍ଥିତ…

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଜନ୍ମବାର୍ଷିକୀ ପାଳିତ।

ଜଗତସିଂହପୁର/ସୁମନ୍ତ କୁମାର ଦାସ-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ, ଗାନ୍ଧୀବାଦୀ ଗୋପବନ୍ଧୁ ଚୌଧୁରୀଙ୍କ ଢନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ବଙ୍ଗଳା ଛକ ଓ ଖେରସ ଛକରେ ଥିବା ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା…

ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଗ୍ରହରାଜ ଶନିଶ୍ଚରଙ୍କ ଜଳାଭିଷେକ ଉତ୍ସବ ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଆନନ୍ଦ ଉଲ୍ଲାସର ସହ ଗ୍ରହରାଜ ଶନିଶ୍ଚରଙ୍କ ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରହରାଜ ଶନିଶ୍ଚରଙ୍କ ଜଳାଭିଭେକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଏହି ପର୍ବ ପାରମ୍ପରିକ…

ଡ଼ିଇଓ ଓ ବିଇଓଙ୍କ ସୁପାରିଶ କ୍ରମେ ବାହାବଳପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ନିଯୁକ୍ତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ ଅଧିନରେ ରହିଥିବା ଜିଗ୍ନୀପୁର ଗ୍ରାମ ପଂଚାୟତ ବାହାବଳପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କଟକ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରିଣୀଙ୍କ ସୁପାରିଶ କ୍ରମେ ଜଣେ ଦକ୍ଷ,…