ସର୍ଗିବାହାଲ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

0

ପଦ୍ମପୁର: ପଦ୍ମପୁର ସଂକୁଳ ଅନ୍ତର୍ଗତ ସର୍ଗିବାହାଲ ଶିଶୁ ମନ୍ଦିରରେ ମହା ସମାରୋହରେ ଜନ୍ମାଷ୍ଟମୀ ପାଳିତ ହୋଇ ଯାଇଛି l ଶିଶୁ ଭାଇ ଭଉଣୀ ମାନେ ନିଜକୁ ଯଶୋଦା ରାଧା, ଶ୍ରୀକୃଷ୍ଣ ବେଶରେ ସଜାଇ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ନେହଳତା ସାହୁ ଯୋଗ ଦେଇ ଜନ୍ମାଷ୍ଟମୀର ବୈଷିଷ୍ଟ କହିଥିବା ବେଳେ ପରିଚାଳନା କମିଟିର ସଦସ୍ୟ ପ୍ରହଲ୍ଲାଦ ସାହୁ ଉଦବୋଧନ ଦେଇଥିଲେ l ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ଦେଇ ଥିବା ବେଳେ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.