ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- କଟକ ସଦର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥି ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଇସାଣିବରହ୍ମପୁର , ଶିର୍ଲୋ ଗ୍ରାମ ପଞ୍ଚାୟତ ର ଈଶାଣୀବ୍ରହ୍ମପୁର ଗ୍ରା. ପ ର ବୈଦନାଥ ପୂଜା କମିଟି, ଏନ. ସି ପୂଜା କମିଟି, ବାଟଗୋସାଇଁ ପୂଜା କମିଟି, କେଳିକଦମ୍ବ ପୂଜା କମିଟି, ଗଣେଶ ପୂଜା କମିଟି, ତ୍ରିନାଥ ପୂଜା କମିଟି, ବି. ଏମ. ସି କ୍ଲବ ପୂଜା କମିଟି (ନେଉଟିଆ କଣ )
ସିରଲୋ ଗ୍ରା. ପ ର ଦଧିଆ ବରଗଛ ପୂଜା କମିଟି, ଲକ୍ଷ୍ମୀ ହନୁମାନ ପୂଜା କମିଟି, ବୁଢାଲିଙ୍ଗ ପୂଜା କମିଟି, ବାଙ୍କଳ ପୂଜା କମିଟି ୧୦ ଗୋଟିଏ ଗଣେଶ ପୂଜା ମଣ୍ଡପ ରେ ପହଞ୍ଚି ଦର୍ଶନ କଲେ ଏଥିରେ ଉପସ୍ଥିତ ଥିଲେ ରାଜ୍ୟ ବିଜୁଛାତ୍ର ସମ୍ପାଦକ ସତ୍ୟ ସିଦ୍ଧାନ୍ତ ଦାଶ,କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି -ଇଜାଜ୍ ଖାନ୍ , କଟକ ଯୁବ ବିଜେଡ଼ି ସମ୍ପାଦକ ହିମାଂଶୁ ଶେଖର ଦାସ, ନିଶ୍ଚିନ୍ତ କୋଇଲି ବ୍ଲକ ବିଜେଡ଼ି ର କାର୍ଯ୍ୟକାରିଣୀ ସଭାପତି ବଳଦେବାନନ୍ଦ ଦାଶ, କଟକ ସଦର ବିଜୁ ଛାତ୍ର ଜନତା ଦଳ ଉପସଭାପତି ବାଦଲ ସାହୁ, ସାଧାରଣ ସମ୍ପାଦକ ପବିତ୍ର କୁମାର ସାହୁ, ବାପୁନ ଭୂଇଁଆ, ପ୍ରକାଶ ମହାପାତ୍ର, ଏମ ଡି ଏତେସାମ ବିଦ୍ୟା ଧର ବେହେରା, ଦୀପକ ମହାନ୍ତି, ସାଗର ବିଶୋଇ, ବଳରାମ ସେଠି, ସୁଧୀର କାଣ୍ଡି, ରାଜେଶ ମଲ୍ଲ, ପ୍ରକାଶ ମଲ୍ଲିକ, ବିକ୍ରମ ମହାପାତ୍ର, ଅଭୟ ସାହୁ, ଚଗଲା ରାଉତ, ଜିତେନ୍ଦ୍ର ମଲ୍ଲିକ, ସମୀର ରାଉତ, ତୁଷାର ବସ୍ତିଆ, ଦିବାକର ସେଠି ଶିଶିର ବାରିକ, ଜିତେନ୍ଦ୍ର ମଲ୍ଲିକ କଟକ ସଦର ନିର୍ବାଚନମଣ୍ଡଳୀର ୫୦ ରୁ ଉର୍ଦ୍ଧ ଯୁବ ଓ ଛାତ୍ର ର କର୍ମକର୍ତ୍ତା ମାନେ।
Sign in
Sign in
Recover your password.
A password will be e-mailed to you.