ଜଗତସିଂହପୁର -ନାଉଗାଁ /ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅହିଂସା ରଥ ତା -୨୬,୦୯,୨୦୨୨ ରିଖ ସୋମବାର ସନ୍ଧ୍ୟା ସମୟରେ ପହଞ୍ଚି ଥିଲା |ଅଲଣାହାଟ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ସମ୍ବର୍ଦ୍ଧନା ଜଣାଇଥିଲେ |ଅଲଣାହାଟ ଉଚ୍ଚ ବିଦ୍ୟାଳୟ ରେ ଆଜିର ଯାତ୍ରା ସମାପ୍ତ କରାଯାଇଛି |ବିଡ଼ିଓ -ରଶ୍ମିରେଖା ମଲ୍ଲିକ ଆୟୋଜିତ ସମାବେଶରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟ ଅମିତା ସ୍ୱାଇଁ, ଗୋଡ଼ଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା, ସମାଜସେବୀ ଅଂଜନା ସାହୁ, ଅଙ୍ଗନବାଡି କର୍ମୀ,ମିଶନଶକ୍ତି ମହିଳା ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ପ୍ରଦାନ କରୁଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଏବିଡ଼ିଓ ଦେବେନ୍ଦ୍ର ପ୍ରଧାନ, ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଙ୍କିତା ଜାଲ୍ଲୀ, ଜିପିଇଓ ଦିନେଶ ରାୟ, ସେକ୍ସନ ଅଫିସର ସିଦ୍ଧାର୍ଥ ଦାସ, ବିଏସଏସଓ ଜୟକୃଷ୍ଣ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ସାରଦା ପ୍ରସନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.