ନିଖୋଜ ଯୁବକଙ୍କୁ ମୃତ୍ୟୁ ଦେହ ଠାବ ହୋଇଥିବା ଘଟଣା ରେ ଆଜି 5ଜଣକୁ କୋର୍ଟ ଚାଲାଣ।

0

କାଶୀପୁର / ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପୋଡାପାଡି ପଞ୍ଚାୟତ ବନ୍ଦପଦର ଗ୍ରାମର ପଇଲି ମାଝି ଚାରିଦିନ ହେଲା ନିଖୋଜ ଥିଲେ । ସୂଚନା ଅନୁଯାୟୀ ପଇଲି ମାଝି ବୁଧବାର ଦିନ ଦଶହରା ଦିନ କେଉଁ ଆଡେ ପଳେଇଯାଇଥିଲେ । ଗୋଟିଏ ଦିନରେ ଅପେକ୍ଷା କରିବା ପରେ ପଇଲି ମାଝି ଙ୍କ କୈାଣସି ପଥା ନମିଳିବାରୁ ଗୁରୁବାର ଦିନ ପଇଲି ମାଝି ଙ୍କ ପରିବାର ଆସି ଟିକିରି ଥାନା ରେ ଆସି ଏକ ଲିଖିତ ଆକାରରେ ଅଭିଯୋଗ କରିଥିଲେ ।ଯେ କେଉଁଆଡ଼େ ପଳେଇ ଯାଇଛନ୍ତି । ଏହା ପରେ ଟିକିରି ପୋଲିସ ପକ୍ଷରୁ ଖୋଜାଖୋଜି କରୁଥିଲେ ଏହା ପରେ ମଧ୍ୟ କୈାଣସି ଖବର ମିଳିପାରିନଥିଲା ତାଙ୍କ ପରିବାର ଲୋକେ ମଧ୍ୟ ନିଜ ସମ୍ଫକିୟ ଘରକୁ ମଧ୍ୟ ଫୋନ କରି ପଚାରି ଥିଲେ ଏହା ପରେ ମଧ୍ୟ କୈାଣସି ଖବର ମିଳିପାରିନଥିଲା ନଥିଲା। ଆଜି କୈାଣସି ଏକ ଯୁବକ ପୋଖରୀ ରେ ଏକ ବସ୍ତାରେ କିଛି ଗୋଟେ ପଡିଥିବା ଦେଖିବାକୁ ସହ ଅଳ୍ପ କିଛି କପଡା ଦେଖା ଯାଉଥିଲା ଏହା ପରେ ସେହି ଗ୍ରାମର କିଛି ଲୋକ ଟିକିରି ପୋଲିସ କୁ ଖବର ଦେଇଥିଲେ ।ଏହା ପରେ ଟିକିରି ପୋଲିସ ପହଞ୍ଚି ପ୍ରଥମେ ସେହି ବସ୍ତା ଦେଖିବା ପରେ ମୃତ ଦେହ ଦେଖା ଯାଉଥିଲା ରୁ ଏହାପରେ ପୋଲିସ ପକ୍ଷରୁ ଦମକଳ ବାହୀନି କୁ ଫୋନ କରିଥିଲେ ଏହା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସ୍ତା କୁ କାଡିବା ବେଳେ ସେହି ବସ୍ତା ସହ ପଥର ବାଦି ପୋଖରୀ ଭିତରକୁ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଫୋନ କରି ଯାଇଥିଲେ ଏହା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସ୍ତା କୁ କାଡିବା ବେଳେ ସେହି ବସ୍ତା ସହ ପଥର ବାନ୍ଧି ପୋଖରୀ ଭିତରକୁ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ଜଣେ ଯୁବକ ହୋଇଥିବା ବେଳେ ଆଉ ଚାରି ଜଣ ନାବାଳକ ଥିବା ଟିକିରି ଥାନା ଅଧିକାରୀ ଦେବଦତ ମଲ୍ଲିକ ଙ୍କ ସୂଚନା ମିଳିଛି । ସେହି 4 ଜଣ କୁ ଭବାନୀପାଟଣା ନାବାଳକ କାରାଦଣ୍ଡ କୁ ପଠାଯାଉଥିବା କହିଛନ୍ତି |

Leave A Reply

Your email address will not be published.