ଖଇରା ବ୍ଳକରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଇଂ ରାଜେଶ ମୋହାକୁଡ.

ବାଲେଶ୍ଵର ଖଇରା( ବୁଲୁ ଲେଙ୍କା): ଖଇରା ବ୍ଲକରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପର ହୋଇଥିବା ଛାତ୍ରୀଙ୍କୁଭେଟି ସମ୍ବର୍ଦ୍ଧନା କଲେ ଖଇରା ଅଞ୍ଚଳର ସମାଜସେବୀ ଇଂ ରାଜେଶ ମୋହାକୁଡ଼ ।ଚଳିତ ବର୍ଷ ଖଇରା ବ୍ଲକରେ ମୋଟ ୫୭ଟି ହାଇସ୍କୁଲରେ ୨୯୧୫ଜଣ ଛାତ୍ରଛାତ୍ରୀ…

ଜିଏସଟି ଚଢ଼ାଉ ପ୍ରତିବାଦରେ ବ୍ୟବସାୟୀ ସଂଘ ପକ୍ଷରୁ ଉମରକୋଟ ବନ୍ଦ।

ଉମରକୋଟ/ଜିତେନ୍ଦ୍ର ମହାନ୍ତି -ବାଣିଜ୍ୟ କର ଓ ଜିଏସଟି ବିଭାଗ ଚଢାଉ ରେ ଅତିଷ୍ଠ ହୋଇ ଆଜି ଉମରକୋଟ ସହର ର ବ୍ୟବସାୟୀ ସଂଘ ପକ୍ଷରୁ ଯାହାର ପ୍ରତିବାଦ ରେ ୧୨ ଘଣ୍ଟିଆ ଉମରକୋଟ ସହର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯାଇଥିଲା।ଗତ କିଛି ଦିନ ଧରି ବାଣିଜ୍ୟ କର ଓ ଜି ଏସ ଟି ବିଭାଗ ର ଅଧିକାରୀ ମାନେ…

ମ୍ୟାଟ୍ରିକ ପରୀକ୍ଷାରେ ସର୍ଗିବାହାଲ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସଫଳତା

ପଦ୍ମପୁର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମରେ ଥିବା ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୧୦୧ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୩ଜଣ ଅନୁପସ୍ଥିତ ଥିବା ବେଳେ ୯୮ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ…

ନାଉଗାଁ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିପିନ ବିହାରୀ ନାୟକଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର

ଜଗତସିଂହପୁର/ପ୍ରିତିରଞ୍ଜନ ଦାସ:ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ହାଟ କାଦମ୍ବିନୀ ମଣ୍ଡପ ରକ୍ତଦାନ ଶିବିର ତା -୦୭.୦୭.୨୦୨୨ ରିଖ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବେ ମନୋଜ କୁମାର ଭୋଇ (ଜିଲ୍ଲା ପରିଷଦ ଅଧ୍ୟକ୍ଷ )ମଧୁସୁଦନ ସାହୁ…

ମାଟ୍ରିକ ଟପ୍ପର କଲେ ଖଇରଙ୍ଗ ଆଶ୍ରମପାଟଣା ର ଶୁଭ୍ରାଂଶୁ ଶେଖର ଦାସ

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଚଳିତ ଦଶମ ଶ୍ରେଣୀ ପରୀକ୍ଷା ରେ ବୀଣାପାଣୀ ହାଇସ୍କୁଲ ର ଛାତ୍ର ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି l୬୦୦ ମାର୍କ ରୁ ସେ ସର୍ବ ମୋଟ ୫୭୦ ମାର୍କ ୯୫% ରଖି ଏହି କୃତିତ୍ୱ ହାସଲ କରିଛନ୍ତି l ତାଙ୍କର ଏହି ସଫଳତାରେ…

୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଦେବଗିରି ବାନାଞ୍ଚଳ ଗଜପତି ଜିଲ୍ଲା ଜଙ୍ଗଲ ବିଭାଗ ଆନୁକୂଲ୍ୟରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ୧୦୦ ରୁ ଅଧିକ ଚାରା ରୋପଣର ବ୍ୟବସ୍ଥା କରାଯାଇଛଥିଲା। ଏହି…

ମାଟ୍ରିକ ପରୀକ୍ଷା ରେଜଲ୍ଟ : ମୀରା ପାଢ଼ୀ ଜିଲ୍ଲା ଟପ୍ପର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ ବୁଧବାର ଦିନ ପ୍ରକାଶ ପାଇଛି। ଏଥିରେ ଗଜପତି ଜିଲ୍ଲାର ପାସ୍ ହାର ୯୦.୩୨% ପ୍ରତିଶତ ରହିଛି। ଜିଲ୍ଲାର ୧୫୭ଟି ବିଦ୍ୟାଳୟରୁ ଚଳିତ ବର୍ଷ ୭୦୪୮ ଜଣ…

ବରଗଡ଼ ଜିଲ୍ଲା ରେ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଜାଲ ନୋଟ୍ ଜବତ , ୨ ଗିରଫ

ଅଭ୍ୟାସ ଗତ ଅପରାଧୀ ବଳରାମ ର କଲା କାରନାମା ବରଗଡ :- ଆଜି ସ୍ୱତନ୍ତ୍ର ପୋଲିସ ସ୍କୋର୍ଡ ଓ ବରପାଲି ପୋଲିସ ବରପାଲି ରେ ୧୪ ଲକ୍ଷ ରୁ ଉର୍ଦ୍ଧ୍ବ ଜାଲ ନୋଟ ଜବତ କରିବା ସହ ବରପାଲି ମହତ୍ତମ୍ ପଡ଼ା ର ପଣ୍ଡାଲୁ ମେହେର ଙ୍କ ପୁଅ ବଳରାମ ମେହେର (୪୫), ଓ ବୁର୍ଲା ଥାନା କଣ୍ଟାପାଲି ସିକିର୍ଡି ଗ୍ରାମ…

ମଦ ପିଇବା ପାଇଁ ସ୍ତ୍ରୀ ଟଂକା ନ ଦେବାରୁ ଆତ୍ମହତ୍ୟା ସନ୍ଦେହ

ବରଗଡ :-ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ମିଠାପଲି ଗ୍ରାମପଞ୍ଚାୟତ ର ଲଉଡମାଲ ଗ୍ରାମର ଓମ ପ୍ରକାଶ ସାହୁ ନାମକ ଜଣେ ଯୁବକ ପାଇକମାଲ ନୂଆପଡା ବିଜୁ ଏକ୍ସପ୍ରେସ ରାସ୍ତାରୁ  ପ୍ରାୟ ପାଞ୍ଚ ଶହ ମିଟର ଦୂରରେ ମରି ପଡିଥିବା ଆଜି ସନ୍ଧ୍ୟାରେ ତାଙ୍କର ପରିବାର ଲୋକ ଦେଖିବାକୁ ପାଇଥଲେ ।…

ଦୁଇ ମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ

ଅସ୍ତରଙ୍ଗ/ଦୁଃଶାସନ ନାୟକ: ଅସ୍ତରଙ୍ଗ ବ୍ଲକ ସରିପୁର ଠାରେ ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ ଦୁଇ ମନ୍ତ୍ରୀଙ୍କ ଦ୍ୱାରା ଶେଷ ହୋଇଛି। ଆୟୋଜିତ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି…