ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅଫିସ ରେ ଆଜି ନୂତନ ବିଡ଼ିଓ ଭାବରେ ଶ୍ରୀ ଲୋକନାଥ ଶବର କାର୍ଯରେ ଯୋଗଦାନ କରିଛନ୍ତି । କାର୍ଯରତ ବିଡ଼ିଓ ଶ୍ରୀ ସୁନୀଲ କୁମାର ମେହେର ଆଜି ସନ୍ଧ୍ୟାରେ ଶ୍ରୀ ଶବର ଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିବା ସହିତ ଦାଇତ୍ୱ ହସ୍ତାନ୍ତର କରିଛନ୍ତି । ଶ୍ରୀ ମେହେର ଙ୍କର ଗାଇସିଲେଟ ତହସିଲଦାର ଭାବରେ ବଦଳି ହୋଇଥିବା ବେଳେ ଶ୍ରୀ ଶବର ନୂଆପଡା ଜିଲ୍ଲା ସିନାପାଲି ତହସିଲଦାର ଭାବରେ କାର୍ଯରତ ଥିଲେ ।
Sign in
Sign in
Recover your password.
A password will be e-mailed to you.