ଧାମନଗର: ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇଆଶାଆଶଙ୍କା ଲାଗି ରହିଥିବା ବେଳେ ଆରମ୍ଭ ହୋଇଛି ଭୋଟ ଗଣତି | ଗଣତି ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୭୬୯ ଭୋଟରେ ଆଗରେ ରହିଛନ୍ତି | ସୁରଜ ୪୭୪୯ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୩୯୮୦ ଭୋଟ ପାଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post