ବିଜୁ ଜନତା ଦଳର ମାରାଥନ ପ୍ରଚାର: ମହିଳା ମାନେ ମନଖୋଲି ଆଶୀର୍ବାଦକରୁଛନ୍ତି ବର୍ଷା ଙ୍କୁ

ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ର କଂସର କୁ ପହଂଛି ଥିଲେ କଂସର ପଞ୍ଚାୟତ କୁ ପହଂଚିବା ପରେ ବର୍ଷା ଙ୍କୁ ସ୍ଥାନୀୟ ଜନସାଧାରଣ ଙ୍କର ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ଅଂଚଳର ମାଁ…

ଓଡିଶା ଛତିଶଗଡ ସୀମାନ୍ତ ଅଞ୍ଚଳରେ କଡାକଡି ଚେକିଙ୍ଗ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଲଉଡ଼ିଦର୍ହl, ଧଉରାଭଟା ଛକ ରେ ପୋଲିସ ପକ୍ଷ ରୁ ଚେକିଂ କରାଯାଉଛି l ଛତିଶଗଡ କୁ ଯିବାଆସିବା କରୁଥିବା ସମସ୍ତ ଯାନବାହନ କୁ ଚେକିଙ୍ଗ କରୁଛନ୍ତି l ଯାନବାହନ ରେ କୌଣସି ପ୍ରକାର ର ଆପତ୍ତି ଜନକ ସାମଗ୍ରୀ ନେବା ଆଣିବା କରି ପାରିବେ ନାହିଁ…

‘ଦମନ’ ଚଳଚ୍ଚିତ୍ର ହେଲା ଟାକ୍ସ ଫ୍ରି : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି |ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଜଣେ ଯୁବ…

ରାଜ୍ୟ ଖାଦ୍ୟ କମିଶନରଙ୍କ ଖୋରଧା ଗସ୍ତ

ବିଭିନ୍ନ ଯୋଜନାର ସମୀକ୍ଷା ଏବଂ କ୍ଷେତ୍ରୀୟ ପରିଦର୍ଶନ ଖୋରଧା-ରାଜ୍ୟ ଖାଦ୍ୟ କମିଶନର ଶ୍ରୀ ପ୍ରମୋଦ କୁମାର ମେର୍କପ ଖୋରଧା ଜିଲ୍ଲା ଗସ୍ତ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ବିଭିନ୍ନ ସରକାରୀ ସାମାଜିକ ଯୋଜନାର ସମୀକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ…

ନିର୍ବାଚନ ପ୍ରଚାରରେ ବର୍ଷାଙ୍କର ଆଖିରେ ଲୁହ

https://youtu.be/2x2Pwso0Xfo ନିଜ ନାମରେ ହେଉଥିବା ଅପପ୍ରଚାର ରେ କାନ୍ଦି ପକାଇଲେ ବର୍ଷା ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର । ଏହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ମଧ୍ୟ ନିଜ ପାଇଁ ପ୍ରଚାର…

ସମ୍ ଶିଶୁରୋଗ ବିଭାଗ ପକ୍ଷରୁ ୧୬ତମ ଆଇଏପି ଜୋନାଲ (ଇଷ୍ଟଜୋନ୍‌) କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗ ପକ୍ଷରୁ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୬ତମ ଆଇଏପି ଜୋନାଲ୍ (ଇଷ୍ଟଜୋନ୍‌) କୁଇଜ୍ ପ୍ରତିଯୋଗିତା ୨୦୨୨ ଆୟୋଜିତ ହୋଇଯାଇଛି ।…

୧୭ ତମ ଫିକି ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ

ସୋଆ ଷ୍ଟଲରେ ଦେଖିବାକୁ ବିଦେଶୀ ପ୍ରତିନିଧିଙ୍କ ଭିଡ ଭୁବନେଶ୍ୱର,: ୧୭ ତମ ତିନିଦିନିଆ ‘ଫିକି’ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ -୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍‌ରେ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ…

ସୋଆ ଆଇଏଏସ୍‌ରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଓ ଅଭ୍ୟର୍ଥନା ଉତ୍ସବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍ସେସ୍‌ରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ତ୍ରିଦିବସୀୟ ବିଶେଷ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଚଳିତ ମାସ ୧୭, ୧୮ ଓ ୧୯ ତାରିଖ ତିନି ଧରି…

ମଦ ଧରପଗଡ: ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ଉ l

ଝାରବନ୍ଧ -ମନୋହର ଦାଶ: ପଦ୍ମପୁର ଉପନିର୍ବାଚନ କୁ ଆଖି ଆଗରେ ରଖି ନିରପେକ୍ଷ ଓ ନିର୍ଭିକ କରିବା ପାଇଁ ବରଗଡ଼, ପଦ୍ମପୁର, ପାଇକମାଲ ଅବକାରୀ ଥାନା ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ ମିଳିତ ଚଢ଼ଉ କରି ବେଆଇନ ଚୋରା ମଦ ଧରପକଡ କରିଛନ୍ତl ପାଇକମାଲ ଅବକାରୀ ଥାନା ଅନ୍ତର୍ଗତ ଝାରବନ୍ଧ ବ୍ଲକ ର…

ରାଇକିଆ ପାଳକ ଆସୋସିଏସନ୍ ଟ୍ରଷ୍ଟ ପକ୍ଷରୁ ୧୭ ତମ ପାଳକିୟ ବାର୍ଷିକ ସମ୍ମିଳନୀ

ଘୁ.ଉଦୟଗିରି (ଗଗନ କୁମାର ପ୍କରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମାଜୁମାହା ବାପ୍ଟିଷ୍ଟ୍ ଚର୍ଚ୍ଚରେ ରାଇକିଆ ପାଳକ ଆସୋସିଏସନ୍ ଟ୍ରଷ୍ଟ ରାଇକିଆ, କନ୍ଧମାଳର ୧୭ ତମ ପାଳକିୟ ବାର୍ଷିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ…